କାକଟପୁରରେ ସର୍ବାଧିକ ରେକର୍ଡ, ଟୁଇନ୍‌ ସିଟିରେ ଘଣ୍ଟାପ୍ରତି ୨ରୁ ୩ ସେଣ୍ଟିମିଟର ବର୍ଷା ନେଇ ଆଲର୍ଟ

ଭୁବନେଶ୍ୱର(କେନ୍ୟୁଜ୍): ବଙ୍ଗୋପସାଗରରେ ସକ୍ରିୟ ରହିଛି ଲଘୁଚାପ । ଆସନ୍ତା ୨୪ ଘଣ୍ଟାରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବା ସହ ଆନ୍ଧ୍ର ଉପକୂଳ ମୁହାଁ ହେବ । ଏହାର ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା ।। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ଭିତରେ…

ବିଶ୍ୱାସରେ ବିଷ: ଜମ୍ମୁ କାଶ୍ମୀର ଜେଲ୍‌ ଡିଜିଙ୍କୁ ହତ୍ୟା କରିଛି ଘରୋଇ ସହାୟକ, ଗିରଫ କଲା ଜମ୍ମୁ କଶ୍ମୀର ପୋଲିସ୍

ଜମ୍ମୁ-କାଶ୍ମୀର: ବିଶ୍ୱାସରେ ବିଷ ଦେଲା ଘରୋଇ ସହାୟକ । ଜେଲ୍‌ ଡିଜିଙ୍କୁ ତଣ୍ଟି କାଟି ହତ୍ୟା କରିଛି । ଜମ୍ମୁ କାଶ୍ମୀର ଜେଲ୍‌ ଡିଜି ହେମନ୍ତ କୁମାର ଲୋହିଆଙ୍କୁ ହତ୍ୟା କରିଛି ଘରୋଇ ସହାୟକ । ତା ନାଁ ୟସିର ଅହମ୍ମଦ । ତାକୁ ଗିରଫ କରିଛି ଜମ୍ମୁ କଶ୍ମୀର ପୋଲିସ । ଅଧିକ ପଚରାଉଚରା କରାଯାଉଛି…

ଏହି ମଡେଲଙ୍କୁ ଦେଖି ରଣବୀର ସିଂ ବି କାବା! ଯିଏ ଝିଅଙ୍କ ପରି ସଜେଇ ହେବାକୁ ଖୁବ୍ ଭଲପାଆନ୍ତି

କେନ୍ୟୁଜ୍‌ ବ୍ୟୁରୋ: ଯେବେବି ଅଜବ ଗଜବ ଫ୍ୟାସନର କଥା ପଡେ ସେତେବେଳେ ରଣବୀର ସିଂହଙ୍କ କଥା ନଜରକୁ ଆସେ। କିନ୍ତୁ ଏବେ ଏମିତି ଏକ ଆକ୍ଟର ସାମ୍ନାକୁ ଆସିଛନ୍ତି ଯିଏ ରଣବୀରଙ୍କୁ ପଛରେ ପକାଇଦେବେ। ଯାହାଙ୍କ ନା ସାହିଲ ସଲାଥିଆ(Sahil Salathia) । କିଛି ଦିନ ପୂର୍ବରୁ ସେ ଚର୍ଚ୍ଚାରେ ରହି…

ବଟିକୁ ବିରୋଧ, ଆଜି ଭଦ୍ରକ ଜିଲ୍ଲାରେ ବସ୍ ଚଳାଚଳ ବନ୍ଦ

ଭଦ୍ରକ (କେନ୍ୟୁଜ୍): ଭଦ୍ରକ ଜିଲ୍ଲାରେ ବସ୍ ଚଳାଚଳ ବାଧାପ୍ରାପ୍ତ। ଜିଲ୍ଲା ବସ୍ ସିଣ୍ଡିକେଟ ପକ୍ଷରୁ ଆଜି ଜିଲ୍ଲାରେ ବସ୍ ଚଳାଚଳ ବନ୍ଦ ରହିଛି। ଗତ ୨ବର୍ଷ ଧରି ଲାଗି ରହିଥିବା ବିବାଦ ଉଗ୍ରଗୂପ ନେଇଛି। ବିଭିନ୍ନ ସମୟରେ ବନ୍ତ ଛକ ବସ୍‌ ଷ୍ଟାଣ୍ଡ ଅଞ୍ଚଳରେ କିଛି ଅସାମାଜିକ ଲୋକ ଦୌରାତ୍ମ…

ସତ ନା ସ୍ବପ୍ନ! Airtel ଲଞ୍ଚ କରିବ ୫,୦୦୦ ଟଙ୍କାର ଶସ୍ତାର ନୂଆ 5G ଫୋନ୍

ଯଦି ଆପଣ ଚାହୁଁଛନ୍ତି ଶସ୍ତାରେ 5G ଫୋନ କିଣିବା ପାଇଁ, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର। ଦେଶର ଦ୍ୱିତୀୟ ସର୍ବ ବୃହତ୍‌ ଟେଲିକମ୍‌ କମ୍ପାନି ଏୟାରଟେଲ ଆଣୁଛି ସବୁଠାରୁ ଶସ୍ତା ସ୍ମାର୍ଟ ଫୋନ ଯାହାର ମୂଲ୍ୟ ପାଖା ପାଖି ୫,୦୦୦ରୁ ୧୦,୦୦୦ ଟଙ୍କା ଭିତରେ ହେବ। ଏୟାରଟେଲର ଏହି ଶସ୍ତା ସ୍ମାର୍ଟ…

ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ପୀଠରେ ଆଜି ବିଜୟା ଦଶମୀ, ଗତକାଲି ଲାଖବିନ୍ଧା ପଡିଆକୁ ନିଆଯାଇଥିଲା…

ଯାଜପୁର ଟାଉନ୍(କେନ୍ୟୁଜ୍): ସରିଲା ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ନବଦିନାତ୍ମକ ରଥଯାତ୍ରା । ଗତକାଲି ବିଳମ୍ବିତ ରାତ୍ରିରେ ମାଆଙ୍କ ପୂଜା ସମ୍ପନ୍ନ ହୋଇଛି । ରଥଯାତ୍ରା ଶେଷ ହେବା ପରେ ମାଆଙ୍କ ଚଳନ୍ତି ପ୍ରତିମା ରଥ ଅବତରଣ କରିବା ପରେ ଯଥାବିଧି ପୂଜା କରାଯାଇଥିଲା । ଏହା ପରେ…