ଐଶ୍ୱର୍ଯ୍ୟା ରାୟ ବଚ୍ଚନ ବି ଗର୍ଭବତୀ ! ଏୟାରପୋର୍ଟରେ ବେବି ବମ୍ପ ଲୁଚାଉଥିବାର ଆସିଲେ ନଜର; ଦେଖନ୍ତୁ ଭିଡିଓ
ବଲିଉଡ୍ ଅଭିନେତ୍ରୀ ତଥା ପୂର୍ବ ମିସ୍ ଓ୍ଵାର୍ଲ୍ଡ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ନିକଟରେ ସ୍ୱାମୀ ଅଭିଷେକ ବଚ୍ଚନ ଓ ଝିଅ ଆରାଧ୍ୟା ବଚ୍ଚନଙ୍କ ସହ ମୁମ୍ବାଇ ଏୟାରପୋର୍ଟରେ ନଜର ଆସିଛନ୍ତି। ଏ ଅବସରରେ ଷ୍ଟାର ଫ୍ୟାମିଲିର ଏକ ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି, ଯାହା ଖୁବ୍ ଭାଇରାଲ…