କାଦୁଅରେ ପଡି ଚାଲିଗଲା ହାତୀ ଛୁଆର ଜୀବନ

ଢେଙ୍କାନାଳ(କେନ୍ୟୁଜ୍): କାଦୁଅରେ ପଡି ଚାଲିଗଲା ହାତୀର ଜୀବନ। ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ମୁକ୍ତାପଶି ଫରେଷ୍ଟ ସେକ୍ସନ କଙ୍କିଳିକ ଗାଁ ଜରିତଇଳା ନିକଟରେ ପୋଖରୀ ଭିତରୁ ଛୁଆ ହାତୀର ମୃତଦେହ ଉଦ୍ଧାର। ମୃତ ହାତୀର ବୟସ ପ୍ରାୟ ୪ ବର୍ଷ ହେବ।

ଏହି ଅଞ୍ଚଳରେ ଦୀର୍ଘ ଦିନ ହେବ ହାତୀ ରହୁଥିବାରୁ ସଂଘର୍ଷ କାରଣରୁ ହାତୀ ଛୁଆର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀ ମୃତ୍ୟୁ ନେଇ ତଦନ୍ତ ଜାରି ରଖିଛନ୍ତି।

Leave A Reply

Your email address will not be published.