Browsing Category

ଦେଶ ବିଦେଶ

ଆଜି ହେଉଛି ବିଶ୍ଵହସ୍ତୀ ଦିବସ, ପରିବେଶ ସନ୍ତୁଳନ ରକ୍ଷାରେ ରହିଛି ହାତୀର ପ୍ରମୁଖ ଭୂମିକା

ଭୁବନେଶ୍ୱର(କେନ୍ୟୁଜ୍): ଆଜି ହେଉଛି ବିଶ୍ଵହସ୍ତୀ ଦିବସ। ପ୍ରତିବର୍ଷ ଅଗଷ୍ଟ ୧୨ କୁ ବିଶ୍ଵ ହସ୍ତୀ ଦିବସ ରୂପେ ପାଳନ କରାଯାଏ। ଦିନଥିଲା କୁହାଯାଉଥିଲା ହାତୀ ହେଉଛି ମଣିଷର ବନ୍ଧୁ। କିନ୍ତୁ ପରିବର୍ତ୍ତିତ ସମୟରେ ଏବେ ମଣିଷର ବଡ ଶତ୍ରୁ ଭାବେ ହାତୀକୁ ଗଣନା କରାଯାଉଛି। ପରିବେଶ ସନ୍ତୁଳନରେ…

ଗୁଜରାଟ: ଜାମନଗର ହୋଟେଲରେ ଭୟାନକ ଅଗ୍ନିକାଣ୍ଡ , ସୁରକ୍ଷିତ ଭାବେ ଉଦ୍ଧାର ହେଲେ ୨୭ ଲୋକ

ନୂଆଦିଲ୍ଲୀ : ଗୁଜରାଟରେ ଜାମନଗର ନିକଟ ଅଲେଣ୍ଟୋ ହୋଟେଲରେ ଗୁରୁବାର ସନ୍ଧ୍ୟାରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଏହି ସମୟରେ ହୋଟେଲରେ ଅଧିକ ଅତିଥି ମାନେ ଥିଲେ ଯାହାକୁ ଠିକ୍ ସମୟରେ ସୁରକ୍ଷିତ ଭାବେ ବାହାରକୁ ନିଆଯାଇଥିଲା । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସଂପତ୍ତି କ୍ଷତିହୋଇଛି । ତେବେ…

ଉତ୍ତର ପ୍ରଦେଶ ଯମୁନା ନଦୀରେ ବୁଡ଼ିଲା ଡଙ୍ଗା, ୩ ମୃତ, ୧୫ ନିଖୋଜ

ବଣ୍ଡା (ୟୁପି) : ଉତ୍ତର ପ୍ରଦେଶ ଯମୁନା ନଦୀରେ ଘଟିଛି ଅଘଟଣ । ଡଙ୍ଗାବୁଡ଼ି ୩ ଜଣଙ୍କ ମୃତ୍ୟୁ ଘଟିଛି । ଏବେ ୧୪-୧୫ ଜଣ ନିଖୋଜ ଅଛନ୍ତି। ୨୦ ଜଣଙ୍କୁ ଉଦ୍ଧାର କରାଯାଇଛି। ଏନଡିଆରଏଫ୍ ଓ ଏସଡିଆରଏଫ୍ ଟିମ୍ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ରାତି ତମାମ ଉଦ୍ଧାର କାର୍ଯ୍ୟ ଚାଲିବ। ନଦୀ…

ଚୀନକୁ ଆମେରିକାର କଡ଼ା ଚେତାବନୀ, ତାଇୱାନକୁ ଧ୍ୱଂସ କରିପାରିବନି ଡ୍ରାଗନ

ନୂଆଦିଲ୍ଲୀ : ଚୀନ୍ର ଯୁଦ୍ଧାଭ୍ୟାସ ସରିଛି । ହେଲେ ସରିନି ଯୁଦ୍ଧ ଉତ୍ତେଜନା । ତୁଟିନ ଆକ୍ରମଣର ଭୟ । ସାତ ଦିନର ସମରାଭ୍ୟାସ ପରେ ତାଇଓ୍ଵାନ ଉପରେ ଆକାଶରୁ ନଜର ରଖାଯିବ ବୋଲି କହିଛି ଚୀନ୍ । ତାଇଓ୍ଵାନ ସମୁଦ୍ରରେ ଚୀନ୍ ନୌସେନାର ପାଟ୍ରୋଲିଂ ମଧ୍ୟ ଜାରି ରହିବ । କାଲି ଶ୍ୱେତପତ୍ର ଜାରି…

ମାଲିକ ହେବ ତ ଏମିତି ! କର୍ମଚାରୀଙ୍କୁ କାଢି ଦେଲେ ବୋଲି କାନ୍ଦି କାନ୍ଦି ସୋସିଆଲ ମିଡିଆରେ ପୋଷ୍ଟ କଲେ କମ୍ପାନୀ ସିଇଓ

କର୍ମଚାରୀ ମାନଙ୍କୁ ବାହାର କରିବା ପରେ ସେହି ଗ୍ଲାନିରୁ କିଛିଟା ତ୍ରାହି ପାଇବା ପାଇଁ କମ୍ପାନୀ ସିଇଓ ଏକ ନୂଆ ତରିକା ବାହାର କରିଛନ୍ତି । ଏହାଦ୍ୱାରା ଜଣା ପଡୁଛିଯେ ଆପଣ ଜଣେ କର୍ମଚାରୀଙ୍କୁ ବାହାର କରିବା ପରେ କଣ ଚିନ୍ତା କରୁଛନ୍ତି । ବ୍ଲୁମବର୍ଗ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ,…

ଭୟଙ୍କର ପର୍ଯ୍ୟାୟରେ ରୁଷ-ୟୁକ୍ରେନ୍ ଲଢ଼େଇ, ୪୩ ହଜାର ରୁଷ ସୈନ୍ୟ ପ୍ରାଣ ହରାଇଥିବା ଦାବି କଲା ୟୁକ୍ରେନ

ନୂଆଦିଲ୍ଳୀ : ଭୟଙ୍କର ପର୍ଯ୍ୟାୟରେ ରୁଷ-ୟୁକ୍ରେନ୍ ଲଢ଼େଇ । ଆଉ ଏକତରଫା ହୋଇ ରହିନାହିଁ ଯୁଦ୍ଧ । ୟୁକ୍ରେନ୍ ସହର ଉପରେ ଯେତିକି ମିସାଇଲ ବର୍ଷୁଛି । ଏହାର କଡା ଜବାବ ଦେଉଛି ୟୁକ୍ରେନ ସେନା । ରୁଷ ସେନା ଉପରେ ଘନ ଘନ ଆକ୍ରମଣ ଜାରି ରଖିଛି ଜେଲେସ୍କି ସେନା । ବର୍ତ୍ତମାନ ସୁଦ୍ଧା ୪୩ ହଜାର ରୁଷ…

ରାକ୍ଷୀ ବାନ୍ଧିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କୁନି ପିଲାଙ୍କୁ ଦେଲେ ସ୍ୱତନ୍ତ୍ର ଉପହାର…ଦେଖନ୍ତୁ ଫଟୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗୁରୁବାର ରକ୍ଷା ବନ୍ଧନ ଅବସରରେ ଛୋଟ ଛୋଟ ପିଲାମାନେ ରାକ୍ଷୀ ବାନ୍ଧିଛନ୍ତି। ରାକ୍ଷୀ ବାନ୍ଧିବା ପରେ ପିଏମ୍‌ ମୋଦି ପ୍ରତ୍ୟେକ ପିଲାଙ୍କୁ ତ୍ରିରଙ୍ଗା ଦେଇଥିଲେ। ପିଲାମାନଙ୍କୁ ତ୍ରିରଙ୍ଗା ଦେଇ ପ୍ରଧାନମନ୍ତ୍ରୀ ‘ହର୍‌ ଘର୍‌ ତ୍ରିରଙ୍ଗା’ ଅଭିଯାନକୁ…

ଉପରାଷ୍ଟ୍ରପତି ଭାବେ ଶପଥ ନେଲେ ଜଗଦୀପ ଧନଖଡ଼, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କରାଇଲେ ଶପଥ ପାଠ

ଦେଶର ୧୪ତମ ଉପରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ଜଗଦୀପ ଧନଖଡ଼ । ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଧନଖଡଙ୍କୁ ଶପଥ ପାଠ କରାଯାଇଛନ୍ତି। ଏହି ଶପଥ ଗ୍ରହଣ ସମାରୋହରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହ…

ଦିଲ୍ଲୀରେ ମାସ୍କ ବାଧ୍ୟତାମୂଳକ, ନ ପିନ୍ଧିଲେ ଦେବେ ୫୦୦ ଟଙ୍କା ଜରିମାନା

କରୋନା ସଂକ୍ରମଣ ବୃଦ୍ଧି ପାଇବା ଯୋଗୁଁ ଦିଲ୍ଲୀରେ ମାସ୍କ ବାଧ୍ୟତାମୂଳକ କରାଯାଇଛି। ଯଦି ଏହାକୁ କିଏ ନ ମାନେ ତେବେ ୫୦୦ ଟଙ୍କା ଜରିମାନା ଦେବାକୁ ପଡିବ। ଡିଡିଏମଏ ପକ୍ଷରୁ ଏକ ବୈଠକ କରାଯାଇ ଏହି ନିଷ୍ପତ୍ତି ନିଆଯାଇଛି। ଦିଲ୍ଲୀ ସରକାରଙ୍କ ପକ୍ଷରୁ ଏପ୍ରିଲ ୨୦୨୨ରୁ ମାସ୍କ ଅବିନାର୍ଯ୍ୟ…

‘ରାହୁଲ ୱେଡସ ଅଞ୍ଜଳି’ ଷ୍ଟିକର ଲଗାଇ ଚଢାଉ କଲା ଆୟକର ବିଭାଗ: ଜବତ କଲା ୫୮ କୋଟି ନଗଦ ଟଙ୍କା, ୩୨ କିଲୋ ସୁନା ଏବଂ ୩୯୦…

ଦେଶରେ ଲୁଚାଇଥିବା କଳା ଧନ ଧରିବା ପାଇଁ ଇଡି ତତ୍ପରତା ଦେଖାଇବା ପରେ ଏବେ ଆୟକର ବିଭାଗ ଆକ୍ସନ ମୋଡରେ । ପଶ୍ଚିମବଙ୍ଗ ପରେ ମହାରାଷ୍ଟ୍ରରେ ବି ଆୟକର ବିଭାଗ ରେଡରେ ପ୍ରବଳ ବେନାମୀ ସମ୍ପତ୍ତି ଜବତ ହୋଇଛି । ମହାରାଷ୍ଟ୍ରର ଜାଲନାରେ ଷ୍ଟିଲ୍, କପଡ଼ା ବ୍ୟବସାୟୀ ଓ ରିଏଲ ଇଷ୍ଟେଟ ଡେଭଲପରଙ୍କ ଘରେ…

ପୁଣି ଆସିଲା ବଡ଼ ବିପଦ: ଦିଲ୍ଲୀରେ ଚିହ୍ନଟ ହେଲା କରୋନା ଭାଇରସ୍‌ ଓମିକ୍ରନ୍‌ର ନୂଆ ପ୍ରଜାତି

ନୂଆଦିଲ୍ଲୀ: ଭାରତରେ ଚିହ୍ନଟ ହୋଇଛି ଓମିକ୍ରନ୍‌ର ନୂଆ ଉପପ୍ରଜାତି। ଦିଲ୍ଲୀ ଏଲ୍‌ଏନ୍‌ଜେପି ହସ୍ପିଟାଲରେ ଭର୍ତ୍ତି ହୋଇଥିବା କିଛି ସଂକ୍ରମିତଙ୍କ ନମୁନାରେ ଓମିକ୍ରନ୍‌ର ନୂଆ ସବ୍‌ ଭାରିଆଣ୍ଟ ଚିହ୍ନଟ ହୋଇଛି। ଏହି ସବ୍‌ ଭାରିଆଣ୍ଟ ହେଉଛି BA2.75 । ଜିନୋମ୍‌ ସିକ୍ୟୁଏନ୍‌ସିଂ ପାଇଁ ୯୦ଟି…

ମା’-ବାପା ହେବାର ନାହିଁ କୌଣସି ବୟସ! ୭୫ ବର୍ଷର ସ୍ୱାମୀ ଓ ୭୦ ବର୍ଷର ସ୍ତ୍ରୀ ଜନ୍ମ ଦେଲେ ପୁତ୍ର ସନ୍ତାନ

ରାଜସ୍ଥାନ: ବିବାହର ୫୬ ବର୍ଷ ପରେ ବାପା-ମା’ ହେବାର ସୁଖ ପାଇଲେ ଦମ୍ପତି। ରାଜସ୍ଥାନର ଅଲବର ଜିଲ୍ଲାରୁ ସାମ୍ନାକୁ ଆସିଛି ଏଭଳି ଏକ ନିଆରା ମାମଲା, ଯାହା ଏବେ ସାରା ଦେଶରେ ଚର୍ଚ୍ଚାରେ ରହିଛି। ସବୁଠୁ ବଡ଼ କଥା ହେଉଛି, ଯେଉଁ ଦମ୍ପତିଙ୍କ ଘରେ ପିଲା ଜନ୍ମ ନେଇଛି ତାଙ୍କ ବାପାଙ୍କ ବୟସ ୭୫ ବର୍ଷ…