ଆମେରିକାରେ ସ୍ୱାଧୀନତା ଦିବସ ପରେଡ୍‌ ସମୟରେ ଗୁଳିକାଣ୍ଡ; ୬ ମୃତ, ୨୪ ଗୁରୁତର

ଚିକାଗୋ: ଆମେରିକାରେ ପୁଣି ବଡ଼ ଧରଣ ଗୁଳିକାଣ୍ଡରେ ୬ ମୃତ। ଏହି ଗୁଳିକାଣ୍ଡରେ ୩୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି। ଏଥିସହ ୨୪ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। अमेरिका की फ्रीडम डे परेड में फायरिंग: शिकागो में हमलावर ने बिल्डिंग की छत से अंधाधुंध गोलियां…

ରାଜ୍ୟର ବିଭିନ୍ନ ସ୍ଥାନରେ ଲଘୁଚାପ ବର୍ଷା, ୧୧ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର (କେନ୍ୟୁଜ୍‌): ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି। ଟ୍ଵିନ୍‌ସିଟି ସମେତ ସାରା ଓଡ଼ିଶା ଭିଜୁଛି। ଭୁବନେଶ୍ୱରରେ ମୂଷଳଧାରାରେ ବର୍ଷା ହେଉଛି। ଫଳରେ କିଛି ସ୍ଥାନରେ ରାସ୍ତାରେ ପାଣି ଜମି ରହିଛି। ଅନ୍ୟପଟେ ପ୍ରବଳ ବର୍ଷା ନେଇ ଆଜି ପାଇଁ ୧୧…

ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର, ଜାଣନ୍ତୁ ଭୁବନେଶ୍ୱରରେ କେତେ ଅଛି ଦାମ୍

ତୈଳ କମ୍ପାନୀ ପକ୍ଷରୁ ଆଜିର ପେଟ୍ରୋଲ- ଡିଜେଲ ଦର ଜାରି କରିଦିଆଯାଇଛି। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର କାଲି ତୁଳନାରେ ୪୧ ପଇସା ବଢ଼ି ୧୦୩ ଟଙ୍କା ୬୦ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୩୯ ପଇସା ବଢ଼ି ୯୫ ଟଙ୍କା ୧୫ ପଇସା ରହିଛି। ସେହିପରି ଦେଶର ପ୍ରମୁଖ ସହରରେ ବି…

ଦିନ କେମିତି କଟିବ, ଏବେଠୁ ହିଁ ଜାଣନ୍ତୁ ରାଶିଫଳରୁ

ମେଷ : କମ୍‌ ପରିଶ୍ରମ କରିବେ ଅଧିକ ଲାଭ ପାଇବେ। କର୍ମକ୍ଷେତ୍ରରେ ଆକସ୍ମିକ କେତେକ ସମସ୍ୟା କାରଣରୁ ପୂର୍ବସ୍ଥିରୀକୃତ କାର୍ଯ୍ୟ ସ୍ଥଗିତ ରହିପାରେ। ବନ୍ଧୁଙ୍କ ସାହାଯ୍ୟ, ସହଯୋଗର ଅଭାବ ନ ଥିଲେ ମଧ୍ୟ ପାରିବାରିକ ମନାନ୍ତର କାମକୁ ବିଗାଡ଼ି ଦେଇପାରେ। ରାଜନୀତିରେ ନୈତିକ ସମର୍ଥନ ହାସଲ…

ମହେଶ ବାବୁଙ୍କ ବଡ଼ ଭାଇଙ୍କୁ ଚପଲରେ ପିଟିବାକୁ ଗୋଡ଼ାଇଲେ ସ୍ତ୍ରୀ ରାମ୍ୟା, ହୋଟେଲରେ ଅଭିନେତ୍ରୀ ପବିତ୍ରାଙ୍କ ସହ ଥିବା…

ସୁପରଷ୍ଟାର ଅଭିନେତା ମହେଶ ବାବୁଙ୍କ ବଡ଼ ଭାଇ ନରେଶ ବାବୁ ଓ ତାଙ୍କ ପତ୍ନୀ ରାମ୍ୟା ରଘୁପତିଙ୍କ ମଧ୍ୟରେ ସମ୍ପର୍କ ଧୀରେ ଧୀରେ ତିକ୍ତ ହେବାରେ ଲାଗିଛି। ଗତ ରବିବାର ଉଭୟଙ୍କ ଝଗଡ଼ା ଏତେ ଭୟଙ୍କର ରୂପ ନେଇଥିଲା ଯେ ରାମ୍ୟା ନରେଶଙ୍କୁ ଗୋଡ଼େଇ ଗୋଡ଼େଇ ଚପଲରେ ପିଟିଥିଲେ। ସୋସିଆଲ ମିଡିଆରେ ଉଭୟଙ୍କ…

ପ୍ରସୂତୀଙ୍କୁ ଚେୟାରରେ ବସାଇ ୩ କିଲୋମିଟର ଚାଲି ଚାଲି ନଦୀ ପାର ହେଲେ ଗାଁ ଲୋକେ, ସାମ୍ନାକୁ ଆସିଲା ଲଜ୍ଜାଜନକ ଦୃଶ୍ୟ

ସ୍ୱାଧୀନତାର ୭୫ ବର୍ଷ ପରେ ବି ଗାଁକୁ ଅପହଞ୍ଚ ସାଧାରଣ ସୁବିଧା। ନା ଅଛି ରାସ୍ତା ନା ଯାତାୟାତ ପାଇଁ ରହିଛି ଅନ୍ୟ କୌଣସି ସୁବିଧା। କୌଣସି ସୁବିଧା ନଥିବାରୁ ପ୍ରସୂତୀଙ୍କୁ ଚେୟାରରେ ଟେକି ଟେକି ହସ୍ପିଟାଲ ନିଆଯାଇଛି। ମଧ୍ୟ ପ୍ରଦେଶରେ ଏଭଳି ଏକ ଲଜ୍ଜାଜନକ ମାମଲା ସାମ୍ନାକୁ ଆସିଛି। ଏଠାକାର…

ଏବେ ଦକ୍ଷିଣ ୟୁକ୍ରେନ୍‌ ଉପରେ ରୁଷ୍‌ର ନଜର, ଆକ୍ରମଣ ପାଇଁ ପଠାଇଲା ବିପୁଳ ଗୁଳିଗୋଳା

ୟୁକ୍ରେନର ପୂର୍ବ ଭାଗରେ ଲିସିଚାନ୍‌ସ୍କ ଦଖଲ ପରେ ଏବେ ଦକ୍ଷିଣ ଉପରେ ରୁଷର ଆଖି। ଏଣୁ ଏବେ କ୍ରିମିଆରୁ ସେନା ବାହିନୀର ସ୍ଥିତି ବଦଳାଇଛି ରୁଷ। ଏପରିକି ପେନିନସୁଲାରେ ବସବାସ କରୁଥିବା ୟୁକ୍ରେନ ନାଗରିକଙ୍କୁ ମଧ୍ୟ ୟୁକ୍ରେନ ବିରୋଧରେ ଯୁଦ୍ଧ କରିବାକୁ ଚାପ ପ୍ରୟୋଗ କରାଯିବ ବୋଲି କ୍ରିମିଆରେ…

ତାଳଧ୍ୱଜ ଓ ଦେବଦଳନ ରଥରେ ଫାଟ, ପୂର୍ତ୍ତ ବିଭାଗର ଯାଞ୍ଚ ପରେ ମରାମତି କରିବେ ଭୋଇ ସେବକ

ପୁରୀ(କେନ୍ୟୁଜ୍‌): ଆସନ୍ତାକାଲି ପବିତ୍ର ହେରାପଞ୍ଚମୀ। ବୁଧବାର ହେବ ତିନି ରଥର ଦକ୍ଷିଣ ମୋଡ଼। ଏହା ପୂର୍ବରୁ ଆଜି ପୂର୍ତ୍ତ ବିଭାଗ ପକ୍ଷରୁ ତିନି ରଥକୁ ଟିକିନିଖି ଯାଞ୍ଚ କରାଯାଇଛି। ରଥଯାତ୍ରା ଦିନ ବଡ଼ଦାଣ୍ଡରେ ଅଢେଇ କିଲୋମିଟର ତିନି ରଥ ଗଡିବା ପରେ ରଥର ଯାଞ୍ଚ ଆବଶ୍ୟକ ପଡ଼ିଥାଏ।…

ନଗ୍ନ ଫଟୋ ବିକ୍ରି କରି ୟୁକ୍ରେନ୍‌କୁ ଆର୍ଥିକ ସହାୟତା ଯୋଗାଉଛନ୍ତି ମହିଳା, ୩ ମାସ ଭିତରେ ସଂଗ୍ରହ କଲେଣି ୭ ଲକ୍ଷ ଡଲାର

ୟୁକ୍ରେନ୍‌କୁ ସାହାଯ୍ୟ କରିବାକୁ ଲୋକମାନେ ଭିନ୍ନ ଭିନ୍ନ ପନ୍ଥା ଆପଣାଉଥିବା ଦେଖିବାକୁ ମିଳିଛି। କିଏ ଜମି ବାଡ଼ି ବିକି ୟୁକ୍ରେନ୍‌ ସରକାରଙ୍କୁ ସାହାଯ୍ୟ କରୁଛନ୍ତି ତ ଆଉ କିଏ ନିଜ ସଞ୍ଚିତ ଧନକୁ ଦାନ କରୁଛନ୍ତି। ତେବେ ଏବେ ୟକ୍ରେନ୍‌କୁ ସାହାଯ୍ୟ କରିବାକୁ କିଛି ଲୋକ ନିଜ ନଗ୍ନ ଫଟୋ ବିକ୍ରି…

ବରିଷ୍ଠ ଫିଲ୍ମ ନିର୍ଦ୍ଦେଶକ ପଦ୍ମଶ୍ରୀ ତରୁଣ ମଜୁମଦାରଙ୍କ ୯୧ ବର୍ଷରେ ପରଲୋକ, ଓଡ଼ିଆ ଫିଲ୍ମ ‘ଅକୁହା କଥା’ରେ ଦେଇଥିଲେ…

ବରିଷ୍ଠ ବଙ୍ଗାଳୀ ଫିଲ୍ମ ନିର୍ଦ୍ଦେଶକ ତଥା ପଦ୍ମଶ୍ରୀ ତରୁଣ ମଜୁମ୍‌ଦାରଙ୍କର ୯୧ ବର୍ଷ ବୟସରେ ଆଜି ନିଧନ ହୋଇଛି। ବୟସାଧିକ ରୋଗରେ ସେ ଦୀର୍ଘ ଦିନ ହେଲାଣି ପୀଡ଼ିତ ଥିଲେ। କୋଲକାତାର ଏସ୍‌ଏସ୍‌କେଏମ୍‌ର ସରକାରୀ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି। ସେ ଭେଣ୍ଟିଲେଟର…

ଦିନ ଆରମ୍ଭରୁ ଜାଣି ରଖନ୍ତୁ ଆଜି କେମିତି କଟିବ ଆପଣଙ୍କ ସମୟ

ମେଷ : କ୍ଷଣକୋପୀ ହେବେ। ଚାକିରିରେ ପଦୋନ୍ନତି ମିଳିବ। ମାଙ୍ଗଳିକ କାର୍ଯ୍ୟ କରିବେ । ମନ ପସନ୍ଦ ଜାଗାରେ ଚାକିରି ମିଳିବ। ଆଗକୁ ବଢ଼ି ଚାଲନ୍ତୁ, ପରିସ୍ଥିତି ଆପଣଙ୍କ ପକ୍ଷରେ ହେବ। ରାଜନୀତିରେ ସଫଳତା ପାଇବେ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ। ବୃଷ : ସମସ୍ତଙ୍କ ଦୃଷ୍ଟି ଆକର୍ଷଣ…

ଟାଟା ଟ୍ରଷ୍ଟ ପକ୍ଷରୁ ଆରମ୍ଭ ହେଉଛି ଟ୍ରେନିଂ ପ୍ରୋଗ୍ରାମ୍‌, +୨ ପଢ଼ୁଥିଲେ ଏବେ ହିଁ କରନ୍ତୁ ଆବେଦନ; ମିଳିବ ଆକର୍ଷଣୀୟ…

ଏକାଦଶରୁ ଗ୍ରାଜୁଏସନ୍‌ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଲାଗି ରିସର୍ଚ୍ଚ ଓ ଟ୍ରେନିଂ ପାଇଁ ଟାଟା ଟ୍ରଷ୍ଟ (Tata Trusts) ପକ୍ଷରୁ ଆରମ୍ଭ ହୋଇଛି ପ୍ରୋଗ୍ରାମ୍‌। ଏହି ପ୍ରୋଗ୍ରାମର ନାଁ ରହିଛି ଟାଟା ଟ୍ରଷ୍ଟସ୍‌ ମିନ୍ସ ଗ୍ରାଣ୍ଟ ଫର କଲେଜ ୨୦୨୨-୨୩ (Tata Trusts Means Grant for College…