ଅଟଳ ପେନସନ୍‌ ଯୋଜନାରୁ ବାଦ୍‌ ପଡ଼ିବେ ଏମାନେ, ଆସୁଛି ନୂଆ ନିୟମ

ସମସ୍ତଙ୍କୁ ଅଳ୍ପ ବହୁତ ଜଣାଥିବ ଅଟଳ ପେନସନ୍‌ ଯୋଜନା ବିଷୟରେ । ଏହି ଯୋଜନାରେ ଏବେ ଗୋଟିଏ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ଯାହା ଆଗାମୀ ଅକଟୋବର ୧ ତରିଖରୁ ଲାଗୁ ହେବ । ଯେଉଁମାନେ ଅଟଳ ପେନସନ୍‌ ଯୋଜନାରେ ଯୋଡ଼ି ହେବାକୁ ଚାହୁଁଛନ୍ତି ସେମାନେ ଯଦି ଆୟକର ପଇଠ କରୁଥିବେ ତେବେ ସେମାନଙ୍କୁ…

ରକ୍ଷାବନ୍ଧନରେ ବଡ ପରଦାରେ ରିଲିଜ ହୋଇଛି ୨ଟି ନୂଆ ଫିଲ୍ମ ‘ଲାଲ ସିଂ ଚଢା’ ଏବଂ ‘ ରକ୍ଷା…

ନୂଆଦିଲ୍ଲୀ: ରକ୍ଷାବନ୍ଧନ ଅବସରରେ ବଡ ପରଦାରେ ରିଲିଜ ହୋଇଛି ୨ଟି ନୂଆ ଫିଲ୍ମ 'ଲାଲ ସିଂ ଚଢା' ଏବଂ ' ରକ୍ଷା ବନ୍ଧନ' । ଦେଖିବାକୁ ବାକି ରହିଲା କିଏ କାହା ଉପରେ ପଡୁଛି ଭାରି । ୧୮୦ କୋଟି ବଜେଟରେ ପ୍ରସ୍ତୁତ ଅମିର ଖାନ୍‌ଙ୍କ ଫିଲ୍ମ ଲାଲ ସିଂ ଚଢା ଏବେଠୁ ୧୧ କୋଟି କଲେକ୍ସନ କରିଥିବା ବେଳେ…

ଇନଷ୍ଟା କୁଇନ ଅଞ୍ଜଳି ଆରୋରାଙ୍କ MMS ଭିଡିଓ ଭାଇରାଲ, ସାମ୍ବାଦିକଙ୍କ ପ୍ରଶ୍ନର ସ୍ପଷ୍ଟିକରଣ ରଖିଲେ ଅଭିନେତ୍ରୀ

ନୂଆଦିଲ୍ଲୀ:ପୁଣି ଏକ ଆଲବମ୍ ହିରୋଇନଙ୍କ ଏମଏମଏସ ଭିଡିଓ ଭାଇରାଲ। ସୋସିଆଲ ମିଡିଆରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ସେହି ଆଲବମ୍ ହିରୋଇନି ହେଉଛନ୍ତି କାଚା ବାଦାମ ଗୀତରେ ନାଚିଥିବା ଅଭିନେତ୍ରୀ ଅଞ୍ଜଳି ଆରୋରା। କାଚା ବାଦାମରେ ତାଙ୍କ ଡ୍ୟାନ୍ସ ଭିଡିଓ ଭାଇରାଲ ହେବା ପରେ ଖ୍ୟାତି ଅର୍ଜନ…

ଆଜି ରକ୍ଷା ବନ୍ଧନରେ ଭଉଣୀକୁ ଦିଅନ୍ତୁ ସ୍ବାସ୍ଥ୍ୟକର ଉପହାର, ପକେଟକୁ ବି ସୁହାଇବ

କେନ୍ୟୁଜ୍(ବ୍ୟୁରୋ): ଆଜି ରକ୍ଷା ବନ୍ଧନ । ଭଉଣୀଟିଏ ରାକ୍ଷୀ ବାନ୍ଧିବା ପରେ ଭାଇ ଠାରୁ କିଛି ଗିଫ୍ଟ ବା ଉପହାର ପାଇଁ ଆଶ ରଖିଥାଏ। ଆପଣ ଯଦି ରାକ୍ଷୀ  ବାନ୍ଧିବା ପରେ  ଭଉଣୀକୁ କଣ ଉପହାର ଦେବାପାଇଁ ଚାହୁଥାନ୍ତି ତେବେ ନଜର ପକାନ୍ତୁ ଆପଣଙ୍କୁ ସୁହାଇଲା  ଭଳି ଉପହାର ବଜାରରେ କଣ ମିଳୁଛି। ଆପଣ…

ଆଜି ରକ୍ଷା ବନ୍ଧନ, ଭାଇ ହାତରେ ଭଉଣୀଟିଏ ବାନ୍ଧି ଦିଏ ସ୍ନେହ ଓ ଶ୍ରଦ୍ଧାର ଡୋରୀ

କେନ୍ୟୁଜ୍(ବ୍ୟୁରୋ): ଭାଇ-ଭଉଣୀଙ୍କର ସ୍ନେହର ବନ୍ଧନ ରାକ୍ଷୀ। ସବୁ ଭଉଣୀ ଅପେକ୍ଷା କରି ରହିଥାନ୍ତି ଏହି ଦିନ ଭାଇ ହାତରେ ସୁରକ୍ଷା, ସ୍ନେହ, ପ୍ରେମ ଆଉ ବନ୍ଧନର ସେହି ଡୋରୀ ବାନ୍ଧିବା ପାଇଁ । ଶ୍ରାବଣ ପୂର୍ଣ୍ଣିମାରେ ଏହି ରକ୍ଷା ବନ୍ଧନ ଉତ୍ସବ ପଡିଥାଏ । ତେବେ ଆଜି ରକ୍ଷା ବନ୍ଧନ ପଡୁଥିବା…

କେନ୍ଦୁଝର: ଦୁଇ ବାଇକ ମୁହାଁମୁହିଁ ଧକ୍କା, ୨ମୃତ ୩ ଗୁରୁତର

ଘଟଗାଁ(କେନ୍ୟୁଜ୍): କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଆଲୁଘାଟି ନିକଟରେ ଆଜି ଅପରାହ୍ନରେ ୨ ବାଇକ ମୁହାଁମୁହିଁ ଧକ୍କା ହେବାରୁ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଦୁଇଟି ବାଇକରେ ୫ ଜଣ ଯୁବକ ଯାଉଥିବା ବେଳେ…

ଚଳିତ ଶିକ୍ଷା ବର୍ଷ ଠାରୁ ଶିକ୍ଷକ ଓ ଅଭିଭାବକ ବୈଠକ ଆରମ୍ଭ ହେବ: ଗଣଶିକ୍ଷା ମନ୍ତ୍ରୀ

ଯାଜପୁର(କେନ୍ୟୁଜ୍): ଶିକ୍ଷାନୁଷ୍ଠାନର ଉନ୍ନତି ପାଇଁ ଶିକ୍ଷକ ଓ ଅଭିଭାବକଙ୍କ ମିଳିତ ଉଦ୍ୟମ ଜରୁରୀ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଗଣଶିକ୍ଷା ବିଭାଗ ପକ୍ଷରୁ ୨୦୧୯ ମସିହା ଠାରୁ ଶିକ୍ଷକ ଓ ଅଭିଭାବକ ବୈଠକ ଆରମ୍ଭ କରାଯାଇଥିଲା। ତେବେ କୋଭିଡ କଟକଣା ଯୋଗୁ ଏହା ବନ୍ଦ ରହିଥିଲା। ଚଳିତ…

ଉପରାଷ୍ଟ୍ରପତିଙ୍କୁ ଭେଟି ବିଦାୟକାଳୀନ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉଲ୍ଲେଖନୀୟ ସେବା…

କେନ୍ୟୁଜ୍(ବ୍ୟୁରୋ): କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ମାନନୀୟ ଉପରାଷ୍ଟ୍ରପତି ଶ୍ରୀ ଭେଙ୍କେୟା ନାଇଡ଼ୁଙ୍କୁ ନୂଆଦିଲ୍ଲୀ ଠାରେ ବ୍ୟକ୍ତିଗତ ଭାବେ ଭେଟି ବିଦାୟକାଳୀନ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଉଲ୍ଲେଖନୀୟ ସେବା ପାଇଁ କୃତଜ୍ଞତା…

ମନରେଗା ମାଷ୍ଟର ରୋଲ ପ୍ରସ୍ତୁତ କରିବାକୁ ୯ ହଜାର ଟଙ୍କା ଲାଞ୍ଚ ନେଇ ଜିଆର୍‌ଏସ୍‌ ଗିରଫ

କେନ୍ୟୁଜ୍(ବ୍ୟୁରୋ): ଭିଜିଲାନ୍ସ ଜାଲରେ ଜିଆର୍‌ଏସ୍‌ । ମୟୁରଭଂଜ ଜିଲ୍ଲା ଶୁଳିଆପଦା ବ୍ଳକ ଅଁଲାକୁଡା ପଞ୍ଚାୟତର ଜିଆର୍‌ଏସ୍‌ ଗୌରମୋହନ ସୋରେନ ୯ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ୨୦୨୦-୨୧ବର୍ଷର ଏକ ଠିକା କାମର ମନରେଗା ମାଷ୍ଟର ରୋଲ ପ୍ରସ୍ତୁତ କରିବାକୁ…

ରାଜ୍ୟଗୋଷ୍ଠୀ ଅସି ଚାଳନା ଚାମ୍ପିଅନ୍‌ସିପ-୨୦୨୨ରେ କିଟ୍‌ ଛାତ୍ରୀ ଭବାନୀ ଦେବୀଙ୍କୁ ସ୍ୱର୍ଣ୍ଣ,ଲଗାତର ଦ୍ୱିତୀୟ ଥର…

କେନ୍ୟୁଜ୍(ବ୍ୟୁରୋ):  ଲଣ୍ଡନରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ ଅସି ଚାଳନା ଚାମ୍ପିଆନ୍‌ସିପ୍‌-୨୦୨୨ରେ ଭାରତର ଭବାନୀ ଦେବୀଙ୍କୁ ସ୍ୱର୍ଣ୍ଣ ପଦକ। ଅଷ୍ଟ୍ରେଲିଆର ଭେରୋନିକା ଭସିଲେଭାଙ୍କୁ ୧୫-୧୦ରେ ହରାଇ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ର‍୍ୟାଙ୍କିଂରେ ଭବାନୀ ଦେବୀଙ୍କ ସ୍ଥାନ ୪୨। କିନ୍ତୁ…

ଓଡିଶାରେ ୧୦ଟି ବଡ଼ ଶିଳ୍ପ ପ୍ରତିଷ୍ଠା ପାଇଁ ନିବେଶ ହେବ, ୭୪ ହଜାର ୬୨୦ କୋଟି ଟଙ୍କାର ନିବେଶ ପାଇଁ HLCAର ଅନୁମତି

କେନ୍ୟୁଜ୍(ବ୍ୟୁରୋ): ଓଡ଼ିଶାରେ ୭୪ ହଜାର ୬୨୦ କୋଟି ଟଙ୍କାର ନିବେଶ ପାଇଁ HLCAର ଅନୁମତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷାରେ ବସିଥିବା ହାଇଲେଭଲ କ୍ଲିଅରାନ୍‌ସ ଅଥରିଟି ବୈଠକରେ ଏହି ମଂଜୁରୀ ପ୍ରଦାନ କରାଯାଇଛି। ୧୦ଟି ବଡ଼ ଶିଳ୍ପ ପ୍ରତିଷ୍ଠା ପାଇଁ ନିବେଶ ହେବ ୭୪ ହଜାର ୬୨୦…

ମୁଖ୍ୟମନ୍ତ୍ରୀଙ୍କ ହାତରେ ଲୋକାର୍ପିତ ହେବ ମୟୁରଭଞ୍ଜର ଦୁଇ ବୃହତ୍‌ ଜଳସେଚନ ପ୍ରକଳ୍ପ

ବାରିପଦା (କେନ୍ୟୁଜ୍‌) : ଦିନକ ପରେ ମୟୁରଭଞ୍ଜ ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକାର୍ପିତ କରିବେ ଜିଲ୍ଲାର ୨ଟି ବୃହତ ଜଳସେଚନ ପ୍ରକଳ୍ପ । ରାସଗୋବିନ୍ଦପୁର ଠାରେ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ଏବଂ କରଞ୍ଜିଆ ଠାରେ ଦେଓ ଜଳସେଚନ ପ୍ରକଳ୍ପକୁ ଲୋକାର୍ପିତ କରିବେ ।…