ଦେଖିଲେ ଚିହ୍ନି ପାରୁଛନ୍ତିକି ଇଏ କିଏ ବୋଲି ? ଭାରତୀୟ ନା ଆଉ କିଏ

ଭାରତୀୟ ବିବାହକୁ ନେଇ ପୁରା ବିଶ୍ୱରେ ଯେମିତି ଏକ ଭିନ୍ନ କ୍ରେଜ ରହିଛି । ବିଦେଶୀ ମାନଙ୍କୁ ତ ଏହାର ସଂସ୍କୃତି ଖୁବ ପସନ୍ଦ ଆସିଥାଏ । ସେମାନଙ୍କ ପାଇଁ ଏହା ଖୁବ ଭିନ୍ନ ହେବା ସହିତ ନୂଆ ମଧ୍ୟ ହୋଇଥାଏ । ଅନେକ ସମୟରେ ଦେଖାଯାଏ ସେମାନେ ନିଜ ବିବାହରେ ଭାରତ ଷ୍ଟାଇଲ ବିବାହର ତଡକା ଦେବାକୁ…

ଚିକିତ୍ସା କରୁଥିବା ଡାକ୍ତରଙ୍କୁ ପ୍ରେମ କରିବସୁଛି ଛୋଟ ଶିଶୁ, ଥରେ ଦେଖନ୍ତୁ ଏହି ଭିଡିଓ

ପ୍ରେମ କେଉଁଠି ବି କାହା ସହିତ ହୋଇପାରେ । ଏହି ଉକ୍ତିକୁ ଶୁଣିଥିବେ ଆପଣମାନେ । ଛୋଟରୁ ବଡ ହୋଇଥିବାବେଳେ କେଉଁଠି ନା କେଉଁଠି ଏହି କଥାଟି ଆପଣଙ୍କ କାନରେ ନିଶ୍ଚିତ ରୂପେ ପଡିଥିବ । କିଛି ଲୋକ ତ ଖୋଜି ଖୋଜି ବି ତାଙ୍କୁ ଜୀବନ ସାରା ପ୍ରକୃତ ପ୍ରେମ ମିଳେନାହିଁ । ନିଜର ସବୁ ସାରି ଦେଇଥିଲେବି…

ସାବଧାନ ହୋଇଯାନ୍ତୁ ! ପିଜ୍ଜା ଖାଇଲେ ୭.୮ ମିନିଟ କମିଯାଏ ବୟସ

ପ୍ରାୟ ସମସ୍ତେ ଚାହାନ୍ତିକି ସେମାନଙ୍କ ବୟସ କେମିତି ବଢିଯାଆନ୍ତାକି । ସେମାନେ ଦିନକୁ ଦିନ ଆହୁରି ଯବାନ ଦେଖାଯାଆନ୍ତେକି । ବିଶ୍ୱ ଲାଇଫ ଏକ୍ସପେସଟନ୍ସି ତରଫରୁ ଜାରି ହୋଇଥିବା ଏକ ରିପୋର୍ଟ ମୁତାବକ ଭାରତରେ ପୁରୁଷଙ୍କ ହାରାହାରି ବୟସ ୬୯.୫ ବର୍ଷ ହୋଇଥିବା ବେଳେ ମହିଳାଙ୍କ ହାରାହାରି ବୟସ…

ଏହି ପରି ପ୍ରସ୍ତୁତ କରନ୍ତୁ “ତାୱା ପନିର”, ରୁଟି ଓ ପରଟାର ଦଶ ଗୁଣା ବଢ଼ିଯିବ ସ୍ୱାଦ

ପ୍ରୋଟିନ, କ୍ୟାଲସିୟମରେ ଭରପୁର ପନିର ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟୀ ହୋଇଥାଏ । ପନିରରେ ଆମେ ଭିନ୍ନ ଭିନ୍ନ ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ କରି ଖାଇପାରିବା । ଯେମିତିକି ଶାହୀ ପନିର, ପନିର ଟୀକ୍କା, ମଟର ପନିର ଓ ତାୱା ପନିର ଆଦି । ଲୋକେ ନିଜ ଅନ୍ଦାଜରେ ପନିରରେ ଭିନ୍ନ ଭିନ୍ନ ଖାଦ୍ୟ…

କିଏ ନିଜ ଜୀବନ ଦେଇଥିଲେ ତ କିଏ ପ୍ରତିଟି ମୁହୂର୍ତ୍ତକୁ ଦେଶ ପାଇଁ ଉତ୍ସର୍ଗ କରିଥିଲେ….ଏ ହେଉଛନ୍ତି ସ୍ୱାଧୀନ…

ଦେଶ ସ୍ୱାଧୀନ ହେବାର ୭୫ ବର୍ଷ ପୂର୍ତ୍ତି ଅବସରରେ "ଆଜାଦୀ କା ଅମୃତ ମହୋତ୍ସବ" ପର୍ବ ପାଳନ ହେବାକୁ ଯାଉଛି । ୧୯୪୭ ଅଗଷ୍ଟ ୧୫ ତାରିଖରେ ବ୍ରିଟିଶ ଶାସନରୁ ମୁକ୍ତ ହେଲା ହିନ୍ଦୁସ୍ତାନ । ଦେଶ ସ୍ୱାଧୀନ କରିବାକୁ ଅନେକ ସ୍ୱତନ୍ତ୍ର ସେନାନୀଙ୍କୁ ନିଜ ଜୀବନ ହରାଇବା ସହିତ ଆହୁରି ଅନେକ କିଛି…

ପି. ଚିଦମ୍ବରମଙ୍କୁ ଗିରଫ କରିଥିବା DSPଙ୍କ ଗାଡ଼ିକୁ ଧକ୍କା ଦେଲା ଟ୍ରକ, ଜୀବନରୁ ମାରି ଦେବାକୁ ଚେଷ୍ଟା କରାଯାଇଥିବା…

ସିବିଆଇର ଡେପୁଟି ଏସପି ରୁପେଶ କୁମାର ଶ୍ରୀବାସ୍ତବଙ୍କୁ ଟ୍ରକ ଚପାରେ ମାରି ଦେବାକୁ ଚେଷ୍ଟା କରାଯାଇଛି । ଶୁଣାଯାଉଛିକି ଶ୍ରୀ ଶ୍ରୀବାସ୍ତବ ଦିଲ୍ଲୀରୁ ଗୋରଖପୁର ଫେରୁଥିବା ସମୟରେ ମଝି ରାସ୍ତାରେ ତାଙ୍କ ସ୍କର୍ପିଓକୁ ଟ୍ରକ ଧକ୍କା ଦେଇଥିଲା । ଗୁଲରିହାର ବରଗଡ଼ି ନିକଟରେ ଟ୍ରକ ଧକ୍କା ଏତେ…

ଅମୀର ଖାନଙ୍କୁ ଆସାମ ଯିବାକୁ ମନା କଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା

ନିକଟରେ ରିଲିଜ ହୋଇଛି ବଲିଉଡ୍‌ ଷ୍ଟାର ଆମିର ‌ଖାନ୍‌ଙ୍କ ଅଭିନୀତ ନୂଆ ଫିଲ୍ମ ଲାଲ ସିଂ ଚଡ୍ଡା । ଫିଲ୍ମ ବାବଦରେ ସାମ୍ନାକୁ ଆସିବା ପର ଠାରୁ ହିଁ ଅମୀରଙ୍କୁ ନେଇ ଜୋର ଧରିଛି ଚର୍ଚ୍ଚା । ଆଉ ଏବେ ଅମୀରଙ୍କୁ ଆସାମ ଗସ୍ତ ପାଇଁ ବାରଣ ହୋଇଛି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ତାଙ୍କୁ…

ମା’ ହେବାକୁ କହି ତିନି ଜଣ ପୁରୁଷଙ୍କୁ ଠକି ଦେଲେ ମହିଳା !

ମା" ହେବା ପାଇଁ କେଉଁ ମହିଳା ଅବା ନ ଚାହାନ୍ତି | ସ୍ତ୍ରୀ ଓ ପୁରୁଷଙ୍କ ମିଳନରେ ହିଁ ଏହା ସମ୍ଭବ ହୋଇଥାଏ । କିନ୍ତୁ ବିଜ୍ଞାନର ଅଗ୍ରଗତି କାରଣରୁ ବିନା ମିଳନରେ ବି ସ୍ପର୍ମ ସହିତ ମହିଳାଙ୍କ ଓଭ୍ୟୁମକୁ ମିଶାଇ ଛୁଆ ଜନ୍ମ କରାଯାଇପାରିବ । ଏହି ଟେକନିକ ଜରିଆରେ ହିଁ ଜଣେ ଲେସବିଆନ କପଲ ଆଜି ମା'…

ନବ ଦମ୍ପତିଙ୍କୁ ଉପହାର ଦେବେ ସରକାର, ସେପ୍ଟେମ୍ବର ମାସରୁ ଲାଗୁ ହେବ ଯୋଜନା

ନବ ଦମ୍ପତ୍ତିଙ୍କୁ ଏକ ନୂଆ ଗିଫଟ ଦେବେ ରାଜ୍ୟ ସରକାର । ଏଣିକି ମାଗଣାରେ ନୂଆ ବାହାହୋଇଥିବା କପଲ ମାନଙ୍କୁ ମାଗଣାରେ କଣ୍ଡୋମ ବାଣ୍ଟିବେ ସରକାର । ଦେଶର ପ୍ରଥମ ରାଜ୍ୟ ଭାବେ ଓଡିଶା ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ପରିବାର ନିୟୋଜନ ପାଇଁ ସରକାରଙ୍କ ପକ୍ଷରୁ ଏଭଳି ସ୍ୱତନ୍ତ୍ର ଉପହାର…

ସ୍ୱାଧୀନତା ଦିବସ ପାଳନ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହେଲା ନୂଆ ଆଡ଼ଭାଇଜରୀ

ଆମ ଦେଶ ଭାରତ ସ୍ୱାଧୀନତା ଲାଭ କରିବାର ୭୫ ବର୍ଷ ପୁରଣ ହେବାକୁ ଖୁବ ଧୁମଧାମରେ ପାଳନ କରିବାକୁ ଯାଉଛି । ଏଭିତରେ କେନ୍ଦ୍ର ସରକାର ଅଗଷ୍ଟ ୧୫ର ଏହି ରାଷ୍ଟ୍ରୀୟ ପର୍ବ କିମ୍ବା ସ୍ୱାଧୀନତା ଦିବସକୁ କିପରି ପାଳନ କରାଯିବ ସେନେଇ ଆଡ଼ଭାଇଜାରୀ ଜାରି କରିଛନ୍ତି । ବର୍ତ୍ତମାନ ସମୟରେ ପ୍ରତିଦିନ ୧୫…

ଓପାସ ବ୍ରତରେ ବିନା ପିଆଜ ରସୁଣରେ ଘରେ ପ୍ରସ୍ତୁତ କରି ଖାଆନ୍ତୁ “ସୁଜି ଇଡ଼ଲି”

ରାକ୍ଷୀ ପୂର୍ଣ୍ଣମୀ, ଜନ୍ମାଷ୍ଟମୀ ଆଦି ସହିତ ହିନ୍ଦୁ ମାନଙ୍କରେ ନାନାଦି ବ୍ରତ ଉପବାସ ଆଦି ଆରମ୍ଭ ହୋଇଯାଏ । ଆଉ ଏସବୁକୁ ଖୁବ ବିଶ୍ୱାସ ଓ ଭରୋସା ସହିତ ଲୋକମାନେ ପାଳନ କରିଥାନ୍ତି । କିନ୍ତୁ ଲଗାତାର ଭାବେ ପଡୁଥିବା ବ୍ରତ ଉପବାସ ଆଦିରେ ସବୁବେଳେ ଫଳାହାର କରିବା ଦ୍ୱାରା ଆମକୁ ବିରକ୍ତ…

ବନ୍ଦ ହୋଇପଡ଼ିଥିବା ଆକାଉଣ୍ଟରେ ଥିବା ଟଙ୍କାର ଆଇନଗତ ହକଦାରଙ୍କୁ ଦେବା ଯାଚିକା ଉପରେ ନୋଟିସ ଜାରି କଲେ ସୁପ୍ରିମ କୋର୍ଟ

ନିଷ୍କ୍ରିୟ ହୋଇ ପଡିଥିବା କିମ୍ବା ବନ୍ଦ ହୋଇ ପଡ଼ିଥିବା ବ୍ୟାଙ୍କ ଆକାଉଣ୍ଟରେ ଥିବା ପଇସାକୁ ସେମାନଙ୍କ ଆଇନଗତ ହକଦାରଙ୍କ ପାଇଁ ସୁଲଭ କରିବା ନେଇ ଏକ ଯାଚିକା ଉପରେ ସୁପ୍ରିମ କୋର୍ଟ ପକ୍ଷରୁ ନୋଟିସ ଜାରି କରାଯାଇଛି । ସାମ୍ବାଦିକ ସୁଚେତା ଦଲାଲ ଯାଚିକାରେ କହିଛନ୍ତିକି ରିଜର୍ଭ ବ୍ୟାଙ୍କ ତଥା…