ଆଜିର ଭାଗ୍ୟ: ଜାଣନ୍ତୁ, ଆପଣଙ୍କ ରାଶିରେ କ’ଣ ଅଛି

ମେଷ : ପରିବାରରେ ଭଲରେ ସମୟ କଟିବ। ଦୀର୍ଘ ଦିନରୁ ଅଟକି ରହିଥିବା କାମଟିକୁ ଆରମ୍ଭ କରିବାକୁ ମନ ବଳାଇବେ। ଉଦ୍ୟମ ଜାରି ରଖିଲେ ନିଶ୍ଚିତ ରୂପେ ସଫଳତା ମିଳିବ। ଆପଣଙ୍କ ଆର୍ଥିକ ମେରୁଦଣ୍ଡ ସୁଦୃଢ ରହିବ। ଶୁଭ ସଂଖ୍ୟା ୪ ଏବଂ ଶୁଭ ରଙ୍ଗ ଧଳା। ବୃଷ : ଆଜି ମାନସିକ ସ୍ଥିତି ପ୍ରାୟତଃ ଭଲ…

ସ୍ପାଇସ୍‌ଜେଟକୁ କାରଣ ଦର୍ଶାଅ ନୋଟିସ୍‌ ଜାରି କଲା ଡିଜିସିଏ, ୧୮ ଦିନ ମଧ୍ୟରେ ଏହା ୮ମ ଯାନ୍ତ୍ରିକ ତ୍ରୁଟି

ସ୍ପାଇସ୍‌ ଜେଟ୍‌କୁ ଦୁର୍ଦ୍ଦଶା। ସ୍ପାଇସ୍‌ଜେଟ୍‌ ବିମାନରେ ପୁଣି ତ୍ରୁଟି। ଆଜି ଚୀନ ଯାଉଥିବା ବେଳେ ସ୍ପାଇସ୍‌ଜେଟ୍‌ କାର୍ଗୋ ବିମାନର ରାଡାର ଫେଲ୍‌ ହୋଇଥିଲା। କାର୍ଗୋ ବିମାନର ପାଣିପାଗ ରାଡାର ସିଷ୍ଟମ ଫେଲ୍‌ ହେବାରୁ ତାହା କୋଲକାତା ଫେରିଆସିଛି। ସେହିଭଳି ଗତକାଲି ମଧ୍ୟ ପାକିସ୍ତାନ…

ଏ ବାହାଘରରେ ସାକ୍ଷୀ ରହିଲା ତାଜମହଲ, ଘର ଲୋକେ ଦେଲେ ଆଶୀର୍ବାଦ

ପୂର୍ବରୁ ବିବାହ ପାଇଁ ପୁଅ ସହ ଝିଅ ଟିଏ ଦରକାର ପଡ଼ୁଥିଲା। କିନ୍ତୁ ଏବେ ନୂଆ ଆଇନ୍‌ ଆସିବା ପରେ ଯିଏ ଯାହାକୁ ପାରୁଛି ନିର୍ଦ୍ୱନ୍ଦ୍ୱରେ ବାହା ହୋଇପାରୁଛି। ପୁଅ-ପୁଅ ଓ ଝିଅ- ଝିଅ ବାହା ହେବା ଏବେ ଏକ ଟ୍ରେଣ୍ଡ୍‌ ପାଲଟିଛି। ସମଲିଙ୍ଗୀ ସମ୍ପର୍କକୁ ସରକାର ଅନୁମତି ଦେବା ପରେ ଏହା ଏବେ ସାଧାରଣ…

କେନ୍ଦ୍ର ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ମୁଖ୍‌ତାର ଅବ୍ଦାସ ନକବୀ, ଉପରାଷ୍ଟ୍ରପତି ପ୍ରାର୍ଥୀ ହେଉଥିବା ନେଇ ଜୋର୍‌ ଧରିଛି…

ଇସ୍ତଫା ଦେଲେ କେନ୍ଦ୍ର ମନ୍ତ୍ରୀ ମୁଖ୍‌ତାର ଅବ୍ଦାସ ନକବୀ। ସେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସଂଖ୍ୟାଲଘୁ ବିଭାଗ ଦାୟିତ୍ୱରେ ଥିଲେ। ମୁଖ୍‌ତାର ରାଜ୍ୟସଭା ସଦସ୍ୟ ଥିଲେ। ତାଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି। ନକବୀଙ୍କୁ ଏଥରକ ବିଜେପି ପକ୍ଷରୁ ରାଜ୍ୟ ସଭାର ସଦସ୍ୟ କରାଯାଇନଥିଲା। କୁହାଯାଉଛି…

ଆସାମ ବନ୍ୟା ପୀଡ଼ିତଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ବଲିଉଡ୍‌ ସେଲିବ୍ରିଟି, ଅମୀର ଖାନ୍‌ଙ୍କ ଠାରୁ କରନ୍‌ ଜୋହରଙ୍କ…

ବନ୍ୟା ଯୋଗୁ ଆସାମରେ ଏବେ ସ୍ଥିତି ସାଂଘାତିକ। ଆସାମର ୨୬ ଜିଲ୍ଲାରେ ଏବେ ବନ୍ୟା ଯୋଗୁ ଲୋକମାନେ ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି। ଯୁଆଡ଼େ ଦେଖିବ ପାଣି, ପାଣି ଆଉ ପାଣି। ଏହି ୨୬ଟି ଜିଲ୍ଲାର ୧୬୦୦ ଗାଁ ବି ଏବେ ଜଳାର୍ଣ୍ଣବ ରହିଛି। ବନ୍ୟା ପାଣିରେ ସବୁ ଅଞ୍ଚଳ ସମ୍ପୂର୍ଣ୍ଣ ବୁଡ଼ି ଯାଇଛି। ରାଜ୍ୟର…

ଆସନ୍ତାକାଲି ଦ୍ୱିତୀୟ ଥର ବିବାହ କରୁଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍‌, ଡ.ଗୁରୁପ୍ରୀତ୍‌ଙ୍କର ଧରିବେ ହାତ

ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍‌। ଗୁରୁବାର ଦିନ ଚଣ୍ଡୀଗଡ଼ରେ ସେ ହାତକୁ ଦି’ହାତ ହେଉଛନ୍ତି। ଡା.ଗୁରୁପ୍ରୀତ କୌରଙ୍କ ସହ ବିବାହ କରିବାକୁ ଯାଉଛନ୍ତି ଭଗବନ୍ତ ମାନ୍‌। ଭଗବନ୍ତ ମାନଙ୍କ ବିବାହ କାର୍ଯ୍ୟକ୍ରମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ…

ଲାଲୁ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର, ଉତ୍ତମ ଚିକିତ୍ସା ପାଇଁ ଆଜି ଏୟାର ଆମ୍ବୁଲାନ୍ସରେ ନିଆଯିବ ଦିଲ୍ଲୀ ଏମ୍‌ସ

ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଏବେ ପାଟନାର ପାରସ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଆଜି ଅପରାହ୍ନରେ ତାଙ୍କୁ ଦିଲ୍ଲୀ ଅଣାଯିବ। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଧୀରେ ଧୀରେ ବିଗିଡ଼ିବାରେ ଲାଗିଛି। ଏଣୁ ତାଙ୍କୁ ଦିଲ୍ଲୀ ଏମ୍‌ସ ହସ୍ପିଟାଲରେ ଭର୍ତ୍ତି କରାଯିବ। ସୂଚନାଯୋଗ୍ୟ ଯେ ସିଡ଼ିରୁ…

ପଢ଼ନ୍ତୁ ଭାଗ୍ୟଫଳ: ଜାଣନ୍ତୁ, କେମିତି କଟିବ ଦିନ

ମେଷ : କର୍ମ କ୍ଷେତ୍ରରେ ଆକସ୍ମିକ କେତେକ ସମସ୍ୟା କାରଣରୁ ପୂର୍ବ ସ୍ଥିରୀକୃତ କାର୍ଯ୍ୟ ସ୍ଥଗିତ ରହିପାରେ। ବନ୍ଧୁଙ୍କ ସାହାଯ୍ୟ, ସହଯୋଗର ଅଭାବ ନ ଥିଲେ ମଧ୍ୟ ପାରିବାରିକ ମନାନ୍ତର କାମକୁ ବିଗାଡ଼ି ଦେଇପାରେ। ଆରୋଗ୍ୟ ଲାଭ କରିବା ସହ ରାଜନୀତିରେ ନୈତିକ ସମର୍ଥନ ହାସଲ କରିପାରିବେ। ବୃଷ :…

ନିୟନ୍ତ୍ରଣ ହରାଇ ଘରେ ପଶିଗଲା ଚଳନ୍ତା ଟ୍ରକ୍‌, ଘଟଣାସ୍ଥଳରେ ଚାଲିଗଲା ୩ ଜୀବନ

ହିମାଚଳ ପ୍ରଦେଶ: ଘରେ ପଶିଗଲା ଚଳନ୍ତା ଟ୍ରକ୍‌। ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ। ଆଜି ସକାଳେ ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲାରେ ଏଭଳି ଏକ ଛାତି ଥରା ଘଟଣା ଘଟିଛି। ଏଠାକାର ଖଲିୟାର ଜାତୀୟ ରାଜପଥରେ ଦ୍ରୁତ ଗତିରେ ଯାଉଥିବା ଏକ ଟ୍ରକ୍‌ ନିୟନ୍ତ୍ରଣ ହରାଇ ସାମ୍ନାରେ ଥିବା ଘରେ ପଶିଯାଇଥିଲା।…

କୁନି ପିଲାର ରୟାଲ ଲାଇଫ୍‌ଷ୍ଟାଇଲ: ଗାଧାଏ କ୍ଷୀର ମହୁରେ, ଖେଳେ ସୁନା ଖେଳନାରେ

ଏବେ ସୁନାର ଦାମ୍‌ ଯାହା ହେଲାଣି ଲୋକମାନେ ବିବାହ ବ୍ରତରେ ବି ସୁନା ଗହଣା ତିଆରି କରିବା ବେଳକୁ ଚିନ୍ତାରେ ପଡ଼ୁଛନ୍ତି। କିନ୍ତୁ ବ୍ରିଟେନ୍‌ରେ ଏକ ଏମିତି ପିଲା ଅଛି, ଯାହାର ସବୁ ଜିନିଷ କେବଳ ସୁନାରେ ତିଆରି ହୋଇଛି। ଏହି ପିଲାଟି ଛୋଟ ଛୁଆମାନେ ବ୍ୟବହାର କରୁଥିବା ଖେଳନା ଠାରୁ ଆରମ୍ଭ କରି…

କଫିରେ ଚାମଚେ ଘିଅ ମିଶାଇ ପିଅନ୍ତୁ, ଆଶ୍ଚର୍ଯ୍ୟଜନକ ଭାବେ କମିବ ଓଜନ

ଓଜନ କମାଇବାକୁ ଆଜିକାଲି ଲୋକମାନେ କଫି ବା ବ୍ଲାକ୍‌ କଫି ପିଉଛନ୍ତି। ଏହା ଶରୀରରୁ ମେଦକୁ ହ୍ରାସ କରେ। କିନ୍ତୁ ଏବେ ଲୋକମାନେ କଫିରେ ଘିଅ ମିଶାଇ ପିଉଥିବା ଦେଖାଯାଇଛି। ଘିଅ କଫି ଶୁଣିବାକୁ ଅଦ୍ଭୁତ ଲାଗୁଥିଲେ ବି ଏବେ ଏହା କିଛି ଲୋକଙ୍କ ମଧ୍ୟରେ ଟ୍ରେଣ୍ଡ୍‌ରେ ରହିଛି। ଖାସ୍‌ କରି ବଲିଉଡ୍‌…

ରାଜନୀତିକୁ ଆସିବା ନେଇ ମୁହଁ ଖୋଲିଲେ ଅକ୍ଷୟ କୁମାର, କହିଲେ କ’ଣ ରହିଛି ଯୋଜନା

ରାଜନୀତିକୁ ଆସିପାରନ୍ତି କି ଖିଲାଡ଼ି କୁମାର ଅକ୍ଷୟ କୁମାର। ଏ ନେଇ ନିଜ ମତ ସେୟାର କରିଛନ୍ତି ନିଜେ ଅକ୍ଷୟ କୁମାର। ଲଣ୍ଡନର ପଲ୍‌ ମଲ୍‌ରେ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଡାଇରେକ୍ଟର୍ସରେ ଆୟୋଜିତ ହିନ୍ଦୁଜା ଓ ବଲିଉଡ୍‌ର ବୁକ୍‌ ଲଞ୍ଚରେ ନିଜ ଯୋଜନା ବିଷୟରେ କହିଛନ୍ତି ଅକ୍ଷୟ। ରାଜନୀତିରେ ଯୋଗ…