ତାଲିବାନର ଟପ୍‌ କମାଣ୍ଡର ଶେଖ୍‌ ରହିମୁଲ୍ଲାହ ହକ୍କାନୀଙ୍କ ଆତ୍ମଘାତୀ ବିସ୍ଫୋରଣରେ ମୃତ୍ୟୁ; ନକଲି ଗୋଡ଼ରେ ବିସ୍ଫୋରକ…

ଆତ୍ମଘାତୀ ଆତଙ୍କୀ ଆକ୍ରମଣକୁ ପ୍ରୋତ୍ସାହନ ଦେଉଥିବା ତାଲିବାନର ଶେଖ୍‌ ରହିମୁଲ୍ଲାହ ହକ୍କାନୀ ନିଜେ ଆତ୍ମଘାତୀ ବିସ୍ଫୋରଣରେ ପ୍ରାଣ ହରାଇଛନ୍ତି। ଆଫ୍‌ଗାନିସ୍ତାନ ରାଜଧାନୀ କାବୁଲର ଏକ ମଦରାସାରେ ଏହି ବିସ୍ଫୋରଣ ଘଟିଛି। ଆକ୍ରମଣକାରୀ ନିଜର ଏକ ନକଲି ଗୋଡ଼ରେ ବିସ୍ଫୋରକ ଲୁଚାଇ ରଖିଥିଲା।…

ରିଷଭ୍‌ ପନ୍ତଙ୍କୁ ଉର୍ବଶୀ ରୌତେଲାଙ୍କ କଡ଼ା ଜବାବ! କହିଲେ, ‘ଛୋଟ ଭାଇ କେବଳ ବ୍ୟାଟ୍‌ ବଲ୍‌ ଖେଳିବା ଉଚିତ୍‌’

ଭାରତୀୟ କ୍ରିକେଟର ରିଷଭ୍‌ ପନ୍ତ ଓ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କ ମଧ୍ୟରେ ବିବାଦ ବଢ଼ି ଚାଲିଛି। ପନ୍ତ ନିଜ ଇନ୍‌ଷ୍ଟାଗ୍ରାମ ଷ୍ଟୋରୀରେ ଉର୍ବଶୀଙ୍କ ନାଁ ନ ନେଇ ତାଙ୍କ ପିଛା ଛାଡ଼ିବାକୁ ଅପିଲ କରିଥିଲେ। ଏବେ ଉର୍ବଶୀ ମଧ୍ୟ ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ୍‍ ସେୟାର କରିଛନ୍ତି। ଏଥିରେ ସେ…

ପଶ୍ଚିମବଙ୍ଗ: ବିଷାକ୍ତ ଖଟାପାଣି ମିଶା ଗୁପ୍‌ଚୁପ୍‌ ଖାଇ ୧୦୦ରୁ ଅଧିକ ଲୋକ ଗୁରୁତର, ଅଞ୍ଚଳରେ ଭୟର ବାତାବରଣ

ପଶ୍ଚିମବଙ୍ଗର ହୁଗୁଳି ଅଞ୍ଚଳରେ ବିଷାକ୍ତ ଗୁପ୍‌ଚୁପ୍‌ ଖାଇ ୧୦୦ରୁ ଅଧିକ ଲୋକ ଅସୁସ୍ଥ ହୋଇ ପଡ଼ିଛନ୍ତି। ସମସ୍ତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏତେ ସଂଖ୍ୟକ ଲୋକ ଅସୁସ୍ଥ ହେବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବତାବରଣ ସୃଷ୍ଟି ହୋଇଛି। ସେପଟେ ସ୍ୱାସ୍ଥ୍ୟ ବିଭାଗ ଟିମ୍‌…

ରାଜୁ ଶ୍ରୀବାସ୍ତବଙ୍କ ସାନ ଭାଇ କାଜୁ ଶ୍ରୀବାସ୍ତବ ବି ଏମ୍ସରେ ଭର୍ତ୍ତି, ପରିବାରରେ ଦୁଃଖର ବାତାବରଣ

କମେଡିଆନ୍‌ ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ରହିଛି। ଦିଲ୍ଲୀ ଏମ୍ସରେ ତାଙ୍କର ଚିକିତ୍ସା ଚାଲିଛି। ଏବେ ସେ ଭେଣ୍ଟିଲେଟରରେ ରହିଛନ୍ତି। ଏହାରି ଭିତରେ ରାଜୁଙ୍କ ପିଆର୍‌ଓ ଗର୍ବିତ୍‌ ନାରଙ୍ଗ ମିଡିଆକୁ ସୂଚନା ଦେଇଛନ୍ତି ଯେ ରାଜୁଙ୍କ ସାନ ଭାଇ କାଜୁ ମଧ୍ୟ ଏମ୍ସରେ ଭର୍ତ୍ତି…

ବଲିଉଡ୍‌ ଅଭିନେତ୍ରୀଙ୍କ ଉପରେ ରାଗିଗଲେ ରିଷଭ୍‌ ପନ୍ତ! କହିଲେ, ‘ଭଉଣୀ ମୋ ପିଛା ଛାଡ଼ିଦିଅ’

ଭାରତୀୟ କ୍ରିକେଟ୍‌ ଟିମ୍‌ର ଓ୍ଵିକେଟ୍‌କିପର ତଥା ବ୍ୟାଟ୍ସମ୍ୟାନ୍‌ ରିଷଭ୍‌ ପନ୍ତଙ୍କ ବ୍ୟକ୍ତିଗତ ଜୀବନ ଦେଖିଲେ, ତାଙ୍କ ନାମ ବଲିଉଡ୍‌ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କ ସହ ଯୋଡ଼ି ହୋଇ ସାରିଛି। ନିକଟରେ ଏକ ଇଣ୍ଟରଭ୍ୟୁରେ ଉର୍ବଶୀ ନିଜର ଓ ରିଷଭ୍‌ଙ୍କ ମଧ୍ୟରେ ହୋଇଥିବା ଏକ ସାକ୍ଷାତ ଘଟଣାକୁ…

ରାକ୍ଷୀ ବାନ୍ଧିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କୁନି ପିଲାଙ୍କୁ ଦେଲେ ସ୍ୱତନ୍ତ୍ର ଉପହାର…ଦେଖନ୍ତୁ ଫଟୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗୁରୁବାର ରକ୍ଷା ବନ୍ଧନ ଅବସରରେ ଛୋଟ ଛୋଟ ପିଲାମାନେ ରାକ୍ଷୀ ବାନ୍ଧିଛନ୍ତି। ରାକ୍ଷୀ ବାନ୍ଧିବା ପରେ ପିଏମ୍‌ ମୋଦି ପ୍ରତ୍ୟେକ ପିଲାଙ୍କୁ ତ୍ରିରଙ୍ଗା ଦେଇଥିଲେ। ପିଲାମାନଙ୍କୁ ତ୍ରିରଙ୍ଗା ଦେଇ ପ୍ରଧାନମନ୍ତ୍ରୀ ‘ହର୍‌ ଘର୍‌ ତ୍ରିରଙ୍ଗା’ ଅଭିଯାନକୁ…

ମୁମ୍ବାଇରେ ଅଟୋ ଚଲାଉ ଚଲାଉ ପାଲଟିଗଲେ କମେଡି କିଙ୍ଗ୍‌! ଏମିତି ଥିଲା କମେଡିଆନ୍‌ ରାଜୁ ଶ୍ରୀବାସ୍ତବଙ୍କ ଜୀବନ ଯାତ୍ରା…

ରାଜୁ ଶ୍ରୀବାସ୍ତବ, କେବଳ ନାଁଟି ହିଁ ଯଥେଷ୍ଟ। କିଏ ବା ନ ଜାଣିଛି ରାଜୁଙ୍କୁ। ଷ୍ଟାଣ୍ଡ୍‌-ଅପ୍‌ କମେଡିଆନ ଭାବେ ଲୋକପ୍ରିୟତାର ଶୀର୍ଷରେ ରାଜୁ ଶ୍ରୀବାସ୍ତବ। କିଏ ତାଙ୍କୁ କୁହେ ‘କମେଡିର ବାଦଶାହ’ ତ କିଏ କୁହେ ‘କମେଡି କିଙ୍ଗ୍‌’। ରାଜୁଙ୍କ ପ୍ରତି ରକ୍ତ ବିନ୍ଦୁରେ ଭରି ରହିଛି ପ୍ରତିଭା।…

‘ଅଗ୍ନିବୀର ବାୟୁ ନିଯୁକ୍ତି ୨୦୨୨’ର ରେଜଲ୍ଟ ଘୋଷିତ, ଏହି ଅଫିସିଆଲ ୱେବସାଇଟରୁ ଫଟାଫଟ୍‌ ଯାଞ୍ଚ କରନ୍ତୁ ନିଜର ଫଳାଫଳ

ଭାରତୀୟ ବାୟୁସେନା (IAF) ଅଗ୍ନିବୀର ବାୟୁ ନିଯୁକ୍ତି ପାଇଁ ଆୟୋଜିତ ପରୀକ୍ଷାର ଫଳାଫଳ ଜାରି କରିଛି। ଯେଉଁ ଆଶାୟୀମାନେ ପରୀକ୍ଷାରେ ଭାଗ ନେଇଥିଲେ, ସେମାନେ ନିଜ ରେଜଲ୍ଟ ଏବଂ ସିଲେକ୍ସନ ଷ୍ଟାଟସ୍‌ ଅଫିସିଆଲ ୱେବସାଇଟ ମାଧ୍ୟମରେ ଯାଞ୍ଚ କରି ପାରିବେ। ରେଜଲ୍ଟ ଯାଞ୍ଚ କରିବା ପାଇଁ…

ଏହି ଖାଦ୍ୟ ଖାଇବା ଦ୍ୱାରା ବଢ଼ିଥାଏ ରାଗ! ଏମିତି ଲୋକ ରୁହନ୍ତୁ ସାବଧାନ

ଆମକୁ ବିଭିନ୍ନ କାରଣରୁ ରାଗ ଆସିଥାଏ। ଆର୍ଥିକ ସମସ୍ୟା ହେଉ କି ନିଜ ଲୋକଙ୍କଠାରୁ ଧୋକା, ପାରିବାରିକ ହେଉ କି ଜମିବାଡ଼ି ବିବାଦ, ଅଫିସ୍‌ରେ କାମର ବୋଝ ହେଉ କି ଚିନ୍ତା କିମ୍ବା ଅବସାଦ, ଏ ସମସ୍ତ ଜିନିଷ ରାଗ ଆସିବାର ପ୍ରମୁଖ କାରଣ ହୋଇପାରେ। କିନ୍ତୁ କ’ଣ ଆପଣ ଜାଣିଛନ୍ତି କି, ଦୈନନ୍ଦିନ…

ମହଙ୍ଗା ହୋଇପାରେ ବିମାନ ଯାତ୍ରା! ଅଗଷ୍ଟ ୩୧ରୁ ଘରୋଇ କମ୍ପାନୀ ସ୍ଥିର କରିବେ ଭଡ଼ା

ଆଗାମୀ ଦିନରେ ବିମାନ ଯାତ୍ରା ମହଙ୍ଗା ହୋଇପାରେ। କାରଣ, ସରକାର ଘରୋଇ ଉଡ଼ାଣ ପାଇଁ ଭଡ଼ା ଧାର୍ଯ୍ୟ କରିବାର ଅଧିକାର ପୁନର୍ବାର ବିମାନ କମ୍ପାନୀଗୁଡ଼ିକୁ ହସ୍ତାନ୍ତର କରିବାକୁ ଯାଉଛନ୍ତି। କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ମୁତାବକ, କରୋନା ମହାମାରୀକୁ ନଜରରେ ରଖି ୨୦୨୦ ମେ’ ମାସରେ ଘରୋଇ ଉଡ଼ାଣ…