ସୋର : ଅବକାରୀ ବିଭାଗ ଦ୍ୱାରା ୧ହଜାର ଲିଟର ଦେଶୀ ମଦ ଜବତ, ଜଣେ ଗିରଫ

ସୋର : ପୁରୁଣା ବାଲେଶ୍ବରରୁ ଧାମରା ଯାଉଥିବା ଏକ ପିକଅପ୍ ଭ୍ୟାନ ଉପରେ ଅବକାରୀ ବିଭାଗ ଚଢାଉ କରିଥିବା ଜଣାପଡିଛି । ଏହି ଚଢାଉ ସମୟରେ ଗାଡିରୁ ପ୍ରାୟ ୧ହଜାର ଲିଟର ଦେଶୀ ମଦ ଜବତ କରାଯାଇଛି । ତେବେ ସମସ୍ତ ଦେଶୀ ମଦ ଓ ପିକଅପ୍ ଭ୍ୟାନକୁ ଜବତ କରିବା ସହିତ ଡ୍ରାଇଭରକୁ ଗିରଫ କରିଛି ଅବକାରୀ ଟିମ୍ ।

Leave A Reply

Your email address will not be published.