Browsing Category

News

ମୟୁରଭଞ୍ଜ: ଦୁଇ ପିକଅପ୍ ଭ୍ୟାନ ମୁହାଁମୁହିଁ ଧକା, ଧାନ ରୋଇବାକୁ ଯାଉଥିବା ୩୫ ଶ୍ରମିକ ଗୁରୁତର  

କରଞ୍ଜିଆ(କେନ୍ୟୁଜ୍):  ଦୁଇ  ପିକଅପ୍ ମୁହାଁମୁହିଁ ଧକ୍କା। ପିକଅପରେ ଥିବା ୩୫ରୁ ଉର୍ଦ୍ଧ୍ବ ଯାତ୍ରୀ ଗୁରୁତର । ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଏଭଳି ଏକ ଦୁର୍ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲାର ମହୁଲଡିଆ ଥାନା ଚିଆଁବେଡା ଛକରେ । ସାତକୋଶିଆ ପଞ୍ଚାୟତ ବାଗଦଫା ଗ୍ରାମର ୩୫ ରୁ…

ପୁଅ ପାଇଁ ଇନଷ୍ଟାଗ୍ରାମ ଆକାଉଣ୍ଟ ଖୋଲିଲେ ଭାରତୀ ଏବଂ ହର୍ଷ , ମାତ୍ର ୬ ଦିନରେ ହୋଇଗଲେ ୧୫ ହଜାର ଫଲୋୟର୍ସ

କମେଡି କୁଇନ ଭାରତୀ ସିଂ ଏବଂ ହର୍ଷ ଲିମ୍ବାଚିୟାଙ୍କ ଯୋଡି ଦର୍ଶକଙ୍କୁ ଖୁବ ପସନ୍ଦ ଆସୁଛି। ଭାରତୀ ଏବଂ ହର୍ଷ କେବଳ ଅନସ୍କ୍ରିନ ନୁହେଁ ବରଂ ଅଫସ୍କ୍ରିନରେ ମଧ୍ୟ ମଜାକ ମୁଡ୍‌ରେ ରହିଥାନ୍ତି। ନିକଟରେ ହିଁ ଭାରତୀ ପୁଅ ଲକ୍ଷ୍ୟର ଚେହେରା ଫ୍ୟାନ୍ସଙ୍କୁ ଦେଖାଇଥିଲେ। ଯାହାପରେ ପୁଅର ଏକ…

ଦୁଇ ନାବାଳିକା ଭଉଣୀଙ୍କୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ, ୧୦ ହଜାର ଟଙ୍କା ଜୋରିମାନା ନିର୍ଦ୍ଦେଶ

କଟକ(କେନ୍ୟୁଜ୍): ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ । କଟକ ୨୦୨୦ ଦୁଇ ନାବାଳିକା ଭଉଣୀଙ୍କୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ହରିଶ ଚନ୍ଦ୍ର ବାରିକକୁ ଆଜୀବନ କାରାଦଣ୍ଡ । ରାୟ ଶୁଣାଇଲେ କଟକ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ । ଏହାସହ ୧୦ ହଜାର ଟଙ୍କା ଜୋରିମାନା ନିର୍ଦ୍ଦେଶ…

ଟୁଙ୍ଗୁରୁ ଭୋଳ ପରେ ଶଙ୍କର କହଁର, ପ୍ରେମ ବ୍ୟାପାରକୁ ନେଇ ପୁଣି ରାଜଧାନୀରୁ ଆସିଛି ଅଭିଯୋଗ

ଭୁବନେଶ୍ବର(କେନ୍ୟୁଜ୍):  ଟୁଙ୍ଗୁରୁ ଭୋଳ ପରେ ଏବେ ଶଙ୍କର କହଁରକୁ ନେଇ ଚର୍ଚ୍ଚା । ପ୍ରେମ ବ୍ୟାପାରକୁ ନେଇ ରାଜଧାନୀରୁ ପୁଣି ଆସିଛି ଅଭିଯୋଗ । ‘ମୋର ଶଙ୍କର ଦରକାର’ । ‘ସିଏ ବାହା ହେଲେ ବି ମୁଁ ତାଙ୍କ ସହ ରହିବି’ । ଏଭଳି ଜିଦ୍‌ କରି ନୟାପଲ୍ଲୀ ଥାନା ଆଗରେ ଧାରଣା ଦେଇଛନ୍ତି ଜଣେ ମହିଳା ।…

ବୁଗୁଡ଼ା ସିମାଞ୍ଚଳ ମାର୍ଗରେ ବନ୍ଦ ଘରୁ ସ୍ବାମୀ ଓ ସ୍ତ୍ରୀଙ୍କ ମୃତ ଦେହ ଉଦ୍ଧାର

ଭଞ୍ଜନଗର(କେନ୍ୟୁଜ୍): ଗଞ୍ଜାମ ଜିଲ୍ଲା ବୁଗୁଡା ଥାନା ଅନ୍ତର୍ଗତ, ବୁଗୁଡ଼ା ସହରର ସିମାଞ୍ଚଳ ମାର୍ଗରେ ଅଭାବନୀୟ ଘଟଣା ନଜରକୁ ଆସିଛି । ଗୋଟିଏ ଘରୁ ସ୍ବାମୀ ଓ ସ୍ତ୍ରୀଙ୍କ ମୃତ ଦେହ ଉଦ୍ଧାର ହୋଇଛି। ସ୍ବାମୀର ମୃତଦେହ ଝୁଲନ୍ତା ଅବସ୍ଥାରେ ଠାବ ହୋଇଥିବା ବେଳେ ସ୍ତ୍ରୀର ମୃତଦେହ ଘରର ଚଟାଣ ଉପରେ…

ପିସିସିଏଫ୍‌ ଭାବେ ଦାୟିତ୍ୱ ନେଲେ ଦେବୀଦତ୍ତ ବିଶ୍ୱାଳ

ଭୁବନେଶ୍ୱର : ବରିଷ୍ଠ ଆଇଏଫ୍‌ଏସ୍‌ ଦେବୀଦତ୍ତ ବିଶ୍ୱାଳ ଓଡ଼ିଶାର ପିସିସିଏଫ୍‌ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏ ନେଇ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନୋଟିସ ଜାରି କରାଯାଇଛି । ଦେବୀଦତ୍ତ ବିଶ୍ୱାଳ ପିସିସିଏଫ୍‌ ସହ ଫରେଷ୍ଟ ଫୋର୍ସର ମୁଖ୍ୟ ଭାବେ ମଧ୍ୟ ଦାୟିତ୍ୱ…

ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ ପାଇଁ ପହଞ୍ଚିଲା ASIର ୧୩ ଜଣିଆ ଟିମ୍‌, କଳାହାଟ ଦ୍ୱାରର ରୁପା ଛାଉଣୀ କାର୍ଯ୍ୟ ଅନୁଧ୍ୟାନ…

କେନ୍ୟୁଜ୍(ବ୍ୟୁରୋ):   ଶ୍ରୀମନ୍ଦିର ଯାଞ୍ଚ କରି ଫେରିଲେ ASI ଟିମ୍‌। ରୋଷଘର ଚଟାଣର ୧୦ ଦିନ ଭିତରେ ସରିବ ମରାମତି। ଗର୍ଭଗୃହ ଭିତରେ କରାଯିବ କ୍ଲିନିଂ। ଜଗମୋହନ ଓ ନାଟମଣ୍ଡପର ସ୍ଥିତି ସଠିକ୍‌ ରହିଛି। କଳାହାଟ ଦ୍ୱାରର ରୂପାଛାଉଣୀ ଶୀଘ୍ର ଶେଷ ହେବ। ଶ୍ରୀମନ୍ଦିର ସୁରକ୍ଷା ଦୃଷ୍ଟିରୁ…

ଆସନ୍ତାକାଲି କିସ୍‌ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସମାବର୍ତ୍ତନ ଉତ୍ସବ: ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିବେ ବୌଦ୍ଧ ଗୁରୁ…

କେନ୍ୟୁଜ୍(ବ୍ୟୁରୋ):ଆସନ୍ତାକାଲି କିସ୍‌ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହେବ। ଏହି ସମାବର୍ତ୍ତନ ସମାରୋହରେ ବୌଦ୍ଧ ଗୁରୁ ତଥା ରିପା ଇଣ୍ଟରନ୍ୟାସଲର ଆଧ୍ୟାତ୍ମିକ ନିର୍ଦ୍ଦେଶକ ଗେତୃଲ୍‌ ଜିଗେ୍‌ମ ରିପୋଞ୍ଚେ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିବେ। ଏହି ସମାବର୍ତ୍ତନ…

ଇଂଲଣ୍ଡରେ କାଳିଆର ଲୀଳା, ବାଥ୍ ସହରରେ ଶ୍ରୀଜଗନ୍ନାଥଙ୍କ ନବଯୈାବନ ବେଶ ଦର୍ଶନ

ଦେବସ୍ନାନ ପୂର୍ଣ୍ଣିମା ଠାରୁ ଦୀର୍ଘ ୧୫ ଦିନର ଅନବସର ପରେ ପବିତ୍ର ମହାପ୍ରଭୁ ଜଗନ୍ନାଥ ନବଯୌବନ ଓ ଉଭା ଅମାବାସ୍ୟା ତିଥିରେ ଦର୍ଶନ ଦେଇଛନ୍ତି । ଇଂଲଣ୍ଡର ସିଟି ଅଫ୍ ବାଥ୍ରେ ଥିବା ଶ୍ରୀଜଗନ୍ନାଥ ମନ୍ଦିର ହୋଇ ଉଠିଛି ଚଳଚଞ୍ଚଳ । ସକାଳୁ ସକାଳୁ ମନ୍ଦିର ପରିସରରେ ଶ୍ରଦ୍ଧାଳୁଙ୍କ ଭିଡ ସହ ଜୟ…

ଅତି ସୁନ୍ଦର ଭାବେ ଫୁଲ ତିଆରି କରୁଛନ୍ତି ପ୍ରଭୁଙ୍କ ସେବକ, ରଥ ଯାତ୍ରା ପାଇଁ ଖୋର୍ଦ୍ଧାରୁ ଯିବ ସୋଲ ଫୁଲ

ଆଉ ମାତ୍ର ୩ ଦିନ ପରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଯାହା ପାଇଁ ଏବେଠୁ ନିଜ ଭକ୍ତଙ୍କୁ ବଡ଼ ଦାଣ୍ଡରେ ଦର୍ଶନ ଦେବା ପାଇଁ ମନ୍ଦିରରୁ ବାହାରି ଆସିବେ ବଡ଼ ଠାକୁର। ଯାହା ପାଇଁ କେବଳ କାଳିଆ ଠାକୁର ନୁହେଁ, ପ୍ରଭୁଙ୍କ ଭକ୍ତମାନେ ମଧ୍ୟ ଏବେ ଠାରୁ ଅପେକ୍ଷା କରିଛନ୍ତି ରଥ ଯାତ୍ରାକୁ। ଯାହା ପାଇଁ…

‘ଗୋଟିଏ ଛାତ ତଳେ ବିଭିନ୍ନ ବର୍ଗର ଲୋକେ ଏକାଠି ରହିବା ହେଉଛି ଆପାର୍ଟମେଣ୍ଟ ସଂସ୍କୃତି’

ବ୍ରହ୍ମପୁର (କେନ୍ୟୁଜ୍‌) : ବ୍ରହ୍ମପୁର ଶରଧାବାଲି ସ୍ଥିତ ନିବାସ ଏନକ୍ଳେଭ ଆପାର୍ଟମେଣ୍ଟର ହାଉସିଂ ସୋସାଇଟି ର ଉଦଘାଟନି ଉତ୍ସବ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ । ସୋସାଇଟିର ସଭାପତି ପ୍ରକାଶ ପଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ, ବ୍ରହ୍ମପୁର ସାଂସଦ…

ହିନ୍ଦୋଳ ଗଣ୍ଡାନାଳି ଛକ ନିକଟରେ ବାଇକକୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌, ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ

ଢେଙ୍କାନାଳ.କେନ୍ୟୁଜ୍):  ବାଇକକୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌ । ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଅନ୍ତର୍ଗତ ଗଣ୍ଡାନାଳି ଛକ ହନୁମାନ ମନ୍ଦିର ନିକଟରେ ଏହି ଦୁର୍ଘଟଣା ଘଟିଛି । ଅନୁଗୋଳ ଅଭିମୁଖେ ଯାଉଥିବା ଏକ ପିକଅପ୍‌ ଭ୍ୟାନ୍‌ ବାଇକକୁ ଧକ୍କା…