ରାଣୀ ନନ୍ଦିନୀ ଭୂମିକାରେ ଐଶ୍ୱର୍ଯ୍ୟା, ଫିଲ୍ମ ‘ପୋନ୍ନିୟିନ ସେଲଭନ’ର ନୂଆ ପୋଷ୍ଟର

ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଅପକମିଂ ଫିଲ୍ମ ପୋନ୍ନିୟିନ ସେଲଭନର ନୂଆ ପୋଷ୍ଟର ରିଲିଜ ହୋଇଛି। ଏହି ପୋଷ୍ଟର ଜରିଆରେ ଐଶ୍ୱର୍ଯ୍ୟାଙ୍କ ନୂଆ ଲୁକ୍‌ ଦେଖିବାକୁ ମିଳିବ। ଫିଲ୍ମର ଐଶ୍ୱର୍ଯ୍ୟା ନାମ ନନ୍ଦିନୀ ରହିଛି। ମଣିରତ୍ନମଙ୍କ ମଦରାନ ଟକିଜ୍‌ ଟ୍ଵିଟର ଆକାଉଣ୍ଟରେ ପୋଷ୍ଟର ସେୟାର କରାଯାଇଛି।…

ଫ୍ରି ଫାୟାର ଗେମ୍‌କୁ ପଛରେ ପକାଇଲା Subway Surfers, ସବୁଠାରୁ ଅଧିକ ଡାଉନଲୋଡ ହୋଇଥବା ଆପ୍‌

ଗେମ୍‌ ପାଗଳଙ୍କ ପାଇଁ ଖୁସି ଖବର। ହେଲେ ଫ୍ରି ଫାୟାର ଗେମ୍‌ ଖେଳୁଥିବା ପିଲାଙ୍କ ପାଇଁ ଖରାପ ଖବର। ଫ୍ରି ଫ୍ରାୟାର ଗେମ୍‌କୁ ପଛରେ ପକାଇ ସବୁଠାରୁ ଅଧିକ ଡାଉନଲୋଡ ହେଲା Subway Surfers । ଏକ ରିପୋର୍ଟ ମୁତାବକ, Subway Surfers ଚଳିତବର୍ଷ ୨୦୨୨ର ସବୁଠାରୁ ଅଧିକ ଡାଉନଲୋଡ ହୋଇଥିବା ଗେମ୍‌…

ପଞ୍ଜାବୀ ପରେ ବଲିଉଡରେ ଏଣ୍ଟ୍ରି କରିବେ ସରଗୁନ, ଅକ୍ଷୟ କୁମାରଙ୍କ ସହିତ କରିବେ ରୋମାନ୍ସ

୨୦୦୯ରେ ଆସିଥିବା ଟିଭିର ଲୋକପ୍ରିୟ ଧାରାବାହିକ ୧୨/୨୪ କରୋଲ ବାଗ୍‌ରେ ସରଗୁନ୍‌ ମେହେତା ଡେବ୍ୟୁ କରିଥିଲେ। ଏହି ଶୋରେ ସରଗୁନ୍‌ଙ୍କୁ ଲିଡ ରୋଲ ମିଳିନଥିଲା। କିନ୍ତୁ ବହୁତ ଲୋକଙ୍କ ଠାରୁ ବେଶ୍‌ ପ୍ରଶଂସା ପାଇଥିଲେ ସରଗୁନ୍‌। ଏହାପରେ ଆଉ ପଛକୁ ଫେରିନଥିଲେ ସରଗୁନ୍‌। ଏବେ ସରଗୁନ ପୁଣି…

ଜୁଲାଇ ୩୧ ପୂର୍ବରୁ କରିଦିଅନ୍ତୁ e-KYC, ନଚେତ ପିଏମ କିଷାନ ନିଧି ଯୋଜନାର ମିଳିବନି ଲାଭ

ପିଏମ୍ କିଷାନ୍ ଯୋଜନାରେ ଥିବା ଚାଷୀଙ୍କ ପାଇଁ ଖୁସି ଖବର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଷାନ୍ ଯୋଜନାର ୧୧ ତମ କିସ୍ତି ୩୧ ମଇକୁ ଟ୍ରାନ୍ସଫର କରିଥିଲେ। ଏବେ ଚାଷୀ ୧୨ତମ କିସ୍ତି ଖାତାକୁ ଆସିବା ପାଇଁ ଚାହିଁ ରହିଛନ୍ତି। ତେବେ ୧୨ ତମ କିସ୍ତି କେବେ ଆସିବ, ତାହାକୁ ନେଇ ଖବର ଆସିଛି।…

ଟି-୨୦ ସିରିଜ ପାଇଁ ଏଜେସ ବାଓ୍ଵଲ ପହଞ୍ଚିଲା ଟିମ୍‌ ଇଣ୍ଡିଆ, ଟେଷ୍ଟ ମ୍ୟାଚର ପ୍ରତିଶୋଧ ଟି-୨୦ରେ ନେବ ଟିମ୍‌

ଟିମ୍‌ ଇଣ୍ଡିଆ ଏବେ ଇଂଲଣ୍ଡ ଗସ୍ତରେ ରହିଛି। ଟେଷ୍ଟ ମ୍ୟାଚ ହାରିବା ପରେ ଏବେ ଇଂଲଣ୍ଡ ସହିତ ୭ ଜୁଲାଇରୁ ଟି-୨୦ ମ୍ୟାଚ ଖେଳିବ। ସିରିଜର ପ୍ରଥମ ମୁକାବିଲା ଦ ରୋଜ ବାଓ୍ଵଲ, ସାଇଥମ୍ପଟନରେ ରାତି ୧୦.୩୦ରୁ ହେବ। ଏହି ମ୍ୟାଚ ପାଇଁ ଟିମ୍‌ ଇଣ୍ଡିଆ ଏବେ ଅଭ୍ୟାସ ଆରମ୍ଭ କରିଦେଇଛି। ଟିମ୍‌…

ନାସିକରେ ଧର୍ମଗୁରୁଙ୍କୁ ଗୁଳିକରି ହତ୍ୟା, ହତ୍ୟାକାରୀ ଫେରାର

ମହାରାଷ୍ଟ୍ର ନାସିକ ଜିଲ୍ଲାରେ ସଂଖ୍ୟା ଲଘୁ ସମ୍ପ୍ରଦାୟର ଜଣେ ଧର୍ମ ଗୁରୁଙ୍କୁ ଗୁଳି ମାରି ହତ୍ୟା କରାଯାଇଛି। ନାସିକ ସ୍ଥିତ ୟେଓଲା କସ୍ବେରେ ତାଙ୍କୁ ହତ୍ୟା କରାଯାଇଛି। ଏନେଇ ପୁଲିସ କହିଛି ୩୫ ବର୍ଷୀୟ ମୃତକ ଜଣକ ହେଉଛନ୍ତି ଖ୍ୱାଜା ସୈୟଦ ଚିସ୍ତି। ସେ ୟେଓଲାରେ ସୁଫି ବାବା ନାମରେ ପରିଚିତ…

ବଡ ପରଦାରେ ନିର୍ମାଣ ହେବ ଫିଲ୍ମ ‘ଶକ୍ତିମାନ’, ରଣବୀର ସିଂ ହୋଇପାରନ୍ତି ଶକ୍ତିମାନ

ଟିଭିର ଲୋକପ୍ରିୟ ଶୋ ଶକ୍ତିମାନ ସିରିଅଲ୍‌ ୯୦ ଦଶକର ସବୁ ପିଲାଙ୍କର ପ୍ରିୟ ସିରିଅଲ ଥିଲା। ଏହାକୁ ଦେଖିବା ପାଇଁ ପିଲାମାନେ ସମୟ ହେବା ଆଗରୁ ଟିଭି ସାମ୍ନାରେ ବସିପଡୁଥିଲେ। ଏହି ଶୋ ସମସ୍ତଙ୍କ ମନୋରଂଜନ କରିପାରିଥିଲା। ଏଥିରେ ମୁକେଶ ଖାନ୍ନା ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ଏହି ଶୋର…

ଭାଙ୍ଗିଗଲା ଟିମ୍‌ ଇଣ୍ଡିଆର ସ୍ୱପ୍ନ, ୭ ଓ୍ଵିକେଟରେ ଏଜବାଷ୍ଟନ ଟେଷ୍ଟ ଜିତିଲା ଇଂଲଣ୍ଡ

ଇଂଲଣ୍ଡ ମାଟିରେ ଟିମ୍‌ ଇଣ୍ଡିଆର ସ୍ୱପ୍ନ ଭାଙ୍ଗିଗଲା। ପଞ୍ଚମ ଟେଷ୍ଟରେ ଘରୋଇ ଇଂଲଣ୍ଡଠୁ ୭ ଓ୍ଵିକେଟରେ ହାରିଲା ଭାରତ। ପ୍ରଥମ ଇନିଂସରେ ୧୩୨ ରନ ଆଗୁଆ ଥାଇ ବର୍ମିଂହାମର ଏଜବାଷ୍ଟନରେ ଖେଳାଯାଇଥିବା ଟେଷ୍ଟରେ ଭାରତ ପରାଜୟର ସାମ୍ନା କରିଛି। ଏଥିସହ ୫ଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ୨-୨ରେ…

ରିଲିଜ ହେଲା ଆଲିଆଙ୍କ ପ୍ରଡକ୍ସନରେ ନିର୍ମିତ ଫିଲ୍ମ ‘ଡାର୍ଲିଂସ’, ଶାହରୁଖଙ୍କ ସହିତ ଆଲିଆ କରୁଛନ୍ତି ପ୍ରଯୋଜନା

ଆଲିଆ ଭଟ୍ଟ ପ୍ରଡକ୍ସନର ପ୍ରଥମ ଫିଲ୍ମ ‘ଡାର୍ଲିଂସ’ ଟିଜର ରିଲିଜ ହେବାକୁ ପ୍ରସ୍ତୁତ ରହିଛି। ନେଟଫ୍ଲିକ୍ସ ଇଣ୍ଡିଆରେ ଆଜି ଫିଲ୍ମର ପ୍ରଥମ ଲୁକ୍‌ ଏବଂ ଟିଜର ଜାରି କରାଯାଇଛି। ଆଲିଆ ନିଜ ସୋସିଆଲ ମିଡିଆରେ ନିଜର ଲୁକ୍‌ ଏବଂ ଟିଜର ସେୟାର କରିଛନ୍ତି। ଯାହାକୁ ତାଙ୍କ ଫ୍ୟାନ୍ସ ବେଶ୍‌ ପ୍ରଶଂସା…

IBPS ଅଧୀନରେ ଖାଲିପଡିଛି ୬୦୩୫ କ୍ଲର୍କ ପଦବୀ, ଗ୍ରାଜୁଏସନ ସହିତ କମ୍ପ୍ୟୁଟର ଜ୍ଞାନ ଥିବା ଜରୁରୀ

ବ୍ୟାଙ୍କରେ ସରକାରୀ ଚାକିରି କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଆଇବିପିଏସ୍‌ ତରଫରୁ ଦେଶରେ ବିଭିନ୍ନ ବ୍ୟାଙ୍କରେ କ୍ଲର୍କ ପଦବୀ ଖାଲିପଡିଛି। ଏଥିପାଇଁ ନୋଟିଫିକେସନ ଜାରି ହୋଇଯାଇଛି। ଦେଶରେ ୧୧ଟି ବ୍ୟାଙ୍କରେ ୬୦୩୫ କ୍ଲର୍କ ପଦବୀ ଖାଲିପଡିଛି। ଏହି ପ୍ରକ୍ରିୟା…

ପ୍ରତିଦିନ ଖାଆନ୍ତୁ ପଦ୍ମନାଡ, କୋଲେଷ୍ଟ୍ରଲ ଠାରୁ ଆରମ୍ଭ କରି ମୋଟାପଣ ସମସ୍ୟା ହେବ ଦୂର

ପଦ୍ମ ଫୁଲ ଗୁରୁବାରରେ ମା’ ଲକ୍ଷ୍ମୀଙ୍କ ପାଖରେ ଲାଗିଥାଏ, ତାହା ଆପଣମାନେ ନିଶ୍ଚିତ ଜାଣିଥିବେ । କେବେ ଏତିକି ନୁହେଁ, ଶିବଙ୍କ ରୁଦ୍ରାଭିଷେକ କରିବା ସମୟରେ ମଧ୍ୟ ପଦ୍ମ ଫୁଲ ଲାଗିଥାଏ। କିନ୍ତୁ କ’ଣ ଆପଣ ଜାଣନ୍ତି କି, ପଦ୍ମ ଫୁଲର ନାଡରୁ ଅନେକ ପ୍ରକାରର ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ ହୋଇଥାଏ।…

ମୁମ୍ବାଇରେ ପ୍ରବଳ ବର୍ଷା: ଅନେକ ଅଞ୍ଚଳ ଜଳାର୍ଣ୍ଣବ, ବଦଳିଲା ଗାଡି ଚଳାଚଳ ରୁଟ୍‌, ଭୂସ୍ଖଳନ ଆଶଙ୍କା ନେଇ ବନ୍ଦ ହେଲା…

ଲଗାଣ ବର୍ଷା କାରଣରୁ ଜଳମଗ୍ନ ହୋଇଛି ମୁମ୍ବାଇ। ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଆସନ୍ତା କିଛି ଦିନ ପାଇଁ ଲଗାଣ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ମୁମ୍ବାଇ ଏବଂ ଥାନେରେ ଲଗାଣ ବର୍ଷା…