ଘୋର ବିରୋଧ ପରେ ବାତିଲ ହେଲା ଆଧାରକୁ ନେଇ ଜାରି ହୋଇଥିବା ନୂଆ ଆଡଭାଇଜରୀ, ପଛ ଘୁଞ୍ଚା ଦେଲେ ସରକାର
ବ୍ୟାଙ୍କ ହେଉ ବା ହୋଟେଲ ସବୁଠି ଆଧାର କାର୍ଡର ବ୍ୟବହାର ବାଧ୍ୟତାମୂଳକ ହୋଇଛି । ହେଲେ ନିକଟରେ ଆଧାର କାର୍ଡ ସୁରକ୍ଷା ନେଇ ନିଜେ ପ୍ରଶ୍ନ ଉଠାଇଛନ୍ତି ସରକାର । ସରକାରଙ୍କ ଆଇଟି ମନ୍ତ୍ରଣାଳୟ ନିକଟରେ ଏକ ଆଡଭାଇଜରୀ ପ୍ରକାଶ କରିଥିଲେ । ଏଥିରେ କହିଥିଲେ ଯେ ଆଧାରକୁ କେହି ଭୁଲ ଭାବେ ଲଗାଇ…