ବିବାହର ପ୍ରଲୋଭନ ଦେଖାଇ ଗର୍ଭବତୀ କରିବା ପରେ ପ୍ରେମିକାକୁ ଛାଡି ପଳାଇଲା ପ୍ରେମିକ

ବ୍ରହ୍ମପୁର(କେ ନ୍ୟୁଜ): ମହିଳା ର୍ନିଯାତନାର ଆଉ ଏକ କାହାଣୀ | ଏବେ ଦାଣ୍ଡରେ ପଡି ହାଟ ରେ ଗଡ଼ିଲାଣି | ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଦେଶିବେହେରା ସାହିରେ ଘଟିଛି ଏପରି ଏକ ଘଟଣା | ବିବାହର ପ୍ରଲୋଭନ ଦେଖାଇ ଗର୍ଭବତୀ କରିବା ପରେ ପ୍ରେମିକାକୁ ଛାଡି ପ୍ରେମିକ ଏବେ ଅନ୍ଯତ୍ର ବିବାହ…

ଦେଶର ପଞ୍ଚଦଶ ରାଷ୍ଟ୍ରପତି ହେଲେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର (କେନ୍ୟୁଜ୍‌) : ରାଇସିନା ହିଲ୍ ରେସରେ ବାଜି ମାରି ରାଇରଙ୍ଗପୁର ଝିଅ । ଗତ ୧୮ ତାରିଖ ଦିନ ସଂସଦର ୬୩ ନମ୍ବର ପ୍ରକୋଷ୍ଠରେ ଭୋଟ୍‌ ହେବା ପରେ ଆଜି ଭୋଟ୍‌ ଗଣତି ହୋଇଥିଲା। ବର୍ତ୍ତମାନ ଫଳାଫଳ ଆସି ଯାଇଛି। ଦ୍ରୌପଦୀ ମୁର୍ମୁ ଯଶୋବନ୍ତ ସିହ୍ନାଙ୍କ ଠାରୁ ବିଜୟ ଲାଭ କରିଛନ୍ତି।…

ଅଭାଗା ପୁଅ ମେଘନାଦ, ବାପା କି ମା’ କାହାରିକୁ ବି ମୁଖାଗ୍ନି ଦେଇ ପାରିଲାନି

ବୌଦ୍ଧ (କେନ୍ୟୁଜ୍‌) : ପୁଅର ଏମିତି ଭାଗ୍ୟ। ମା’ର ମଲା ମୁହଁ ଦେଖିଲା ସିନା ହେଲେ ମା’କୁ ମୁଖାଗ୍ନି ଦେଇ ପାରିଲା ନାହିଁ । ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ବିଲସପୁର ଗ୍ରାମ ପଂଚାୟତ ପଦର ପଡା ଗାଁର ମେଘନାଦ ସାହୁ । ଗତ ସେବା ସମବାୟ ନିର୍ବାଚନରେ ଦୁଇ ଗୋଷ୍ଠୀ ଭିତରେ ଗଣ୍ଡଗୋଳ ହେଲା । ଏହି…

୫୩ ବର୍ଷ ବୟସରେ ମହିଳା କଲେ ୬ ପ୍ୟାକ୍ସ, ଡାଏଟ ସହିତ ଦିନକୁ ଏତିକି ଘଣ୍ଟା କରନ୍ତି ଏକ୍ସସରସାଇଜ

ବଡ ବଡ ପୁରୁଷ ବଡ଼ି ବିଲଡର୍ସଙ୍କ ନାଁ ଶୁଣିଥିବେ । ସେ ଅରଣାର୍ଲଡ ସ୍ଵଜନେଗର ହୁଅନ୍ତୁ ଅବା ରନି କୋଲମ୍ୟାନ ହୁଅନ୍ତୁ ଅବା ଫିଲ ହିଥଙ୍କ ପରି ପୁରୁଷ ବଡ଼ି ବିଲଡର୍ସଙ୍କ ନାଁ ଆପଣ ମାନେ ନିଶ୍ଚିତ ଶୁଣିଥିବେ, ଜାଣିଥିବେ । ସେମାନଙ୍କୁ ଦେଖି ଅନେକ ଯୁବପିଢ଼ି ପ୍ରଭାବିତ ହେବା ସହିତ ନିଜକୁ ବି…

ପଣ୍ଡିତ ଜବାହରଲାଲ ନେହରୁଙ୍କର ୫୮ ତମ ପୁଣ୍ୟ ଶ୍ରାଦ୍ଧତିଥି, ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ବରିଷ୍ଠ…

ଆଜି ହେଉଛି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ପଣ୍ଡିତ ଜବାହର ଲାଲ ନେହରୁଙ୍କର ୫୮ ତମ ପୁଣ୍ୟ ତିଥି । ଏହି ଉପଲକ୍ଷେ କଂଗ୍ରେସ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ ଠାରେ ଥିବା ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଏଥିରେ କଂଗ୍ରେସର ଶିବା ନନ୍ଦ ରାୟ, ଜୟଦେବ ଜେନା, ପଦ୍ମକର…

ଉଦଯାପିତ ହେଲା ଦଶପଲ୍ଲାର ପ୍ରସିଦ୍ଧ ଲଙ୍କାପୋଡି ଯାତ୍ରା ଓ କୁଆଁରିଆ ମହୋତ୍ସବ, ଯୋଗ ଦେଲେ କନ୍ଧମାଳ ସାଂସଦ ଡ.ଅଚ୍ୟୁତ…

ନୟାଗଡ଼(କେନ୍ୟୁଜ୍): ଉଦଯାପିତ ହେଲା ନୟାଗଡ଼ ଦଶପଲ୍ଲାର ପ୍ରସିଦ୍ଧ ଲଙ୍କାପୋଡି ଯାତ୍ରା ଏବଂ କୁଆଁରିଆ ମହୋତ୍ସବ । ଲଙ୍କାପୋଡି ଯାତ୍ରା ପରେ ତିନିଦିନ ଧରି କୁଆଁରିଆ ମହୋତ୍ସବ ଅନୁଷ୍ଠିତ ହୋଇଥିଲା । ଉଦଯାପନି  ସନ୍ଧ୍ୟାରେ ମୁଖ୍ଯ ଅତିଥି ରୂପେ କନ୍ଧମାଳ ସାଂସଦ ଉପସ୍ଥିତ ଥିଲେ । ମୁଖ୍ଯ ବ୍ଯକ୍ତା…

ଧୂର୍ତ୍ତ ରମେଶ ସ୍ୱାଇଁର ଡ୍ରାଇଭର ଗିରଫ: ଜେରା ବେଳେ ପିଙ୍କ୍‌ ଟିମକୁ ଦେଇଛି କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ

କେନ୍ୟୁଜ୍(ବ୍ୟୁରୋ):ନକଲି ଡାକ୍ତର ରମେଶ ସ୍ୱାଇଁର ଡ୍ରାଇଭର ଗିରଫ। ଡ୍ରାଇଭର ଚିତ୍ତରଂଜନ ପଟ୍ଟନାୟକକୁ ଘରୁ ଉଠାଇ ଆଣି ପଚରାଉଚରା କରିବା ପରେ କମିଶନରେଟ ପୋଲିସ ଗିରଫ କରିଛି । ଗୁଡ଼େଇତୁଡ଼େଇ ଜେରା ବେଳେ ଧୂର୍ତ୍ତ ରମେଶ ସ୍ୱାଇଁ ବାବଦରେ ସେ ପିଙ୍କ୍‌ ଟିମକୁ କିଛି ତଥ୍ୟ ଦେଇଛି । ରମେଶ କିପରି…

ବାଗ୍ଚୀ ଶ୍ରୀ ଶଙ୍କର କ୍ୟାନ୍ସର ହସ୍ପିଟାଲ୍ ଓ ଗବେଷଣା କେନ୍ଦ୍ର ନିର୍ମାଣର ଚାଲିଛି ଅଗ୍ରଗତି: କ୍ଷେତ୍ର ପରିଦର୍ଶନ ଓ…

କେନ୍ୟୁଜ୍(ବ୍ୟୁରୋ):  ଓଡ଼ିଶାରେ କ୍ୟାନ୍ସର ଚିକିତ୍ସା କ୍ଷେତ୍ରରେ ଅନ୍ୟଏକ ମାଇଲ୍ଖୁଣ୍ଟ ଭାବେ ଗଢ଼ିଉଠୁଥିବା ବାଗ୍ଚୀ-ଶଙ୍କର କ୍ୟାନ୍ସର୍ ହସ୍ପିଟାଲ୍ ଓ ଗବେଷଣା କେନ୍ଦ୍ରର ନିର୍ମାଣ କାର୍ଯ୍ୟରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି । ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଓ ଓଡ଼ିଶା…

ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ, ଛାତ୍ରଛାତ୍ରୀ ଓ ଶ୍ରମିକଙ୍କୁ ସୁରକ୍ଷିତ ଫେରାଇ ଆଣିବା…

କେନ୍ୟୁଜ୍(ବ୍ୟୁରୋ): ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ । କେନ୍ଦ୍ରମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୟୁକ୍ରେନରେ ଫସିଥିବା ଓଡ଼ିଆ ଛାତ୍ରଛାତ୍ରୀ ଓ ଶ୍ରମିକଙ୍କୁ ସୁରକ୍ଷିତ ଫେରାଇ ଆଣିବା ନେଇ ଆଲୋଚନା କରିଛନ୍ତି…

ୟୁକ୍ରେନର ରାଜଧାନୀ କିଭ ଆଡକୁ ଅଗ୍ରସର ହେଉଛି ଋଷ ସେନା, ସାମରିକ ବ୍ୟବସ୍ଥାକୁ ଏୟାରଷ୍ଟ୍ରାଇକ କରି ଉଡାଇଦେଲା

କେନ୍ୟୁଜ୍(ବ୍ୟୁରୋ):  ଜଳୁଛି ୟୁକ୍ରେନ । ଋଷିଆ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଲଢେଇ। ଗୁରୁବାର ଠାରୁ ଆରମ୍ଭ ହୋଇଥିବା ଏହି ଯୁଦ୍ଧ ସମଗ୍ର ବିଶ୍ୱକୁ ଦୋହଲାଇ ଦେଇଛି। ଆକ୍ରମଣର ଆଜି ଦ୍ୱିତୀୟ ଦିନରେ ରାଜଧାନୀ କିଭ ଆଡକୁ ଅଗ୍ରସର ହେଉଛି ଋଷ ସେନା । କିଭରେ ଶୁଣିବାକୁ ମିଳିଛି ଭୟଙ୍କର ବିସ୍ଫୋରଣର…

ବାଲେଶ୍ବର ସୀମାନ୍ତର ଏକ ହୋଟେଲରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ୫୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ

ଜଳେଶ୍ବର(କେନ୍ୟୁଜ୍): ଓଡିଶା ସୀମାନ୍ତରେ ଅବସ୍ଥିତ ପଶ୍ଚିମବଙ୍ଗର ଦୀଘାର ଏକ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି।  ହୋଟେଲର ଦ୍ୱିତୀୟ ମହଲାରେ ନିଆଁ ଲାଗିବା ସହ ପ୍ରବଳ ମାତ୍ରାରେ କଳା ଧୂଆଁ ବାହାରିବାରେ ଲାଗିଛି। ସେହି ହୋଟେଲରେ ଭୁବନେଶ୍ୱର ଓ ଭୋଗରାଇର ଦୁଇ ପର୍ଯ୍ୟଟକ ଥିଲେ। ଭୁବନେଶ୍ୱରର…