ପ୍ରତିଦିନ ଖାଆନ୍ତୁ ଗୋଟିଏ ଚାମଚ ଘିଅ, ମିଳିବ ଏସବୁ ଗମ୍ଭୀର ରୋଗରୁ ମୁକ୍ତି

ଦେଶୀ ଘିଅ ଖାଇବାକୁ ବହୁତ ଲୋକେ ପସନ୍ଦ କରନ୍ତି। ଘିଅ ଆମର ସାଧାରଣତଃ ଜୀବନରେ ଅନେକ କାମରେ ଆସିଥାଏ। କିନ୍ତୁ ଏହାକୁ ସବୁ ସମୟରେ ଖାଇବା ଶରୀର ପାଇଁ ହାନିକାରକ ହୋଇପାରେ। ଘିଅକୁ ସାଧାରଣ ଲୋକ ଖାଇବା ବେଳେ କୌଣସି ପରିମାଣର ଆବଶ୍ୟକତା ପଡୁନଥିବା ବେଳେ ଗର୍ଭାବସ୍ଥା ସମୟରେ ଏହାର ପରିମାଣକୁ…

Smart LED Tv ସହିତ ଅନେକ ଇଲେକଟ୍ରୋନିକ୍ସ ପ୍ରଡ଼କ୍ଟ ଉପରେ ମିଳୁଛି ଭାରି ଛାଡ଼, ଅଫର୍ସ ଶେଷ ହେବା ପୂର୍ବରୁ ଶୀଘ୍ର…

ଭାରତରେ ଫେଷ୍ଟିଭ ସିଜିନ ଆରମ୍ଭ ହୋଇଗଲାଣି। ଏହି ସିଜିନକୁ ଥାଏ ସମସ୍ତଙ୍କ ଅପେକ୍ଷା। ଏମିତିରେ ସବୁ ପ୍ରଡକ୍ଟ ଉପରେ ଭାରି ଛାଡ଼ ମିଳୁଛି। ଗ୍ରାହକ ଏହି ଅଫରରେ ହୋମ ଆପ୍ଲିଏନସାନ୍ସ ଉପରେ ବଢ଼ିଆ ଡିଲ୍ସ ମିଳୁଛି। ଏମିତିରେ ଆଜି ଆମେ ଆପଣଙ୍କୁ ଏହି ଅଫରରେ ଶସ୍ତା ପ୍ର୍ରଡକ୍ଟ ସମ୍ପର୍କରେ କହିବୁ ।…

ଏବେ ସିମ କାର୍ଡର ଆବଶ୍ୟକତା ନାହିଁ, ବିନା ସିମ କାର୍ଡରେ ଫୋନ ବ୍ୟବହାର କରି ପାଇବେ ସବୁ ସୁବିଧା

କେମିତି ହେବ ଯଦି ଆପଣ ବିନା ସିମ୍‌ କାର୍ଡରେ ମୋବାଇଲ ଫୋନକୁ ବ୍ୟବହାର କରିବେ? ଏହାକୁ ଶୁଣିଲେ ହିଁ ଜଣେ ଆଶ୍ଚର୍ଯ୍ୟ ହୋଇଯିବ ନିଶ୍ଚୟ। କାରଣ ଗୋଟିଏ ମୋବାଇଲ ଫୋନ ସିମ କାର୍ଡ ବିନା ଅଧୁରା ହୋଇଥାଏ। ସିମ କାର୍ଡ ବିନା ଜଣେ ଫୋନ ବ୍ୟବହାର କରିପାରିବ ସତ । କିନ୍ତୁ ତାର ଫାଇଦା ବେଶି ମିଳିବ…

ବ୍ଲଡ଼ କ୍ୟାନସର ପୂର୍ବରୁ ଦେଖାଯାଉଥିବା ଏହିସବୁ ଲକ୍ଷଣ, ନେଇପାରେ ଆପଣଙ୍କ ଜୀବନ, ଆଗୁଆ ସତର୍କ ରୁହନ୍ତୁ

ବ୍ୟସ୍ତ ବହୁଳ ଜୀବନ, ବଦଳୁଥିବା ଲାଇଫଷ୍ଟାଇଲ୍ ଏବଂ ଭୁଲ ଖାଦ୍ୟପେୟ କାରଣରରୁ ଲୋକଙ୍କୁ ଅନେକ ରୋଗର ସାମ୍ନା କରିବାକୁ ପଡିଥାଏ, ଯେଉଁଥିରେ ଗୋଟିଏ ହେଉଛି ରକ୍ତ କର୍କଟ। ରକ୍ତ କର୍କଟ/ ବ୍ଲଡ଼ କ୍ୟାନସର  ରୋଗୀଙ୍କର ସଂଖ୍ୟା ଲଗାତର ବଢ଼ିବାରେ ଲାଗିଛି। ଏହା ସବୁ ବୟସର ବ୍ୟକ୍ତିଙ୍କୁ ହୋଇପାରେ।…

ମାଗଣାରେ ଘରକୁ ଅର୍ଡର କରନ୍ତୁ ନିଜ ମନ ପସନ୍ଦ VIP Sim Card, ଫୋନରେ ଏପରି କରନ୍ତୁ ସହଜରେ ବୁକିଂ

ଯଦି ଆପଣ ନିଜ ପୁରୁଣା ଫୋନ ନମ୍ବରକୁ ନେଇ ବିରକ୍ତି ବା ବୋର ହୋଇଗଲେଣି, ଏହା ବଦଳରେ ଆପଣ ଏକ ନୂଆ ନମ୍ବର ସେ ବି ୟୁନିିକ ନମ୍ବର ଚାହୁଁଥାନ୍ତି ତେବେ ଆଜି ଆମେ ଏହା ସମ୍ପର୍କରେ ଆପଣଙ୍କୁ କହିବୁ। ଏହାଦ୍ୱାରା ଆପଣ ଜାଣିପାରିବେ ଆପଣ କିପରି ନିଜ ପାଇଁ ଏକ ଭିଆଇପି ନମ୍ବର ବୁକ କରିବେ.. ଯଦି ଆପଣ…

ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ପୀଠରେ ଆଜି ପାଳିତ ହେଉଛି ମହାସପ୍ତମୀ ପୂଜା, ଦର୍ଶନ ପାଇଁ ଜମିଛି ଭିଡ଼

ଚାଲିଛି ଜଗତଜନନୀ ମା' ଙ୍କ ଆରଧନା । ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ମା ଦୂର୍ଗା ରୁପରେ ପୂଜା ପାଉଛନ୍ତି । ଏଥିପାଇଁ ପ୍ରାତଃ କାଳରୁ ମା' ଙ୍କ ପାଦ ସ୍ପର୍ଶ ସହିତ ମୁଖ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି । ମା ବିରଜାଙ୍କ ପୀଠରେ ଆଜି ମହାସପ୍ତମୀ ପାଳିତ…

ମ୍ୟୁଚୁଆଲ ଫଣ୍ଡ, କ୍ରେଡିଟ କାର୍ଡ ରୁ ଆରମ୍ଭ କରି ସରକାରୀ ସ୍କିମରେ ଆଜି ଠୁ ହେବ ବଡ଼ ପରିବର୍ତ୍ତନ, ଶୀଘ୍ର ଜାଣନ୍ତୁ

ନୂଆ ମାସର ଆରମ୍ଭ ହେବା ସହିତ ଆମର ଆର୍ଥିକ ଏବଂ ଦୈନନ୍ଦିନ ଜୀବନର ଆବଶ୍ୟକତା ସମନ୍ଧରେ କିଛି ନିୟମ ବଦଳି ଯାଇଛି। ବଦଳିଥିବା ନୂଆ ନିୟମ ଆଜିଠାରୁ ହିଁ ଲାଗୁ ହେବ। ଏଥିରେ କ୍ରେଡିଟ୍‌ କାର୍ଡ଼ଠାରୁ ଅରମ୍ଭ କରି ସରକାରୀ ସ୍କିମ୍‌ରେ ପରିବର୍ତ୍ତନ ହେବ। ଯଦି ଆପଣ ମ୍ୟୁଚୁଆଲ ଫଣ୍ଡ୍‌ରେ ଟଙ୍କା ନିବେଶ…

ଶାରଦୀୟ ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ମାଆ ରାମଚଣ୍ଡୀଙ୍କ ପୀଠ, ଦର୍ଶନ କରିବାକୁ ଆସୁଛନ୍ତି ଅନେକ ଶ୍ରଦ୍ଧାଳୁ

ପୁରୀ ଜିଲ୍ଲା କୋଣାର୍କ ବେଳାଭୂମି ମାର୍ଗରେ କାହିଁ କେତେ କାଳରୁ ପୂଜା ପାଇଁ ଆସୁଛନ୍ତି ମା ରାମଚଣ୍ଡୀ | କିମ୍ବଦନ୍ତୀ କୁହେ ପ୍ରଭୁ ରାମଚନ୍ଦ୍ର ଲଙ୍କା ବିଜୟ ସମୟରେ ମାଁ ଙ୍କୁ ଏଠାରେ ପ୍ରତିଷ୍ଠା କରି ଏହିଠାରୁ ଯାତ୍ରା ଆରମ୍ଭ କରିଥିଲେ | ଏଠାରେ ବାର ମାସରେ ତେର ପର୍ବ ପାଳିତ ହେଉଥିବା ବେଳେ…

ISRO ସହ ମିଶି ଭାରତୀୟ ରେଳ ବିଭାଗ ଆରମ୍ଭ କରିଛି RTIS ସିଷ୍ଟମ, ଜାଣନ୍ତୁ ଏଥିରୁ କ’ଣ ମିଳିବ ସୁବିଧା

ଭାରତୀୟ ରେଳ ନିିଜ ଯାତ୍ରୀଙ୍କ ସୁବିଧା ପାଇଁ ଅନେକ ସୁବିଧା ଯୋଗାଇଥାଏ। ପ୍ରାୟ ସମୟରେ ଟ୍ରେନରେ ଯିବା ଟାଇମିଂକୁ ନେଇ ଅନେକ ଅସୁବିଧା ଦେଖାଦିଏ। ବିଳମ୍ବରେ ଟ୍ରେନ ଆସିବା କାରଣରୁ ଅନେକ ଯାତ୍ରୀ ଙ୍କୁ ଅପେକ୍ଷା କରିବାକୁ ପଡ଼ିଥାଏ। କିନ୍ତୁ ଏବେ ଆଉ ଏମିତି ସମସ୍ୟା ହେବ ନାହିଁ। ବିଳମ୍ବରେ…

ଘରେ ଆର୍ଥିକ ସମସ୍ୟା ଲାଗି ରହୁଥିଲେ ପ୍ରତିଦିନ କରନ୍ତୁ ଏହି ଉପାୟ, ମିଳିବ ଶ୍ରୀଘ ଫାଇଦା

କର୍ପୂରରେ ରହିଛି ଅନେକ ଚମତ୍କାରୀ ଫାଇଦା। ହିନ୍ଦୁ ଧର୍ମରେ ପୂଜାରେ ଯଦି କର୍ପୂରକୁ ସାମିଲ କରା ନ ଯାଏ ତେବେ ପୂଜାକୁ ଅସମ୍ପୂର୍ଣ୍ଣ ବୋଲି ଧରା ଯାଇଥାଏ। ଘରେ ହେଉ ବା ମନ୍ଦିରରେ ସର୍ବଦା ଆମେ କର୍ପୂର ଜଳାଇ ଆଳତି କରିଥାଉ। ବାସ୍ତୁଶାସ୍ତ୍ର ଅନୁସାରେ, କର୍ପୂର ଜଳାଇ ଆଳତି କରିବା ଦ୍ୱାରା ଘରୁ…

ଉତ୍ତରାଖଣ୍ଡର ପାତାଳ ଭୁବନେଶ୍ୱର ଗୁମ୍ଫାରେ ପଡ଼ିଥିଲା ଶ୍ରୀଗଣେଶଙ୍କ କଟାମୁଣ୍ଡ, ଆଜି ବି ଦର୍ଶନ କରିବାକୁ ଆସନ୍ତି ଶହ ଶହ…

ପୁରାଣରେ ଏମିତି ଅନେକ କଥା ବିଷୟରେ ଉଲ୍ଲେଖ କରାଯାଇଛି ଯାହାକୁ ପ୍ରାୟ ସମସ୍ତଙ୍କୁ ଜଣା ନଥିବ। ଭଗବାନଙ୍କର ଅସ୍ତିତ୍ୱକୁ ଯଦି ଅନୁଭବ କରିବାକୁ କେହି ଚାହାନ୍ତି ତେବେ ମନରେ ଶ୍ରଦ୍ଧା ଭାବ ରହିବା ଆବଶ୍ୟକ। ଏମିତି ହେଲେ ହିଁ ପ୍ରଭୁଙ୍କର ଉପସ୍ଥିତିକୁ ବିଶ୍ୱାସ କରିହୁଏ। ଯଦି ଆମେ ହିନ୍ଦୁ ତଥା…

VI ର ଏହି ପ୍ଳାନରେ ୩ ମାସ ପର୍ଯ୍ୟନ୍ତ ଓଟିଟି ପ୍ଲାଟଫର୍ମ ସହିତ ଉଠାନ୍ତୁ ଅନ୍ୟାନ୍ୟ ଫାଇଦା

ସିନେମା ସହିତ ଓଟିଟି କଣ୍ଟେଟର ଫଲୋର୍ସ ଏବେ ଖୁବ ବଢ଼ିବାରେ ଲାଗିଛି। କିନ୍ତୁ ଏହିସବୁ କଣ୍ଟେଟରେ ଭିଓର୍ସଙ୍କୁ ଏନଗେଜ୍‌ କରାଇବା ପାଇଁ ପ୍ଲାଟଫର୍ମ କୁ ଏକ ମେମ୍ବରସିପ ଫିସ ଦିଆଯାଏ। ଏହାର ଦାମ କମ ଥିଲେ ମଧ୍ୟ କେତେକ ଏହି ସବସ୍କ୍ରିପସନକୁ ନେବା ପାଇଁ ଇଚ୍ଛା କରନ୍ତି ନାହିଁ। କାରଣ ଏହା ତାଙ୍କ…