Browsing Category

ବ୍ୟବସାୟ ଓ ଅର୍ଥନୀତି

କମିଲା ସୁନା ଦାମ୍, ଆଜି ରାକ୍ଷୀରେ ଭଉଣୀ ପାଇଁ କିଣି ଆଣନ୍ତୁ ମନ ପସନ୍ଦର ଗହଣା

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୬୦୦ ଟଙ୍କା କମି ୪୭,୩୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୬୬୦ ଟଙ୍କା କମି ୫୧,୬୫୦ ଟଙ୍କା ରହିଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ…

ଭୁବନେଶ୍ୱରରେ କମିଲା ପେଟ୍ରୋଲ ଓ ଡିଜେଲ, ଜାଣନ୍ତୁ ଲିଟର ପିଛା ଆଜି କେତେ ଅଛି ଦାମ୍

କମିଲା ପେଟ୍ରୋଲ ଓ ଡିଜେଲ ଦର। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ଲିଟର ପିଛା କାଲି ତୁଳନାରେ ୪୧ ପଇସା କମି ୧୦୩ ଟଙ୍କା ୧୯ ପଇସା ହୋଇଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୩୯ ପଇସା କମି ୯୪ ଟଙ୍କା ୭୬ ପଇସା ହୋଇଛି। ସେହିପରି ଦେଶର ପ୍ରମୁଖ ସହରରେ ବି ପେଟ୍ରୋଲ ଓ ଡିଜେଲ ଦରରେ…

ମହଙ୍ଗା ହୋଇପାରେ ବିମାନ ଯାତ୍ରା! ଅଗଷ୍ଟ ୩୧ରୁ ଘରୋଇ କମ୍ପାନୀ ସ୍ଥିର କରିବେ ଭଡ଼ା

ଆଗାମୀ ଦିନରେ ବିମାନ ଯାତ୍ରା ମହଙ୍ଗା ହୋଇପାରେ। କାରଣ, ସରକାର ଘରୋଇ ଉଡ଼ାଣ ପାଇଁ ଭଡ଼ା ଧାର୍ଯ୍ୟ କରିବାର ଅଧିକାର ପୁନର୍ବାର ବିମାନ କମ୍ପାନୀଗୁଡ଼ିକୁ ହସ୍ତାନ୍ତର କରିବାକୁ ଯାଉଛନ୍ତି। କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ମୁତାବକ, କରୋନା ମହାମାରୀକୁ ନଜରରେ ରଖି ୨୦୨୦ ମେ’ ମାସରେ ଘରୋଇ ଉଡ଼ାଣ…

Gucci ହେଲା ବିଶ୍ୱର ପ୍ରଥମ ଷ୍ଟୋର, ଯିଏ ପେମେଣ୍ଟରେ ନେଉଛି କ୍ରିପ୍ଟୋ କଏନ୍

ହାଇ ଏଣ୍ଡ ଇଟାଲୀୟ ଫ୍ୟାଶନ ଗୁଚି ହେଲା ବିଶ୍ୱର ପ୍ରଥମ ପ୍ରମୁଖ ବ୍ରାଣ୍ଡ୍, ଯିଏକି ହୋଇପାରିଛି ସବୁଠୁ ବଡ଼ ବ୍ରାଣ୍ଡ୍। କାରଣ ଏହି ଆପ୍ ଗତ ସପ୍ତାହରେ ଘୋଷଣା କରିଛି ଯେ ଏହା ସପିଙ୍ଗରେ ଆପକଏନ୍ ବା କ୍ରିପ୍ଟୋ କଏନ୍ ଗ୍ରହଣ କରୁଛି । ଏହା ହୋଇଛି ବିଶ୍ୱର ଏମିତି ଏକ ଅନଲାଇନ୍ ସପ ଯିଏକି…

କୃଷକଙ୍କ ପାଇଁ ବଢ଼ିଆ ଖବର, ୧୨ତମ କିସ୍ତି ପାଇବା ପୂର୍ବରୁ ଜାଣିନିଅନ୍ତୁ ଜରୁରୀ କଥା

ସାରା ଦେଶରେ କୃଷକଙ୍କ ପାଇଁ ଆରମ୍ଭ କରାଯାଇଥିବା ପିଏମ୍‌ କିସାନ୍‌ ସମ୍ମାନ ନିଧି ଯୋଜନାର ୧୨ତମ କିସ୍ତିକୁ ୧୦ କୋଟି ରୁ ଅଧିକ କୃଷକ ଅପେକ୍ଷା କରି ରହିଛନ୍ତି। ଏଥର ତ ସରକାର ସଫା ସଫା କହିଦେଇଛନ୍ତି ଯେ ଯେଉଁ କୃଷକ ଏବେ ପର୍ଯ୍ୟନ୍ତ ଇ-କେଓ୍ଵାଇସୀ ପୂରା କରିନାହାଁନ୍ତି, ସେମାନଙ୍କ ଖାତାକୁ…

ଜିଓର Independence day ଅଫର, ମାଗଣାରେ ଘରେ ବସି ପାଆନ୍ତୁ ଦୈନିକ ୨.୫ଜିବି ଡାଟା ସହିତ ଅନଲିମିଟେଡ କଲିଂ ଓ ଏସଏମ୍‌ଏସ…

କମ ମୂଲ୍ୟରେ ମନୋରଞ୍ଜନର ପୂରା ଫାଇଦା ଉଠାଇବାକୁ ଚାହୁଁଥିଲେ ଆଉ ଡେରି କରନ୍ତୁ ନାହିଁ। ଦେଶର ପ୍ରମୁଖ ଜିଓ କମ୍ପାନୀ ତାର ୟୁଜର୍ସଙ୍କୁ ଖୁସି କରାଇବା ପାଇଁ ସ୍ୱାଧୀନତା ଦିବସ ଅବସରରେ ଆଣିଛି ଶାନଦାର ଅଫର। ଏମିତିରେ ଆପଣଙ୍କ ପାଇଁ ପକେଟ ଫ୍ରେଣ୍ଡଲି ଅଫର ନେଇ ଆସିଛି ରିଲାଏନ୍ସ ଜିଓ।…

ଆଜି ଆପଣଙ୍କ ସହରରେ କେତେ ଅଛି ପେଟ୍ରୋଲ ଓ ଡିଜେଲ ଦର ଜାଣନ୍ତୁ

ଆଜି ପେଟ୍ରୋଲ ଓ ଡିଜେଲ ଦରରେ କିଛି ପରିବର୍ତ୍ତନ ଆସିନାହିଁ। ତେବେ ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ଲିଟର ପିଛା ୧୦୩ ଟଙ୍କା ୬୦ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୯୫ ଟଙ୍କା ୧୫ ପଇସା ରହିଛି। ସେହିପରି ଦେଶର ପ୍ରମୁଖ ସହରରେ ବି ପେଟ୍ରୋଲ ଓ ଡିଜେଲ ଦରରେ କିଛିଟା…

ଆଜି ସୁନା ମୂଲ୍ୟରେ ସାମାନ୍ୟ ପରିବର୍ତ୍ତନ, ବିଳମ୍ବ ନ କରି ଜଲଦି ଜାଣନ୍ତୁ ତାଜା ଅପଡେଟ

ସୁନାପ୍ରେମୀ ମାନଙ୍କ ପାଇଁ ଖୁସି ଖବର। ପ୍ରତିଦିନର ସୁନା ମୂଲ୍ୟରେ ଆଜି ହୋଇଛି ସାମାନ୍ୟ ପରିବର୍ତ୍ତନ। ଗ୍ରାହକ ଯେଉଁମାନେ ଆଜି ଭାବୁଛନ୍ତି ସୁନା କିଣିବାକୁ ସେମାନେ ନିହାତି ଭାବେ ଆଜିର ତାଜା ଅପଡେଟ ଜାଣି ରଖନ୍ତୁ। ଆଜି ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ…

ଅଗ୍ନିବୀର ନିଯୁକ୍ତି ରାଲିର ଆଡ୍‌ମିଟ କାର୍ଡ ଜାରି, ଏମିତି କରନ୍ତୁ ଡାଉନଲୋଡ୍‌

ଭାରତୀୟ ସେନା ଅଗ୍ନିବୀର ନିଯୁକ୍ତି ରାଲି ପାଇଁ ପ୍ରାର୍ଥୀଙ୍କ ଆଡ୍‌ମିଟ କାର୍ଡ ଜାରି କରିଛି। ଯେଉଁ ଆଶାୟୀମାନେ ନିଯୁକ୍ତି ରାଲିରେ ସାମିଲ ହେବା ପାଇଁ ପଞ୍ଜୀକରଣ କରିଛନ୍ତି, ସେମାନେ ନିଜ ନିଜ ଆଡ୍‌ମିଟ କାର୍ଡ ଅଫିସିଆଲ େଓ୍ଵବ୍‌ସାଇଟ joinindianarmy.nic.inରେ ଭିଜିଟ୍‌ କରି ଡାଉନଲୋଡ୍‌…

ଆକ୍ସିଡେଣ୍ଟ ହୋଇଗଲେ ଚିନ୍ତା କରନ୍ତୁ ନାହିଁ, ନଫସିବା ପାଇଁ ତୁରନ୍ତ କରନ୍ତୁ ଏହି କାମ

ରାସ୍ତାରେ ଯିବା ସମୟରେ କେତେବେଳେ ଯେ କେଉଁ ଦୁର୍ଘଟଣା ଘଟିଯାଏ ତାହା କାହାକୁ ଜଣାନଥାଏ। ଏମିତିରେ ଅନେକ ଜଣ ଅଜାଣତରେ ଆକ୍ସିଡେଣ୍ଟର ମଧ୍ୟ ଶିକାର ହୋଇଯାନ୍ତି। ତେଣିକି ତାଙ୍କ ଦୋଷ ଥାଉ ଅବା ନଥାଉ। କିନ୍ତୁ ପରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ। ଏମିତିକି ଜେଲ ଚକ୍କର ନେବାକୁ ପଡେ।…

ଗହମ ପରେ ଏବେ ଅଟା, ମଇଦା ଓ ସୁଜି ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇପାରନ୍ତି ସରକାର, ବଢିପାରେ ଦାମ୍‌

ଭାରତ ସରକାର ଗହମ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇବା ପରେ ଏବେ ପୁଣି ଅଟା, ମଇଦା ଏବଂ ସୁଜି ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହାପୂର୍ବରୁ ସରକାର ମଇ ମାସରେ ଗହମ ରପ୍ତାନୀ ଉପରେ ରୋକ୍‌ ଲଗାଇବା ପାଇଁ ଘୋଷଣା କରିଥିଲେ। ଏବେ ଗହମ ପରେ ଅଟା, ମଇଦା, ସୁଜି…

ଏବେ ଫାଷ୍ଟ ଟ୍ୟାଗ୍ ନୁହେଁ,ବରଂ ଜିପିଏସରୁ ନିଆଯିବ ଟଙ୍କା, ସରକାରଙ୍କର ନୂଆ ନିୟମ

ଯେତିକି ଦୂର ଯାତ୍ରା ସେତିକି ଟୋଲ୍ ଫି । ହଁ ଆଜ୍ଞା ଏଣିକି ଯେତେ ଦୂର ଯାତ୍ରା ଆପଣ କରିବେ ସେତେ ଟୋଲ ଫି ଦେବେ। ଟୋଲ୍ ରାଜସ୍ୱ ସଂଗ୍ରହ ପାଇଁ ଖୁବ୍ ଶୀଘ୍ର ନୂଆ ଟେକ୍ନୋଲୋଜି ଆଣିବାକୁ ଯୋଜନା କରୁଛନ୍ତି କେନ୍ଦ୍ର ସରକାର । ଏହା ମାଧ୍ୟମରେ ନ୍ୟାସନାଲ ମାଧ୍ୟମରେ ଥିବା ଟୋଲ୍ ପ୍ଲାଜା ହଟାଇ…