ଆପଣଙ୍କ ଆଧାର କାର୍ଡରେ କେତୋଟି ସିମ ନିଆଯାଇଛି, ଏହି ସରକାରୀ େଓ୍ଵବସାଇଟରୁ ଜଣାପଡ଼ିବ ଚୁଟକିରେ
ଏବେ ଆଧାର କାର୍ଡ ବହୁତ ଜରୁରୀ ଡକ୍ୟୁମେଣ୍ଟ ହୋଇଛି । ଏବେ ଏହାର ବ୍ୟବହାର ପରିଚୟ ପତ୍ର ଭାବେ ଅଧିକ ବ୍ୟବହାର କରାଯାଉଛି । ଏହା ସାହାଯ୍ୟରେ ୟୁଜର୍ସ ସିମ କାର୍ଡ ବି କିଣି ପାରିବେ । ଅଧିକାଂଶ ସମୟରେ ଆମ ଆଧାର କାର୍ଡରେ ସିମ ଜାରି ହୋଇଥାଏ । ହେଲେ ଏହା ସମ୍ପର୍କରେ ଆମକୁ ଜଣା ନଥାଏ ।…