ସମଲେଶ୍ବରୀ ମନ୍ଦିର ନିକଟରୁ ନିଖୋଜ ହୋଇଥିବା ଯୁବକର ମିଳିଲା ହାତ ଗୋଡ଼ ବନ୍ଧା ମୃତ ଦେହ
ସମ୍ବଲପୁର (କେନ୍ୟୁଜ): କ୍ଷେତରାଜପୁର ଥାନା ଅନ୍ତର୍ଗତ ସମଲେଶ୍ବରୀ ମନ୍ଦିର ନିକଟରୁ ନିଖୋଜ ହୋଇଥିବା ଯୁବକର ମୃତ ଦେହ ବୁର୍ଲା ୧୮ ହଜ଼ାର ପାୱାର କେନାଲରୁ ହାତ ଗୋଡ଼ ବନ୍ଧା ଅବସ୍ଥାରେ ଅଗ୍ନିଶମ ବିଭାଗ ଉଦ୍ଧାର କରିଛି। ଗତ ୨୬ ତାରିଖରୁ ଝାଙ୍କରପାଲି ଅଞ୍ଚଳର ସୁବିନ୍ଦ କୁଅଁର ନାମକ ଜଣେ ଯୁବକ…