ପଦାର୍ଥ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ଘୋଷଣା: ୩ ପଦାର୍ଥ ବିଜ୍ଞାନୀଙ୍କୁ ମିଳିବ ନୋବେଲ

ନୂଆଦିଲ୍ଲୀ : ୨୦୨୨ ବର୍ଷ ପାଇଁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ଘୋଷିତ। ତିନିଜଣ ପଦାର୍ଥ ବିଜ୍ଞାନୀଙ୍କୁ ମିଳିତ ଭାବେ ନୋବେଲ ଘୋଷଣା କରିଛି ସ୍ୱିଡିଶ ଏକାଡେମୀ। ଆଲେନ ଆସ୍‌ପେକ୍ଟ, ଜନ୍‌.ଏଫ କ୍ଲଷ୍ଟର ଓ ଆଣ୍ଟନ ଜେଇଲିଙ୍ଗରଙ୍କୁ ମିଳିତ ଭାବେ ନୋବେଲ ପୁରସ୍କାର କରାଯାଇଛି। ଜଟିଳ…

ପୂଜାରେ ଅଘଟଣ: ଲଗାଣ ବର୍ଷାରେ ଭୁଶୁଡିଲା ଡମଣା ତୋରଣ ଗେଟ୍‌

ଭୁବନେଶ୍ୱର (କେନ୍ୟୁଜ): ଲଘୁଚାପ ବର୍ଷା ଯୋଗୁ ଭାଙ୍ଗିଲା ରାଜଧାନୀ ଡମଣା ଦୁର୍ଗା ପୂଜା ମଣ୍ଡପର ତୋରଣ । ରାଜଧାନୀରେ ତୁହାକୁ ତୁହା ବର୍ଷା ଲାଗି ରହିଛି। ବର୍ଷା ଯୋଗୁ ଫିକା ପଡ଼ିଛି ପାର୍ବଣର ମାହୋଲ । ଦୁଇ ବର୍ଷ ପରେ ପୂଜା ମାହୋଲର ମଜା ଉଠାଇବାରୁ ଲୋକଙ୍କ ଭିଡ଼ ଜମୁଛି । ରାଜଧାନୀର ଆକର୍ଷଣୀୟ…

ଦୈନିକ ଭାଗ୍ୟ ! ଜାଣନ୍ତୁ କେମିତି କଟିବ ଆଜିର ଦିନ

ମେଷ : ଜୀବନର ସଫଳତା ଲାଗି ଦିନଟିଏ। ଅଯଥା ଚିନ୍ତାରୁ ମୁକ୍ତି ପାଇବେ। ବ୍ୟବସାୟରେ ଯୋଜନାବଦ୍ଧ ରୂପେ କାମ କରିବେ। ଯେଉଁମାନେ ନିଜ ପ୍ରିୟ ସହ ଯାତ୍ରା କରୁଛନ୍ତି ସେମାନଙ୍କ ପାଇଁ ଏହା ଅତି ସ୍ମରଣୀୟ କ୍ଷଣ ହେବ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ଶତ୍ରୁ ନିଜର ଦୁଷ୍କର୍ମର ଫଳ ପାଇବେ। ବୃଷ :…

ଦୁଃଖଦ ଘଟଣା: ଗରବା ଖେଳୁ ଖେଳୁ ଯୁବକଙ୍କ ମୃତ୍ୟୁ, ପୁଅର ମୃତ୍ୟୁ ଖବର ଶୁଣି ଚାଲିଗଲା ବାପାଙ୍କ ଜୀବନ

ନୂଆଦିଲ୍ଲୀ : ମଧ୍ୟରେ ମହାରାଷ୍ଟ୍ରର ପାଲଘର ଜିଲ୍ଲାରୁ ଏକ ଅତ୍ୟନ୍ତ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ ଗରବା ଖେଳୁଥିବା ଜଣେ ୩୫ ବର୍ଷୀୟ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଦୁର୍ଗା ପୂଜା ଅବସରରେ ଖୁସିର ମାହୋଲରେ ଯୁବକ ଜଣଙ୍କ ଗରବା ଖେଳୁଥିଲେ । କିନ୍ତୁ ତଳେ ପଡିଯିବାରୁ ମୃତ୍ୟୁ ହୋଇଥିଲା…

ନୋବେଲ୍‌ ପୁରସ୍କାର ୨୦୨୨: ମେଡିସିନ୍‌ରେ କ୍ଷେତ୍ରରେ ନୋବେଲ୍ ପାଇବେ ସୁଇଡେନ ବୈଜ୍ଞାନିକ ସ୍ୱାନ୍ତେ ପେବୋ

ନୂଆଦିଲ୍ଲୀ : ମେଡିସିନରେ ନୋବେଲ ପୁରସ୍କାର ଘୋଷଣା । ୨୦୨୨ ବର୍ଷ ପାଇଁ ସ୍ୱିଡେନର ସ୍ୱାନ୍ତେ ପେବୋଙ୍କୁ ଭେଷଜ ବିଜ୍ଞାନରେ ନୋବେଲ ପୁରସ୍କାର ମିଳିବ । ଏନେଇ ସ୍ୱିଡେନର ନୋବେଲ ଫାଉଣ୍ଡେସନ ପକ୍ଷରୁ ଘୋଷଣା କରାଯାଇଛି । ବିଲୁପ୍ତ ଆଦିମାନବର ଗୁଣସୂତ୍ର ଓ ମାନବ ବିବର୍ତ୍ତନ ସଂପର୍କିତ ଉଦ୍ଭାବନ…

ବଦଳିଲା SBI ATM ନିୟମ : ଏଣିକି ଏହି ନମ୍ବର ବିନା ଉଠାଇପାରିବେନି କ୍ୟାସ୍

ଏସବିଆଇର ଗ୍ରାହକଙ୍କ ପାଇଁ ବଡ଼ ଖବର। ବ୍ୟାଙ୍କ ଏବେ ଏଟିଏମରୁ ଟଙ୍କା ଉଠାଇବାର ନିୟମରେ ପରିବର୍ତ୍ତନ କରିଛି । ବର୍ତ୍ତମାନ ଆପଣଙ୍କୁ ଏସବିଆଇ ଏଟିଏମରୁ ନଗଦ ଟଙ୍କା ଉଠାଇବାକୁ ଏକ ସ୍ୱତନ୍ତ୍ର ନମ୍ବର ଦେବାକୁ ପଡିବ। ଯଦି ଆପଣ ଏହି ନମ୍ବର ନଦିଅନ୍ତି ତେବେ ଆପଣଙ୍କର ଟଙ୍କା ଅଟକି ଯିବ। ପ୍ରତେବେ…

ଧରାପଡ଼ିଲା ନକଲି ପୋଲିସ: ଟୋଲ ଆଦାୟ କରିବା ପାଇଁ ବ୍ୟବହାର କରୁଥିଲେ ପୋଲିସ ଖାକି

ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ଫିରୋଜାବାଦରେ ଘଟିଛି ଏକ ମଜାଳିଆ ଘଟଣା । ଏଠାରେ ଫିରୋଜାବାଦ ଜିଲ୍ଲାର ତୁଣ୍ଡଲା ପୋଲିସ ଏକ ବେଆଇନ ପୁନରୁଦ୍ଧାର ମାମଲାରେ ଜଣେ ନକଲି ପୋଲିସ ଇନ୍ସପେକ୍ଟରଙ୍କୁ ଗିରଫ କରି ଜେଲକୁ ପଠାଇଛି। ଅଭିଯୁକ୍ତଙ୍କ ଓଜନ ପ୍ରାୟ ୧୫୦ କିଲୋଗ୍ରାମ ଏବଂ ବୟସ ୨୩ ବର୍ଷ। ଏତେ କମ୍…

ହ୍ୱାଟ୍ସଆପ୍‌ରେ ୨ ମିନିଟ୍‌ର ଏହି ଭିଡ଼ିଓ ଆପଣଙ୍କୁ ସିଧା ପଠାଇ ପାରେ ଜେଲ୍‌ ! ଆସିବା କ୍ଷଣି ତୁରନ୍ତ କରନ୍ତୁ ଡିଲିଟ୍‌

ହ୍ୱାଟ୍ସଆପ୍‌ ବର୍ତ୍ତମାନ ଆମ ଜୀବନର ଏକ ଅଂଶ ହୋଇ ଗଲାଣି। ଯଦି ଆମକୁ କୌଣସି ଜିନିଷ ପଠେଇବାକୁ ପଡେ ପ୍ରଥମେ ହ୍ୱାଟ୍ସଆପ୍‌ର ନାମ ନେଉଥାଉ। ମୋବାଇଲ୍‌ରେ ଇନଷ୍ଟାଲ ହୋଇଥିବା ପ୍ରତି ଆପ୍‌ର ଏକ ପ୍ରାଇଭେସି ପଲିସ୍‌ ହୋଇଥାଏ। ଆମେ ଆପ୍‌ ଇନଷ୍ଟାଲ କରିବା ବେଳେ ଏହି ପଲିସକୁ ସ୍ୱୀକାର କରିଥାଉ।…