ୟୁକ୍ରେନ୍ ଅଧିକୃତ ୪ ଅଞ୍ଚଳ ମିଶ୍ରଣକୁ ରୁଷ୍ ସଂସଦ ନିମ୍ନ ସଦନର ଅନୁମୋଦନ

ନୂଆଦିଲ୍ଳୀ : ୟୁକ୍ରେନ୍ ଅଧିକୃତ ୪ ଅଞ୍ଚଳ ମିଶ୍ରଣକୁ ରୁଷ୍ ସଂସଦର ନିମ୍ନ ସଦନର ଅନୁମୋଦନ । ଏ ନେଇ ସେପ୍ଟେମ୍ବର ୩୦ ତାରିଖରେ ଚକ୍ତି ସ୍ୱାକ୍ଷର କରିଥିଲେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ୟୁକ୍ରେନ୍ର ୧୫ ପ୍ରତିଶତ ଭୂମିକୁ ଛଡ଼ାଇ ନେଇଥିଲା ମସ୍କୋ । ଖେରସନ୍, ଜାପୋରଝିଆ, ଲୁହାନ୍ସ୍କ ଓ…

ଠକେଇ ମାମଲା : ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀଙ୍କ ୧.୦୫ କୋଟି ଟଙ୍କାର ସମ୍ପତ୍ତି ଆଟାଚ କଲା ଇଡି

ଭୁବନେଶ୍ବର : ଏକ ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଜି ଭୁବନେଶ୍ୱରର ଜଣେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀଙ୍କ ୧ .୦୫ କୋଟି ଟଙ୍କାର ସମ୍ପତ୍ତିକୁ ଜବତ କରିଛି । ବ୍ୟାଙ୍କ କର୍ମଚାରୀ ଜଣଙ୍କ ହେଲେ ବେଦବ୍ୟାସ ବାରିକ ଓ ତାଙ୍କ ପତ୍ନୀ ଶର୍ମିଳା ପଣ୍ଡା ଜବତ ସମ୍ପତ୍ତି…

ପୁରୀରେ ଆସନ୍ତାକାଲି ଉଦଘାଟିତ ହେବ ମହର୍ଷି ସନ୍ଦିପନୀ ରାଷ୍ଟ୍ରୀୟ ବେଦ ବିଦ୍ୟା ପ୍ରତିଷ୍ଠାନ, ମିଳିବ ସମ୍ପୂର୍ଣ୍ଣ…

ପୁରୀ : ନୂତନ ରାଷ୍ଟ୍ରୀୟ ଶିକ୍ଷାନୀତି ଅନୁଯାୟୀ ପୁରୀରେ ଆସନ୍ତାକାଲି ଉଦଘାଟିତ ହେବ ମହର୍ଷି ସନ୍ଦିପନୀ ରାଷ୍ଟ୍ରୀୟ ବେଦ ବିଦ୍ୟା ପ୍ରତିଷ୍ଠାନ । ଭାରତର ପ୍ରମୁଖ ୫ଟି ସ୍ଥାନରେ ଏହି ବିଦ୍ୟାଳୟ ପ୍ରତିଷ୍ଠା ହେବାକୁ ଯାଉଥିବା ବେଳେ, ପୁରୀରେ ଆସନ୍ତାକାଲି ଏହାକୁ ଉଦଘାଟନ କରିବେ କେନ୍ଦ୍ର…

କ୍ରୁଟ୍ ମହାପ୍ରବନ୍ଧକ ଦୀପ୍ତି ମହାପାତ୍ର ଜାତିସଂଘର ହାବିଟାଟ୍ ସ୍କ୍ରଲ୍ ଅଫ୍ ଅନର୍ ଆୱାର୍ଡ଼- ୨୦୨୨ରେ ସମ୍ମାନୀତ

ଭୁବନେଶ୍ବର : କ୍ରୁଟ୍ ମହା ପ୍ରବନ୍ଧକ ଦୀପ୍ତି ମହାପାତ୍ରଙ୍କୁ ଜାତିସଂଘର ହାବିଟାଟ୍ ସ୍କ୍ରଲ୍ ଅଫ୍ ଅନର୍ ଆୱାର୍ଡ଼- ୨୦୨୨ରେ ସମ୍ମାନିତ କରାଯାଇଛି । ସହରାଞ୍ଚଳ ଜନ ପରିବହନ କ୍ଷେତ୍ରରେ ସାଧାରଣ ଲୋକଙ୍କ ଯାତାୟତ ପାଇଁ କ୍ରୁଟ୍ ପକ୍ଷରୁ ମୋ ବସ୍ ସେବା ଚାଲୁ ରହିଛି। ନିକଟରେ କ୍ରୁଟ୍ର ସଫଳ…

ବର୍ବରତାର ସୀମା ଟପିଲା ଦାଦନ ନିର୍ଯାତନା, ହାତ ପାପୁଲି ଓ ପାଦ କାଟିଦେଲା ଠିକାଦାର

ଗଜପତି(କେନ୍ୟୁଜ୍) : ବର୍ବରତାର ସୀମା ଟପିଲା ଦାଦନ ନିର୍ଯାତନା। ଠିକାଦାର ସହ ବଚସା ପରେ ହାତ ପାପୁଲି ଓ ଗୋଡ଼ ହରାଇଲେ ଦାଦନ ଶ୍ରମିକ। ମଦ ନିଶାରେ ଅଚେତ ହେବା ପରେ ବଦଳିଗଲା ଜୀବନ। ଗଜପତି ଜିଲ୍ଲା ଅଡ଼ବା ଗାଁର ଜଣେ ଦାଦନ ଶ୍ରମିକଙ୍କ ସହ ଏଭଳି ଲୋମଟାଙ୍କୁରା ଘଟଣା ଘଟିଛି। ହରଭାଙ୍ଗି…

ଲୁଟର ନୂଆ ତରିକା : ବାହାରେ ଚୁଡି ଦୋକାନ ଭିତରେ ଲୁଟ ଅପରେସନ

ଭୁବନେଶ୍ବର(କେନ୍ୟୁଜ୍): ଲୁଟେରାମାନେ ଲୁଟର ନୂଆ ତରିକା ବାହାର କରିଛନ୍ତି । ଏକୁଟିଆ ମହିଳା,ଛୁଆ କାଖେଇଥିବା ମହିଳା ଓ ଯୁବତିଙ୍କୁ ଟାର୍ଗେଟ କରୁଛନ୍ତି। ହାତରେ ବ୍ଲେଡ ଧରି ଗହଳି ଭିତରେ ପଶନ୍ତି ବ୍ଲେଡ ମାରି ମୋବାଇଲ କ୍ୟାସ ସହ ଦାମି ଜିନିଷ ଲୁଟ କରୁଛନ୍ତି। ଏଇଭଳି ଲୁଟପାଟ କରୁଥିବା ବେଳେ ୬…

ନକଲି ଅବକାରୀ ଅଫିସରଙ୍କୁ କାବୁ କଲେ ଗାଁ ଲୋକେ, ନିସ୍ତୁକ ଛେଚିଲେ

ସୁନ୍ଦରଗଡ (କେନ୍ୟୁଜ୍) :  ସୁନ୍ଦରଗଡ ସଦର ଥାନା କୁଶପଡ଼ାରୁ ଆସିଛି ଏକ ଅଭାବନୀୟ ଘଟଣା । କିଛି ନକଲି ଅବକାରୀ ଅଫିସରଙ୍କୁ କାବୁ କରିଛନ୍ତି ଗାଁ ଲୋକେ । ଧରି ନିସ୍ତୁକ ଛେଚିବା ପରେ ପୋଲିସକୁ ହସ୍ତାନ୍ତର କରିଛନ୍ତି । ସୁନ୍ଦରଗଡ଼ ସଦର ଥାନା କୁଶପଡ଼ାରୁ ଆସିଲା ଏଭଳି ଦୃଶ୍ୟ । ଗାଁକୁ ଦେଶୀ…

ଯେବେ ଫିଲ୍ମ ସେଟରେ ଜୋରଦାର ଚାପୁଡା ଖାଇଥିଲେ ତନୁଜା, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ପ୍ରଖ୍ୟାତ ଅଭିନେତ୍ରୀ କାଜୋଲଙ୍କ ମା’ ଅଭିନେତ୍ରୀ ତନୁଜାଙ୍କୁ କିଏ ବା ନଜାଣେ । ୭୦ ଦଶକରେ ତନୁଜା ମଧ୍ୟ ଜଣେ ଭଲ ଅଭିନେତ୍ରୀ ଭାବେ ବଲିଉଡରେ ବେଶ ପରିଚିତ ଥିଲେ । ଫିଲ୍ମ ଇଣ୍ଡଷ୍ଟ୍ରିରେ ବଦରାଗୀ ଫିଲ୍ମ ନିର୍ଦ୍ଦେଶକ ଭାବେ ବେଶ ପରିଚିତ ଥିଲେ କେଦାର ଶର୍ମା । ଥରେ ଫିଲ୍ମ ସେଟରେ ତନୁଜାଙ୍କୁ…

ମନରେ ଆସୁଛି କି ସୁଇସାଇଡ କରିବାର ବିଚାର, ଜାଣନ୍ତୁ କିପରି ହ୍ୟାଣ୍ଡେଲ କରିବେ ଏହି ସ୍ଥିତିକୁ

ଆଜିକାଲି ଆତ୍ମହତ୍ୟା ଘଟଣା ବୃଦ୍ଧି ପାଇବାରେ ଲାଗିଛି । ଆତ୍ମହତ୍ୟାର ଅନେକ କାରଣ ଥିଲେ ମଧ୍ୟ ନିମ୍ନରେ ଦିଆଯାଇଥିବା କିଛି ମୁଖ୍ୟ କାରଣ ଏଥିପାଇଁ ଦାୟୀ ବୋଲି ମନସ୍ତତ୍ୱବିତ କୁହନ୍ତି । ଟେନସନ ଯୋଗୁ ବ୍ୟକ୍ତି କେବେ କେବେ ଡିପ୍ରେସନକୁ ଆସି ଯାଆନ୍ତି । କେବେ ଏପରି ସ୍ଥିତିରେ ବ୍ୟକ୍ତିକୁ…

ଏହି ୩ ବ୍ୟକ୍ତିଙ୍କ ସହ ସମ୍ପର୍କ ରଖିଲେ ଜୀବନ ହୋଇଥାଏ ନର୍କ, ଏମାନଙ୍କ ଠାରୁ ଦୂରରେ ରହିବା ଭଲ

ଚାଣକ୍ୟ ତାଙ୍କ ନୀତିରେ ଏମିତି କିଛି ଲୋକଙ୍କ ବିଷୟରେ କହିଛନ୍ତି, ଯେଉଁମାନେ ବଞ୍ଚିଥାଉ ଥାଉ ମନୁଷ୍ୟର ଜୀବନକୁ ନର୍କ କରିଦେଇଥାନ୍ତି । ଏହି ଲୋକମାନଙ୍କ ସହ ଆମର ଗଭୀର ସମ୍ପର୍କ ରହିଥାଏ ଓ ଏହି ଲୋକଙ୍କ ସହ ଆମର ସର୍ବଦା ଦେଖା ହୋଇଥାଏ । ଆସନ୍ତୁ ଜାଣିବା କେଉଁମାନେ ସେହି ବ୍ୟକ୍ତି ଯାହାଙ୍କୁ…

ଭାଗ୍ୟ ବୃଦ୍ଧି ପାଇଁ ବିରି ଡାଲିର ଏହି ଟିପ୍ସ ହୋଇଥାଏ ବହୁତ ଲାଭକାରୀ

ଗ୍ରହ ନକ୍ଷତ୍ରର ଦଶା ପ୍ରତ୍ୟେକ ବ୍ୟକ୍ତିଙ୍କୁ ପ୍ରଭାବିତ କରିଥାଏ । ଜ୍ୟୋତିଷ ଶାସ୍ତ୍ରରେ କେତେକ ଉପାୟ ଦିଆଯାଇଛି,ଯେଉଁଥିରେ ଗ୍ରହକୁ ଶାନ୍ତ ଓ ମଜବୁତ କରାଯାଇପାରେ । ଆପଣ ଜାଣିଥିବେ ବିରି ଡାଲି କେବଳ ଖାଦ୍ୟ ପାଇଁ ବ୍ୟବହାର କରାଯାଏ । ହେଲେ ବିରି ଡାଲି ଉପାୟ ଦ୍ୱାରା ଯେ ଆପଣ ନିଜର ଭାଗ୍ୟ…

ଲକ୍ଷଣ ନଥାଇ ମଧ୍ୟ ଶରୀରରେ ଦେଖାଯାଉଥିଲେ ଏହି ସଂକେତ ରୁହନ୍ତୁ ସତର୍କ, ହୋଇପାରେ ଡେଙ୍ଗୁ

ଏବେ ଅଧିକାଂଶ ସ୍ଥାନରେ ଡେଙ୍ଗୁ ଜରରେ ଆକ୍ରାନ୍ତ ହେଉଥିବା ଦେଖାଯାଉଛି । ତେବେ ଭାଇରାଲ ଜର ମଧ୍ୟ ପ୍ରାୟ ଡେଙ୍ଗୁ ଜର ଭଳି । ହେଲେ ଏହାର କିଛି ଲକ୍ଷଣ ଟିକେ ଭିନ୍ନ । ଅଧିକାଂଶ ଜର ଡେଙ୍ଗୁ ଲକ୍ଷଣ ନଥାଇ ମଧ୍ୟ ଡେଙ୍ଗୁ ହୋଇପାରେ । ବର୍ଷା ଦିନେ ଡେଙ୍ଗୁ ଓ ଭାଇରାଲ ଜର ମଧ୍ୟରେ ପ୍ରଭେଦ ଜାଣିବା…