Browsing Category

ଭିଡିଓ

୧୪ କୋଟି ୨୩ ଲକ୍ଷ ଟଙ୍କାରେ ବିକ୍ରି ହେଲା ଏହି ଓଟ, ଜାଣନ୍ତୁ କାହିଁକି ରହିଛି ଏତେ ଦାମ୍

ଆପଣ ଅନେକ ପଶୁ ଦେଖିଥିବେ ଓ ସେମାନଙ୍କ ବିଷୟରେ ଶୁଣିଥିବେ ଯାହା ବହୁତ ମୂଲ୍ୟରେ ବିକ୍ରି ହୁଏ। ଏମିତିକି ଅନେକ ଲୋକଙ୍କୁ ପଶୁ ପକ୍ଷୀ ଏତେ ପସନ୍ଦ, ଏହାର ମୂଲ୍ୟ ଯେତେ ଥିଲେ ବି ତାଙ୍କୁ କିଣିବାକୁ ପଛାନ୍ତିନି କିଛି ଲୋକ। କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଓଟ ବିଷୟରେ କହିବାକୁ ଯାଉଛୁ…

ବିଲେଇ ନିଜେ ଘରେ ଦେଲା ସେନା ତାଲିମ, ଭାଇରାଲ ହେଉଛି ଏହି ସୁନ୍ଦର ଭିଡିଓ

ସୋସିଆଲ ମିଡିଆରେ ବର୍ତ୍ତମାନ ଅନେକ ଫନି ଭିଡ଼ିଓ ଭାଇରାଲ ହେବାକୁ ଲାଗୁଛି। ଠିକ୍ ସେମିତି ଆଉ ଏକ ଭିଡ଼ିଓ ମଧ୍ୟ ଭାଇରାଲ ହେଉଛି, ଯାହାକୁ ଆପଣ ଦେଖିଲେ ହସିବାକୁ ଲାଗିବେ। ଏକ ବିଲେଇର ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ, ବିଲେଇ ଜଣେ ଶୈନିକଙ୍କ ପରି ତାଲିମ ନେଉଥିବାର ନଜର ଆସିଛି। ଭିଡିଓଟି…

ସିଗାରେଟ୍‌ ଟାଣୁଛି କାଉ, ବିଶ୍ୱାସ ହେଉନଥିଲେ ଦେଖନ୍ତୁ ପ୍ରମାଣ

ସିଗାରେଟ୍‌ ଟାଣୁଛି କାଉ। ଶୁଣିବାକୁ ଅଦ୍ଭୁତ ଲାଗୁଥିଲେ ବି ଏହା ସମ୍ପୂର୍ଣ୍ଣ ସତ। ପୂର୍ବରୁ ସୋସିଆଲ ମିଡିଆରେ ଏକ କଙ୍କଡ଼ା ସିଗାରେଟ୍‌ ଟାଣିବା ଭିଡିଓ ଭାଇରାଲ ହୋଇଥିଲା, ଯାହା ଲୋକଙ୍କୁ ଚକିତ କରିଦେଇଥିଲା। କିନ୍ତୁ ଏବେ କାଉ ବି ଏହି କାମ କରୁଛି। ଥଣ୍ଟରେ ଧରି ଫୁଲ୍‌ ଷ୍ଟାଇଲରେ କାଉଟି…

ପୁଷ୍ପା ଗୀତରେ ସ୍କର୍ଟ ପିନ୍ଧି ନ୍ୟୁୟର୍କ ରାସ୍ତାରେ ନାଚିଲେ ଯୁବକ, ଭିଡିଓ ହେଉଛି ଭାଇରାଲ୍

ଆଜିର ଆଧୁନିକ ଯୁଗରେ ଅନେକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ଏମିତିକି ବର୍ତ୍ତମାନ ଜଣେ ଯୁବକ ସ୍କର୍ଟ ପିନ୍ଧି ନ୍ୟୁୟର୍କ ସିଟିରେ ରାସ୍ତାରେ ଭିଡିଓ ଭାଇରାଲ୍ ହେଉଛି। ରାସ୍ତାରେ ସେ ପୁଷ୍ପା ଗୀତରେ ନାଚୁଥିବା ସମୟରେ ଜଣେ ଲୋକ ତାଙ୍କ ଭିଡିଓ କରି ପୋଷ୍ଟ କରିଥିଲେ। ସତ କଥା କହିବାକୁ…

ବେଙ୍ଗାଲୁରୁ ମାରାଥନରେ ୫ କିଲୋମିଟର ଦୌଡ଼ିଲେ ୯୨ ବର୍ଷିୟ ବୃଦ୍ଧ, ସାଂସଦ ତେଜସ୍ୱୀ ସୂର୍ଯ୍ୟା ସେୟାର କଲେ ଭିଡ଼ିଓ

ବେଙ୍ଗାଲୁରୁରେ ରବିବାର ଦିନ ଆୟୋଜନ ହୋଇଥିଲା ବେଙ୍ଗାଲୁରୁ ମାରାଥନର ଅଷ୍ଟମ ଏଡିସନ୍। ଏହି ମାରାଥନ୍ ଶ୍ରୀ କଣ୍ଟେରାଭା ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିଲା। ଅନେକ ଯୁବଗୋଷ୍ଠୀ ଏହି ଗଣ ଦୌଡ଼ରେ ଭାଗ ନେଇଥିଲେ। ଏହି ମାରଥନରେ ଏକ ଉତ୍ସହଜନିତ ଓ ପ୍ରେରଣାତ୍ମକ ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା।…

କରୋନା ଠାରୁ ବଞ୍ଚିବା ପାଇଁ ଚୀନ୍ ର ହାଇଟେକ୍ ଜୁଗାଡ, ଭିଡ଼ିଓ ଦେଖିଲେ ଆପଣ ମଧ୍ୟ ହେବେ ଆଶ୍ଚର୍ଯ୍ୟ

ସାରା ବିଶ୍ବରେ କୋଭିଡ୍ ଦିନେ ଦ୍ରୁତ ଗତିରେ ବଢ଼ିବାରେ ଲାଗିଥିଲା। କିନ୍ତୁ ବର୍ତ୍ତମାନ ଏହି ମହାମାରୀ ଅବସ୍ଥା ନିୟନ୍ତ୍ରଣକୁ ଆସିଛି। ହେଲେ ଅନ୍ୟ ସବୁ ଦେଶ ଗୁଡିକରେ ଏହି ମହାମାରୀ ଅବସ୍ଥା ସୁଧୁରିବା ସ୍ଥିତିକୁ ଆସୁଥିବା ବେଳେ ଚୀନ୍ ରେ ପୁଣି ଏହାର ବଡ଼ ପ୍ରକୋପ ଦେଖିବାକୁ ମିଳିଛି। ଏହା…

କାନ୍ଦୁଥିବା ପିଲାକୁ ଶାନ୍ତ କରିବା ପାଇଁ ଉଡୁଥିବା ଫ୍ଲାଇଟରେ ଯାତ୍ରୀମାନେ ଗାଇଲେ ‘ବେବି ଶାର୍କ’ ଗୀତ

ଦୁବାଇରେ ଆକାଶରେ ଘଟିଥିଲା ଏମିତି ଏକ ଘଟଣା, ଯାହାର ଭିଡିଓ ବର୍ତ୍ତମାନ ଅଧିକ ମାତ୍ରାରେ ଭାଇରାଲ ହେବାକୁ ଲାଗିଛି। ଜଣେ ଛୋଟ ଛୁଆକୁ ବୁଝାଇବା ପାଇଁ ଗୀତ ଗାଇଲେ ପ୍ଲେନରେ ଥିବା ସମସ୍ତ ଯାତ୍ରୀ। ଦୁବାଇରୁ ଆଲବାନିଆ ଅଭିମୁଖେ ଏକ ଫ୍ଲାଏଡବାଇ ବିମାନରେ ଯାତ୍ରା କରୁଥିବା ଯାତ୍ରୀମାନେ…

ଥାଇଲ୍ୟାଣ୍ଡରେ ଦେଖାଗଲା ଅଜବ ନୂଆ ଜୀବ, ଆପଣ ଭିଡ଼ିଓ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ

ଦୁନିଆରେ ଅନେକ ଅଜବ ଜନ୍ତୁ ଅଛନ୍ତି। ଯାହାକୁ ଦେଖି ବେଳେ ବେଳେ ଆମେ ଡରିଯାଉ। ପୁଣି କିଛି ଆମକୁ ବହୁତ ପସନ୍ଦ ଆସନ୍ତି । ହେଲେ ଥାଇଲାଣ୍ଡରେ ଏପରି ଏକ ଜୀବ ଦେଖାଯାଇଛି ହୁଏତ ଏହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଥାଇଲାଣ୍ଡରେ ଅଧିକ ସାପ ରହୁଥିବା ସମସ୍ତେ ଜାଣିଛନ୍ତି। କିନ୍ତୁ…

ରାସ୍ତା କଭର କଲା ଅଜଗର ସାପ, ଆଶ୍ଚର୍ୟ୍ଯ ହୋଇଗଲେ ଦେଖୁଥିବା ଲୋକ

ଅନେକ ସମୟରେ ବନ୍ୟ ଜନ୍ତୁ, ସାପ ହେଉ କିମ୍ବା ଅନ୍ୟ କୌଣସି ପ୍ରାଣୀ ରାସ୍ତା ପାର ହେବା ଆପଣ ଦେଖିଥିବେ। ଏମିତିକି ବେଳେ ବେଳେ ତାଙ୍କର ଦୁର୍ଘଟଣା ଘଟେ ଓ ସେମାନେ ପ୍ରାଣ ହରାନ୍ତି କିମ୍ବା ଆହତ ହୁଅନ୍ତି । କିନ୍ତୁ ଆମେ ସେମାନଙ୍କୁ ବାଟ ଦେବା ଉଚିତ୍। ହେଲେ କେବେ ଏମିତି ସାପ ଆପଣ ଦେଖିଛନ୍ତି…

ନିଜ ବନ୍ଧୁକୁ ଏମିତି ଭାବପ୍ରବଣ ହୋଇ ଦେଲେ ବିଦାୟ: ମଣିଷ ଏମାନଙ୍କ ଠାରୁ ବହୁତ୍ କିଛି ଶିଖିବା ଦରକାର

ଆଜିର ଏହି ସ୍ୱାର୍ଥପର ଦୁନିଆରେ କିଏ କାହାର ନୁହେଁ। ସାହାଯ୍ୟ କରିବା ତ ଦୂରର କଥା ଅନେକ ସ୍ଥାନରେ ମାନବିକତା ଖୁବ୍ କମ୍ ଦେଖାଯାଏ। ଯାହା ହୋଇଯାଏ ଏକ ବଡ଼ ଉଦାହରଣ। ଆଜିର ଦୁନିଆରେ ଯଦି କୌଣସି ମଣିଷର ଶବ ରାସ୍ତାରେ ପଡୁଛି ତାକୁ କେହି ଛୁଇଁବା ତ ଦୂରର କଥା ଅନାଇ ଯାଉନାହାନ୍ତି। ହେଲେ…

ଋଷିଆ ସୈନିକଙ୍କୁ ଖୁଆଇଲେ ୟୁକ୍ରେନ ବାସିନ୍ଦା: ମା’ଙ୍କ ସହ ଭିଡ଼ିଓ କଲ୍ ରେ କଥା ହୋଇ କାନ୍ଦି ପକାଇଲେ ଋଷ ସୈନିକ

ଗୋଟିଏ ପଟେ ଋଷିଆ ଓ ୟୁକ୍ରେନ ଯୁଦ୍ଧ ଆଉ ଅନ୍ୟ ପଟେ ନିଜ ଘର ଛାଡ଼ି ଆସିଥିବା ସୈନିକଙ୍କ କଷ୍ଟ। ଅନେକ ଲୋକ ଏହି ଯୁଦ୍ଧ ପାଇଁ ହଇରାଣ ହରକତ ହେଉଥିବା ବେଳେ ଓ ଋଷ କ୍ରମାଗତ ଭାବେ ୟୁକ୍ରେନ ଉପରେ ଆକ୍ରମଣ କରୁଥିବା ସମୟରେ ବର୍ତ୍ତମାନ ସୋସିଆଲ ମିଡିଆରେ ଏପରି ଏକ ଭିଡ଼ିଓ ଭାଇରାଲ ହେଉଛି ଯାହାକୁ…

ଶିଶୁ ନୁହେଁ ତ ଚାବି ଦିଆ କଣ୍ଢେଇ, ଦେଖନ୍ତୁ ଶିଶୁର କରାମତି, ଭାଇରାଲ ଭିଡିଓ

ବେଳେ ବେଳେ ସୋସିଆଲ ମିଡିଆରେ ଏମତି ଭିଡିଓସବୁ ନଜର ଆସେ, ଯାହାକୁ ଦେଖିଲେ ଆପଣଙ୍କ ହୃଦ ସ୍ପନ୍ଦନ ବି କ୍ଷଣିକ ପାଇଁ ବନ୍ଦ ହୋଇଯିବ । ଏମିତି ଏକ ଭିଡିଓକୁ ଜଣେ ୟୁଜର ତାଙ୍କ ଇନ୍‌ଷ୍ଟାଗ୍ରାମରେ ସେୟାର କରିଛନ୍ତି ଯାହାକୁ ଦେଖିଲେ ଯେ କେହି ଚମକି ପଡ଼ିବେ । ଭିଡିଓଟି ଭାଇରାଲ ହୋଇଛି । ଏହି…