Browsing Category

ମନୋରଂଜନ

ମୁମ୍ବାଇରେ ଅଟୋ ଚଲାଉ ଚଲାଉ ପାଲଟିଗଲେ କମେଡି କିଙ୍ଗ୍‌! ଏମିତି ଥିଲା କମେଡିଆନ୍‌ ରାଜୁ ଶ୍ରୀବାସ୍ତବଙ୍କ ଜୀବନ ଯାତ୍ରା…

ରାଜୁ ଶ୍ରୀବାସ୍ତବ, କେବଳ ନାଁଟି ହିଁ ଯଥେଷ୍ଟ। କିଏ ବା ନ ଜାଣିଛି ରାଜୁଙ୍କୁ। ଷ୍ଟାଣ୍ଡ୍‌-ଅପ୍‌ କମେଡିଆନ ଭାବେ ଲୋକପ୍ରିୟତାର ଶୀର୍ଷରେ ରାଜୁ ଶ୍ରୀବାସ୍ତବ। କିଏ ତାଙ୍କୁ କୁହେ ‘କମେଡିର ବାଦଶାହ’ ତ କିଏ କୁହେ ‘କମେଡି କିଙ୍ଗ୍‌’। ରାଜୁଙ୍କ ପ୍ରତି ରକ୍ତ ବିନ୍ଦୁରେ ଭରି ରହିଛି ପ୍ରତିଭା।…

‘ଇଣ୍ଡିଆନ୍‌ ପୁଲିସ ଫୋର୍ସ’ ପାଇଁ ସୁଟିଂ କରୁ କରୁ ଭାଙ୍ଗିଗଲା ଶିଳ୍ପାଙ୍କ ଗୋଡ, ଫ୍ୟାନ୍ସଙ୍କ ଆଶୀର୍ବାଦ କାମନା…

ବଲିଉଡ଼ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ କୁନ୍ଦ୍ରା ଖୁବଶୀଘ୍ର ରୋହିତ ଶେଟ୍ଟୀଙ୍କ ୱେବ ସିରିଜ ଇଣ୍ଡିଆନ ପୁଲିସ ଫୋର୍ସରେ ନଜର ଆସିବେ । ଏହି ପ୍ରୋଜେକ୍ଟ ପାଇଁ ଶିଳ୍ପା କଡା ପରିଶ୍ରମ କରୁଛନ୍ତି। ରୋହିତଙ୍କ ନୂଆ ପ୍ରୋଜେକ୍ଟରେ କାମ କରିବା ସମୟରେ ଆହତ ହୋଇଛନ୍ତି। ଶିଳ୍ପାଙ୍କ ଏଭଳି ଅବସ୍ଥା ଦେଖି…

ଆଞ୍ଜିଓପ୍ଲାଷ୍ଟି ହେବା ପରେ ଭେଣ୍ଟିଲେଟର ସପୋର୍ଟରେ ରାଜୁ ଶ୍ରୀବାସ୍ତବ, ଫ୍ୟାନ୍ସ କରୁଛନ୍ତି ପ୍ରାର୍ଥନା

ଲୋକପ୍ରିୟ କମେଡିଆନ୍ ରାଜୁ ଶ୍ରୀବାସ୍ତବଙ୍କ ପାଇଁ ଫ୍ୟାନ୍ସ ଏବେ ପ୍ରାର୍ଥନା କରୁଛନ୍ତି। ଅଚାନକ ତାଙ୍କର ସ୍ୱାସ୍ଥ୍ୟ ବିଗିଡିଯିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେ ହୃଦଘାତର ଶିକାର ହେବା ପରେ ଏମ୍ସ ହସପିଟାଲରେ ଭର୍ତ୍ତି ହୋଇଥିଲେ। ଏବେ ଆଞ୍ଜିଓପ୍ଲାଷ୍ଟି ପରେ ଭେଣ୍ଟିଲେଟରରେ…

ରକ୍ଷାବନ୍ଧନରେ ବଡ ପରଦାରେ ରିଲିଜ ହୋଇଛି ୨ଟି ନୂଆ ଫିଲ୍ମ ‘ଲାଲ ସିଂ ଚଢା’ ଏବଂ ‘ ରକ୍ଷା…

ନୂଆଦିଲ୍ଲୀ: ରକ୍ଷାବନ୍ଧନ ଅବସରରେ ବଡ ପରଦାରେ ରିଲିଜ ହୋଇଛି ୨ଟି ନୂଆ ଫିଲ୍ମ 'ଲାଲ ସିଂ ଚଢା' ଏବଂ ' ରକ୍ଷା ବନ୍ଧନ' । ଦେଖିବାକୁ ବାକି ରହିଲା କିଏ କାହା ଉପରେ ପଡୁଛି ଭାରି । ୧୮୦ କୋଟି ବଜେଟରେ ପ୍ରସ୍ତୁତ ଅମିର ଖାନ୍‌ଙ୍କ ଫିଲ୍ମ ଲାଲ ସିଂ ଚଢା ଏବେଠୁ ୧୧ କୋଟି କଲେକ୍ସନ କରିଥିବା ବେଳେ…

ଇନଷ୍ଟା କୁଇନ ଅଞ୍ଜଳି ଆରୋରାଙ୍କ MMS ଭିଡିଓ ଭାଇରାଲ, ସାମ୍ବାଦିକଙ୍କ ପ୍ରଶ୍ନର ସ୍ପଷ୍ଟିକରଣ ରଖିଲେ ଅଭିନେତ୍ରୀ

ନୂଆଦିଲ୍ଲୀ:ପୁଣି ଏକ ଆଲବମ୍ ହିରୋଇନଙ୍କ ଏମଏମଏସ ଭିଡିଓ ଭାଇରାଲ। ସୋସିଆଲ ମିଡିଆରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ସେହି ଆଲବମ୍ ହିରୋଇନି ହେଉଛନ୍ତି କାଚା ବାଦାମ ଗୀତରେ ନାଚିଥିବା ଅଭିନେତ୍ରୀ ଅଞ୍ଜଳି ଆରୋରା। କାଚା ବାଦାମରେ ତାଙ୍କ ଡ୍ୟାନ୍ସ ଭିଡିଓ ଭାଇରାଲ ହେବା ପରେ ଖ୍ୟାତି ଅର୍ଜନ…

ବାପା ହେଲେ ‘କୁଣ୍ଡଳୀ ଭାଗ୍ୟ’ ଫେମ୍‌ ଧୀରଜ ଧୁପର, ଘରକୁ ଆସିଲା ପୁତ୍ର ସନ୍ତାନ

ଟିଭି ସିରିୟଲ ‘କୁଣ୍ଡଳୀ ଭାଗ୍ୟ’ରେ କରନ୍‌ ଲୁଥରା ଭୂମିକାରେ ଅଭିନୟ କରି ଲୋକପ୍ରିୟ ହୋଇଥିବା ଅଭିନେତା ଧୀରଜ ଧୁପର ବାପା ହୋଇଛନ୍ତି। ଧୀରଜଙ୍କ ଘରକୁ ଆସିଛି କୁନି ଅତିଥି। ଧୀରଜ ଧୁପର ଓ ତାଙ୍କ ପତ୍ନୀ ବିନ୍ନି ଆରୋରାଙ୍କ ଘରେ ଜନ୍ମ ନେଇଛି କୁନି ପୁଅ। ଫ୍ୟାନ୍‌ଙ୍କ ସହ ଏହି ଖୁସି ଖବର ସେୟାର…

“ମିସ୍ଟର ପରଫେକ୍ସନିଷ୍ଟ” ଟ୍ୟାଗକୁ ନେଇ ଚିଡ଼ ଚିଡ଼ ହୋଇଯାନ୍ତି ଅମୀର ଖାନ, କହିଲେ ମୋର ଏ ଡାକ ପସନ୍ଦ…

ବଲିଉଡ ଅଭିନେତା ଅମୀର ଖାନ ନିଜର ପ୍ରତିଟି ଫିଲ୍ମକୁ ଖୁବ ସତର୍କତାର ସହିତ ପ୍ରସ୍ତୁତ କରିଥାନ୍ତି । ତାଙ୍କ ପ୍ରତିଟି ଫିଲ୍ମରେ ନୂଆ କିଛି ଦେଖେଇବାକୁ ଚେଷ୍ଟା କରନ୍ତି ଅମୀର ଖାନ । ଏହି କାରଣରୁ ହିଁ ତାଙ୍କୁ ବଲିଉଡରେ ମିସ୍ଟର ପ୍ରଫେକ୍ସନିଷ୍ଟ ନାଁରେ ବି ଜଣାଯାଏ । କିନ୍ତୁ ଅମୀର ଖାନଙ୍କୁ…

ଲଳିତ ମୋଦିଙ୍କୁ ଧୋକା! ପୁଣି ପୂର୍ବତନ ପ୍ରେମିକଙ୍କ ସହ ମିଶି ମା’ଙ୍କ ଜନ୍ମଦିନ ପାଳିଲେ ସୁସ୍ମିତା ସେନ୍‌

ଲଳିତ ମୋଦି ଯେବେଠାରୁ ସୁସ୍ମିତା ସେନ୍‌ଙ୍କ ସହ ନିଜ ସମ୍ପର୍କ ବିଷୟରେ ଖୁଲାସା କରିଛନ୍ତି, ସେବେଠାରୁ ଉଭୟ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ନିକଟରେ ଅଭିନେତ୍ରୀ ନିଜ ମା’ ଶୁଭ୍ରା ସେନ୍‌ଙ୍କ ଜନ୍ମଦିନ ପାଳନ କରିଛନ୍ତି। ଏହି ଅବସରରେ ସେ ମସ୍ତିଭରା ପାର୍ଟି ମଧ୍ୟ କରିଥିଲେ।…

କମେଡିଆନ୍‌ ରାଜୁ ଶ୍ରୀବାସ୍ତବଙ୍କୁ ହାର୍ଟ ଆଟାକ୍‌! ଦିଲ୍ଲୀ ଏମ୍ସରେ ଚାଲିଛି ଚିକିତ୍ସା

ଟିଭି ଜଗତର ଜଣାଶୁଣା କମେଡିଆନ୍‌ ରାଜୁ ଶ୍ରୀବାସ୍ତବଙ୍କୁ ନେଇ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ମିଳିଥିବା ଖବର ମୁତାବକ, ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ନାହିଁ। ଦେହ ହଠାତ୍‌ ଅସୁସ୍ଥ ହୋଇ ପଡ଼ିଥିବାରୁ ତାଙ୍କୁ ଦିଲ୍ଲୀର ସରକାରୀ ହସ୍ପିଟାଲ ଏମ୍ସରେ ଭର୍ତ୍ତି କରାଯାଇଛି।…

ଆମିରଙ୍କୁ ନିଜ ଫିଲ୍ମରେ ନେବା ପାଇଁ ମନା କଲେ ପତ୍ନୀ କିରଣ ରାଓ, ଅଡିସନ ଦେଇ ଫେଲ୍‌ ହେଲେ

ଆମିର ଖାନଙ୍କ ପତ୍ନୀ କିରଣ ରାଓ ପୁଣି ଥରେ ଫିଲ୍ମ ପ୍ରଯୋଜନାକୁ ଫେରୁଛନ୍ତି। କିରଣ ଯେଉଁ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି, ତା’ର ନାମ ରଖିଛନ୍ତି ‘ଲାପତା ଲେଡିଜ’। କିରଣଙ୍କ ପ୍ରଥମ ଫିଲ୍ମ ‘ଧୋବୀ ଘାଟ’ ରହିଥିଲା। ଯାହା ବକ୍ସ ଅଫିସରେ ବେଶ କିଛି କମାଲ କରିପାରିନଥିଲା ଏହି ଫିଲ୍ମରେ ଆମିର…

ବଲିଉଡ଼ କୁଇନ କଙ୍ଗନା ରଣାଓ୍ଵତଙ୍କୁ ଡେଙ୍ଗୁ, ପ୍ରଡକ୍ସନ ହାଉସ ପକ୍ଷରୁ ମିଳିଲା ସୂଚନା

ବଲିଉଡ଼ କୁଇନ କଙ୍ଗନା ରଣାଓ୍ଵତଙ୍କୁ ଡେଙ୍ଗୁ। କଙ୍ଗନା ରଣାଓ୍ଵତଙ୍କ ପ୍ରଡକ୍ସନ ହାଉସ ଏନେଇ ସୂଚନା ଦେଇଛି। ଏହାକୁ ନେଇ ପ୍ରଡକ୍ସନ ହାଉସ୍‌ ଇନଷ୍ଟାଗ୍ରାମ ରେ ଷ୍ଟୋରୀ ସେୟାର କରିଥିଲା। ପୋଷ୍ଟରେ ପ୍ରଡକ୍ସନ ହାଉସ ଲେଖିଥିଲା ଯେ, "ଆପଣଙ୍କୁ ଡେଙ୍ଗୁ ହେବା କାରଣରୁ ହ୍ଵାଇଟ ବ୍ଲଡ ସେଲ୍ସ କମ ହେବା…

ପରଲୋକରେ ବରିଷ୍ଠ ଓଡ଼ିଆ ଚଳଚ୍ଚିତ୍ର ସଂଳାପ ଲେଖକ ରଣଜିତ୍‌ ପଟ୍ଟନାୟକ

କଟକ (କେନ୍ୟୁଜ) : ଆଉ ନାହାଁନ୍ତି ରଣଜିତ୍‌ ପଟ୍ଟନାୟକ। ବରିଷ୍ଠ ଓଡ଼ିଆ ଚଳଚ୍ଚିତ୍ର ସଂଳାପ ଲେଖକ ରଣଜିତ୍ ପଟ୍ଟନାୟକଙ୍କ ପରଲୋକ। କଟକସ୍ଥିତ ସିଡିଏ ୯ ନଂ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା। ଶ୍ରୀଯୁକ୍ତ ପଟ୍ଟନାୟକ ବହୁ ଓଡ଼ିଆ ଫିଲ୍ମର…