Browsing Category

ରାଜ୍ୟ

ପୁଣି ରେକର୍ଡ କଲା କିସ୍ ବିଶ୍ବବିଦ୍ୟାଳୟ,+୨ କଳାରେ ଶତପ୍ରତିଶତ ସଫଳତା

ଭୁବନେଶ୍ୱର(କେନ୍ୟୁଜ୍): ଚଳିତ ବର୍ଷ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ କଳା ପରୀକ୍ଷା ଫଳ ସୋମବାର ପ୍ରକାଶ ପାଇଛି । ଏଥିରେ କିସ୍‍ର ଛାତ୍ରଛାତ୍ରୀମାନେ ଶତ ପ୍ରତିଶତ ସଫଳତା ହାସଲ କରିଛନ୍ତି । କଳାରେ ରାଜ୍ୟର ପାସ୍‍ ହାର ୮୨.୧୦ ପ୍ରତିଶତ ରହିଥିବା ବେଳେ କିସ୍‍ର ହାର ଶତ…

ପ୍ରଜାତନ୍ତ୍ର ୭୫ତମ ପୂର୍ତ୍ତି ଉତ୍ସବ: ମୁଖ୍ୟମନ୍ତ୍ରୀ କହିଲେ ଗଣମାଧ୍ୟମ କୌଣସି ପ୍ରକାର ଭୟ ନରଖି ନିଜ କାର୍ଯ୍ୟ…

କେନ୍ୟୁଜ୍(ବ୍ୟୁରୋ): ଓଡ଼ିଶାର ପୁରାତନ ଖବରକାଗଜ ପ୍ରଜାତନ୍ତ୍ର ୭୫ତମ ପୂର୍ତ୍ତି ଉତ୍ସବ କଟକର ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ଉଦଘାଟକ ଭାବେ କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହା ଯୋଗ ଦେଇଥିବା ବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ…

ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଦାୟିତ୍ୱ ନେଲେ ସଂଜୟ କୁମାର ସିଂ

କେନ୍ୟୁଜ୍(ବ୍ୟୁରୋ):ବରିଷ୍ଠ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଶ୍ରୀ ସଂଜୟ କୁମାର ସିଂ ଆଜି ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଯୋଗଦାନ କରିଛନ୍ତି । ଗ୍ରାମ୍ୟ ଉନ୍ନୟନ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଅକ୍ଷୟ କୁମାର ପ୍ରଧାନ ଏବଂ ନିର୍ଦ୍ଦେଶକ ତଥା ସ୍ୱତନ୍ତ୍ର ସଚିବ…

‘ଚାନ୍ଦବାଲିର ଇତିହାସ, ସଂସ୍କୃତି ଓ ପ୍ରସିଦ୍ଧି’ ପୁସ୍ତକ ଉନ୍ମୋଚନ କଲେ ପର୍ଯ୍ୟଟନ ମନ୍ତ୍ରୀ

ଚାନ୍ଦବାଲି(କେନ୍ୟୁଜ୍): ଚାନ୍ଦବାଲି ବିଜୁ ସ୍ମୁତି ଭବନ ଠାରେ ପ୍ରଫେସର ଶାନ୍ତନୁ କୁମାର ମହାନ୍ତିଙ୍କ ରଚିତ 'ଚାନ୍ଦବାଲିର ଇତିହାସ,ସଂସ୍କୃତି ଓ ପ୍ରସିଦ୍ଧି' ପୁସ୍ତକ ଉନ୍ମୋଚିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ଅବକାରୀ…

ଜନପ୍ରିୟ ବିଡିଓଙ୍କୁ ବିଦାୟୀ ସମ୍ବର୍ଦ୍ଧନା ବେଳେ ପରିବେଶ ହେଲା ଭାବବିହ୍ଵଳ, କାନ୍ଦିଲେ ବ୍ଲକ କର୍ମଚାରୀଙ୍କ ସହ ଜନ…

ଯାଜପୁର(କେନ୍ୟୁଜ୍): ବିଡ଼ିଓଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା। ବିଡ଼ିଓ ଯିବା ସମୟରେ ସମସ୍ତେ ହୋଇଥିଲେ ଭାବବିହ୍ଵଳ। ବିଦାୟ ଦେବା ବେଳେ ବିଡ଼ିଓଙ୍କ ସମେତ ସମସ୍ତଙ୍କ ଆଖିରେ ଲୁହ। ଏଭଳି ଦୃଶ୍ୟ ଆଜି ଦେଖିବାକୁ ମିଳିଥିଲା ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ କାର୍ଯ୍ୟାଳୟ ପରିସରରେ। ରସୁଲପୁର…

ଖୋଲୁଛି କୁବେର ପେଡି, ଜିଏସଟି ଅତିରିକ୍ତ କମିଶନରଙ୍କର ରହିଛି ୧୧ଟି ପ୍ଲଟ, ୬ଟି ବିଳାସପୂର୍ଣ କାର

ଯାଜପୁର ରୋଡ୍(କେନ୍ୟୁଜ୍): କୋଟିପତି ସିଟି ଜିଏସଟି ଅତିରିକ୍ତ କମିଶନର ପିୟୁଷକାନ୍ତ ପାଣି । ପିୟୁଷଙ୍କର ଠାବ ହୋଇଥିବା ୧୧ ଟି ପ୍ଲଟର ଦାମ ଆନୁମାନିକ ୩ କୋଟି ୭୦ ଲକ୍ଷ ଟଙ୍କା ହେବ । ପିୟୁଷଙ୍କ ପ୍ଲଟ ଓ ଫ୍ଲାଟର ମାପ ଓ ମୂଲ୍ୟ ନିର୍ଦ୍ଧାରଣ କରୁଛି ଭିଜିଲାନ୍ସର ଟେକ୍ନିକାଲ ବିଭାଗ । ୫୩ ଲକ୍ଷ…

ପ୍ରକାଶ ପାଇଲା ଯୁକ୍ତ ଦୁଇ ରେଜଲ୍ଟ, ଛାତ୍ରଙ୍କ ଠାରୁ ଛାତ୍ରୀ ଆଗରେ

କେନ୍ୟୁଜ୍(ବ୍ୟୁରୋ):  ପ୍ରକାଶ ପାଇଲା ଯୁକ୍ତ ଦୁଇ ରେଜଲ୍ଟ। ଛାତ୍ରଙ୍କ ଠାରୁ ଛାତ୍ରୀ ଆଗରେ। ଦୁଇଟି ବିକଳ୍ପ ପଦ୍ଧତିରେ ପରୀକ୍ଷା କରାଯାଇଛି। ପ୍ରଥମ ବିକଳ୍ପ ଭାବରେ ସେମାନେ ପରିଷଦ ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷାରେ ରଖିଥିବା ନମ୍ବର। ଦ୍ଵିତୀୟରେ ପ୍ରତ୍ୟେକ ବିଷୟର ଶତକଡା ୮୦ ନମ୍ବର ପରିଷଦ…

ଅପରାହ୍‌ଣ ୪ଟାରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ରେଜଲ୍ଟ

କେନ୍ୟୁଜ୍(ବ୍ୟୁରୋ): କିଛି ସମୟ ମଧ୍ୟରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ । CHSE କାର୍ଯ୍ୟାଳୟରେ ରେଜଲ୍ଟ ବାହାରିବ। ଫଳାଫଳ ଘୋଷଣା ପରେ ୱେବସାଇଟ୍‌ରେ ରେଜଲ୍‌ଟ ଉପଲବ୍ଧ ହେବ। www.orissaresults.nic.in ଓ chseodisha.nic.inରେ ରେଜଲ୍‌ଟ ଉପଲବ୍ଧ ହେବ।…

ଅନୁଗୁଳ ଡେରେଜାଙ୍ଗ ପ୍ରୋଜେକ୍ଟରେ ବୁଡ଼ି ଜଣେ ନିଖୋଜ

ଅନୁଗୁଳ(କେନ୍ୟୁଜ୍): ଡ୍ୟାମରେ ବୁଡ଼ି ଜଣେ ନିଖୋଜ। ଅନୁଗୁଳ ଜିଲ୍ଲା ଡେରେଜାଙ୍ଗ ପ୍ରୋଜେକ୍ଟରେ ବୁଡ଼ି ଜଣେ ନିଖୋଜ। ନିଖୋଜ ଜଣକ ନାଲକୋନଗରର ଅବସରପ୍ରାପ୍ତ ଏଚଆରଡି କର୍ମଚାରୀ ତ୍ରିନାଥ ଶଙ୍କର ହୋତାଙ୍କ ପୁତ୍ର ବିଭାଂଶୁ ହୋତା। ଗତକାଲି ନିଜର ଅନ୍ୟ ୩ ଜଣ ସାଙ୍ଗଙ୍କ ସହ ବିଭାଂଶୁ ଡେରଜେଙ୍ଗ…

ଶ୍ରୀମନ୍ଦିରରେ ହଜାଇଥିବା ପର୍ସକୁ ପୁଣି ଫେରିପାଇଲେ ଶ୍ରଦ୍ଧାଳୁ, ଖୁସି କହିଲେ ନସରେ

ପୁରୀ(କେନ୍ୟୁଜ୍): ଶ୍ରୀମନ୍ଦିର ସିଂହଦ୍ଵାର ଥାନା ପୋଲିସର କାର୍ଯ୍ୟଦକ୍ଷତା ପୁଣି ଥରେ ପ୍ରମାଣିତ ହୋଇଛି। ପୁରୀ ବୁଲିବାକୁ ଆସି ଶ୍ରୀମନ୍ଦିର ମହାପ୍ରଭୁଙ୍କ ଦର୍ଶନ ପାଇଁ ଯାଇଥିବାବେଳେ ଶ୍ରଦ୍ଧାଳୁ ଲୀନାରାଣୀ ଶ୍ରୀବାସ୍ତବ ନିଜ ପର୍ସ ହଜାଇଦେଇଥିଲେ। ଡ୍ୟୁଟିରେ ଥିବା ପୋଲିସ୍ କର୍ମଚାରୀ…

ଶ୍ରାବଣର ଶେଷ ସୋମବାର ହେଲା ଶେଷ ଦିନ: ମହାନଦୀ ଗଡ଼ଗଡ଼ିଆ ଘାଟରେ ବୁଡି ବୋଲବମ ଭକ୍ତ ମୃତ

କଟକ(କେନ୍ୟୁଜ୍): ଶ୍ରାବଣର ଶେଷ ସୋମବାର ହେଲା ଶେଷ ଦିନ । ମହାନଦୀ ଗଡ଼ଗଡ଼ିଆ ଘାଟରେ ବୁଡି ବୋଲବମ ଭକ୍ତ ମୃତ । ମୃତକ ହେଲେ ଦେବବ୍ରତ ସାମଲ । ସେ ଭୋର ୩ ଟାରେ ସାଙ୍ଗମାନଙ୍କ ସହ ମିଶି ଧବଳେଶ୍ୱରରେ ଜଳାଭିଷେକ କରିବାକୁ ଯାଇଥିଲେ । ମହାନଦୀରେ ବୁଡ ପକେଇ ପାଣି ଉଠାଉଥିବା ବେଳେ ଗଡ଼ଗଡ଼ିଆ ଘାଟରେ…

ପାଣି ଉଠାଇବାବେଳେ ହତାଠ୍‌ ମାଡି ଆସିଲା ଝରଣା ପାଣି, ୨ରୁ ୩ ଘଣ୍ଟା ଯାଏ ହାତ ଧରାଧରି ହୋଇ ଫସି ରହିଲେ କାଉଡିଆ

ବରଗଡ଼(କେନ୍ୟୁଜ୍): ଅଚାନକ ମାଡି ଆସିଲା ଝରଣା ପାଣି। ଅଳ୍ପକେ ବର୍ତ୍ତିଲେ କାଉଡିଆଙ୍କ ଜୀବନ। ଏଭଳି ଅଘଟଣ ଘଟିଛି ବରଗଡ଼ ପଦ୍ମପୁର ନୃସିଂହନାଥ ମନ୍ଦିରରେ । ମନ୍ଦିର ପାଖରେ ଥିବା ଝରଣାରୁ ପାଣି ଉଠାଇବାବେଳେ ହତାଠ୍‌ ମାଡି ଆସିଲା ଝରଣା ପାଣି। ଏହି ସମୟରେ ପାଣି ମଝିରେ କାଉଡିଆମାନେ ଫସି…