ଭୁବନେଶ୍ୱର ସାଲିଆ ସାହିରେ ପୋଲିସର ବଡ଼ ଧରଣର ଚଢାଉ, ଗୁପ୍ତ କୋଠରୀ ଭିତରେ ଚାଲିଥିଲା ଦେଶୀ ମଦ କାରବାର

ଭୁବନେଶ୍ୱର(କେନ୍ୟୁଜ୍): ପାର୍ବଣ ପୂର୍ବରୁ ଆକ୍ସନ୍‌ ମୋଡ୍‌ରେ କମିଶନରେଟ୍‌ ପୋଲିସ୍‌। ଭୁବନେଶ୍ୱର ସାଲିଆ ସାହିରେ ପୋଲିସର ବଡ଼ ଧରଣର ଚଢାଉ। ନିଶା କାରବାର ଉପରେ ବଡ଼ ଛାପା। ଡିସିପିଙ୍କ ନେତୃତ୍ୱରେ ରେଡ୍‌ କରୁଛି ପୋଲିସ। ପାର୍ବଣକୁ ଦୃଷ୍ଟିରେ ରଖି ଚଢାଉ କରାଯାଉଛି।

ମାଦକ ଦ୍ରବ୍ୟ କାରବାର ସୁରାକ ପାଇ ଚାଲିଛି ଚଢାଉ। ପୋଲିସ ପକ୍ଷରୁ ତନ୍ନତନ୍ନ ଯାଞ୍ଚ କରାଯାଉଛି। ଏକ ଦେଶୀ ମଦ ଭାଟି ଠାବ କରି ଭାଙ୍ଗିଛି । ଗୁପ୍ତ କୋଠରୀ ଭିତରେ ଚାଲିଥିଲା ଦେଶୀ ମଦ କାରବାର।

Leave A Reply

Your email address will not be published.