ଅମୀର ଖାନଙ୍କୁ ଆସାମ ଯିବାକୁ ମନା କଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା
ନିକଟରେ ରିଲିଜ ହୋଇଛି ବଲିଉଡ୍ ଷ୍ଟାର ଆମିର ଖାନ୍ଙ୍କ ଅଭିନୀତ ନୂଆ ଫିଲ୍ମ ଲାଲ ସିଂ ଚଡ୍ଡା । ଫିଲ୍ମ ବାବଦରେ ସାମ୍ନାକୁ ଆସିବା ପର ଠାରୁ ହିଁ ଅମୀରଙ୍କୁ ନେଇ ଜୋର ଧରିଛି ଚର୍ଚ୍ଚା । ଆଉ ଏବେ ଅମୀରଙ୍କୁ ଆସାମ ଗସ୍ତ ପାଇଁ ବାରଣ ହୋଇଛି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ତାଙ୍କୁ…