ପଞ୍ଜାବରେ ୩୦୦ ୟୁନିଟ୍ ମାଗଣା ବିଜୁଳି ଦେବ ଆପ୍ ସରକାର, କିନ୍ତୁ ମାନିବାକୁ ପଡ଼ିବ ଏସବୁ ସର୍ତ୍ତ
ପଞ୍ଜାବ: ପଞ୍ଜାବରେ ନିର୍ବାଚନ ପରେ ନିଜ କଥା ରଖିଛି ଆମ୍ ଆଦମୀ ପାର୍ଟି। ରାଜ୍ୟବାସୀଙ୍କୁ ମାଗଣା ବିଜୁଳି ଦେବାକୁ ଘୋଷଣା କରଛନ୍ତି ମୁଖ୍ୟମନ୍ତ୍ରୀ। ଶନିବାର ସରକାର ଘୋଷଣା କରିଛନ୍ତି ଯେ ଜୁଲାଇ ୧ରୁ ୩୦୦ ୟୁନିଟ୍ ବିଜୁଳି ମାଗଣାରେ ଦିଆଯିବ। ତେବେ ଏଥିରେ କିଛି ସର୍ତ୍ତ ବି ରହିଛି। ଏହା…