ଭୟଙ୍କର ସଡକ ଦୁର୍ଘଟଣାରେ ଚାଲିଗଲା ୫ ଶ୍ରଦ୍ଧାଳୁଙ୍କ ଜୀବନ, ୪ ଗୁରୁତର
ରାଜସ୍ଥାନର ଯୋଧପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ୫ ଶ୍ରଦ୍ଧାଳୁଙ୍କ ଜୀବନ । ଏହାସହିତ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ରାଜସ୍ଥାନ ଯୋଧପୁରର ପାଲି ଜିଲ୍ଲାର ରୋହଟ ଥାନା ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ଶ୍ରଦ୍ଧାଳୁମାନେ ଚାଲିଚାଲି ରାମଦେବରା ଯାଉଥିଲେ । ଏହି ସମୟରେ ଏକ ଟ୍ରକ୍…