ସାଉଥ ଇଣ୍ଡିଆ ମିସେସ ପ୍ରତିଯୋଗିତାରେ ରନରଅପ୍ ହେଲେ ଓଡ଼ିଆ ବହୁ ତପସ୍ବିନୀ ନାୟକ

ବେଙ୍ଗାଲୁରୁ(କେନ୍ୟୁଜ୍):  ଓଡ଼ିଆ ବହୁଙ୍କ ସଫଳତା । ଅନିଶା କ୍ରିଏସନ ଦ୍ୱାରା ବେଙ୍ଗାଳୁରୁରେ ଆୟୋଜିତ ସାଉଥ ଇଣ୍ଡିଆ ମିସେସର ପ୍ରଥମ ରନର୍ସ ଅଫ ହୋଇଛନ୍ତି ଜଣେ ଓଡିଆ ବହୁ । ସେ ହେଉଛନ୍ତି ଗଞ୍ଜାମ ଜିଲ୍ଲା ହିଂଜିଳିକାଟୁର ତପସ୍ବିନୀ ନାୟକ ।

ବେଙ୍ଗାଳୁରୁରେ ସେ ସ୍ୱାମୀ ଓ ପୁଅ ସହ ରହିବା ସହ ଚାକିରି କରିଛନ୍ତି । ତେବେ ବେଙ୍ଗାଳୁରୁରେ ଆୟୋଜିତ ଏହି ମିସେସ ସାଉଥ ଇଣ୍ଡିଆ ପ୍ରତିଯୋଗିତାରେ ସେ କର୍ଣ୍ଣାଟକ ରାଜ୍ୟ ପକ୍ଷରୁ ଭାଗନେଇ ପ୍ରଥମ ରନର୍ସ ଅଫ ହୋଇ ଓଡ଼ିଶାର ନାମ ରଖିଛନ୍ତି । ତେବେ ଆଗରୁ ସେ ବହୁତ ସଫଳତା ହାସଲ କରି ଓଡ଼ିଶାର ଗର୍ବ ଓ ଗୌରବକୁ ବଢ଼ାଇଛନ୍ତି ।

 

Leave A Reply

Your email address will not be published.