Browsing Tag

abortion

ଗର୍ଭପାତ ଆଇନକୁ ଅବୈଧ ଘୋଷଣା କଲେ ଆମେରିକା ସୁପ୍ରିମକୋର୍ଟ, ରାୟକୁ ରାଷ୍ଟ୍ରପତି ଜୋ ବାଇଡେନ ସମାଲୋଚନା

ଆମେରିକା: ଗର୍ଭପାତ ଆଇନକୁ ଅବୈଧ ଘୋଷଣା କଲେ ଆମେରିକା ସୁପ୍ରିମକୋର୍ଟ । ଆମେରିକାର ସୁପ୍ରିମକୋର୍ଟ ମହିଳାଙ୍କ ସ୍ୱେଚ୍ଛାକୃତ ଗର୍ଭପାତକୁ ଅବୈଧ ଘୋଷଣା କରିଛନ୍ତି । ଦୀର୍ଘ ୫୦ ବର୍ଷ ହେଲା ଗର୍ଭପାତକୁ ସାମ୍ବିଧାନିକ ସୁରକ୍ଷା ଦିଆଯାଇ ଆସୁଥିବା ବେଳେ ଶୁକ୍ରବାର ସୁପ୍ରିମକୋର୍ଟ ଏହାକୁ ଅବୈଧ…