Browsing Tag

3rd odi

ସିରିଜ ପୋଛିନେଲା ଭାରତ, ତୃତୀୟ ଦିନିକିଆରେ େଓ୍ଵଷ୍ଟଇଣ୍ଡିଜକୁ ୧୧୯ ରନରେ କଲା ପରାସ୍ତ

ଭାରତର କ୍ଲିନ୍‌ ସୁଇପ୍‌ । େଓ୍ଵଷ୍ଟଇଣ୍ଡିଜକୁ ମୂଳପୋଛ କଲା ଭାରତ । ତୃତୀୟ ଦିନିକିଆକୁ ବି ଜିତିନେଲା ଭାରତ । ତିନି ଟିକିଆ ସିରିଜକୁ ୩-୦ରେ ପୋଛି ନେଇଛି ଧାଓ୍ଵନ ବାହିନୀ । ବର୍ଷା ବାଧାପ୍ରାପ୍ତ ତୃତୀୟ ଦିନିକିଆ ୧୧୯ରେ ରନରେ ଜିତିନେଇଛି ଭାରତ । େଓ୍ଵଷ୍ଟଇଣ୍ଡିଜ ସମ୍ମୁଖରେ ୨୫୭ରନର…

ତୃତୀୟ ଦିନିକିଆରେ ଭାରତ ଆଗରେ ୨୬୦ ରନ୍‌ର ବିଜୟଲକ୍ଷ୍ୟ ରଖିଲା ଇଂଲଣ୍ଡ

ମାଞ୍ଚେଷ୍ଟର : ଭାରତ ଓ ଇଂଲଣ୍ଡ ମଧ୍ୟରେ ଓଲଡ୍‌ ଟ୍ରାଫର୍ଡ଼ ଠାରେ ଚାଲିଛି ଗରୁତ୍ୱପୂର୍ଣ୍ଣ ତୃତୀୟ ଦିନିକିଆ ମ୍ୟାଚ୍‌ । ଟସ୍‌ ଜିତି ଭାରତ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଆଉ ପ୍ରଥମେ ବ୍ୟାଟିଂ କରି ଘରୋଇ ଇଂଲଣ୍ଡ ଟିମ୍‌ ସବୁ ଓ୍ଵିକେଟ୍‌ ହରାଇ ୨୫୯ ରନ୍‌ ସ୍କୋର କରିଛି । ଚହଲ,…