Browsing Tag

accident

ପି. ଚିଦମ୍ବରମଙ୍କୁ ଗିରଫ କରିଥିବା DSPଙ୍କ ଗାଡ଼ିକୁ ଧକ୍କା ଦେଲା ଟ୍ରକ, ଜୀବନରୁ ମାରି ଦେବାକୁ ଚେଷ୍ଟା କରାଯାଇଥିବା…

ସିବିଆଇର ଡେପୁଟି ଏସପି ରୁପେଶ କୁମାର ଶ୍ରୀବାସ୍ତବଙ୍କୁ ଟ୍ରକ ଚପାରେ ମାରି ଦେବାକୁ ଚେଷ୍ଟା କରାଯାଇଛି । ଶୁଣାଯାଉଛିକି ଶ୍ରୀ ଶ୍ରୀବାସ୍ତବ ଦିଲ୍ଲୀରୁ ଗୋରଖପୁର ଫେରୁଥିବା ସମୟରେ ମଝି ରାସ୍ତାରେ ତାଙ୍କ ସ୍କର୍ପିଓକୁ ଟ୍ରକ ଧକ୍କା ଦେଇଥିଲା । ଗୁଲରିହାର ବରଗଡ଼ି ନିକଟରେ ଟ୍ରକ ଧକ୍କା ଏତେ…

ପୁରୀ ଚୁପୁରିଙ୍ଗ ଜଗନ୍ନାଥ ସଡ଼କରେ ବାଇକକୁ ଧକ୍କାଦେଲା କାର୍‌, ୫ବର୍ଷର ଶିଶୁ ମୃତ

ପିପିଲି(କେନ୍ୟୁଜ୍): ପୁରୀ ଜିଲ୍ଲା ଚୁପୁରିଙ୍ଗ ଜଗନ୍ନାଥ ସଡ଼କରେ ବାଇକକୁ ଧକ୍କାଦେଲା କାର୍‌, ୫ବର୍ଷର ଶିଶୁ ମୃତ । ମୃତକ ସାଇରାମ ବଳିୟାରସିଂହ । ସାଇରାମଙ୍କ ବାପା, ମା ଓ ବଡ ଭଉଣୀ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତିି । ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଥିଲେ ।…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ସ୍ତ୍ରୀ ଆଗରେ ଚାଲିଗଲା ସ୍ବାମୀର ଜୀବନ

ବୌଦ୍ଧ (କେନ୍ୟୁଜ): ବୌଦ୍ଧ ୫୭ନଂ ଜାତୀୟ ରାଜପଥ ଖୁଣ୍ଟବନ୍ଧ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ସ୍ତ୍ରୀ ଆଗରେ ଚାଲିଗଲା ସ୍ବାମୀର ଜୀବନ । ସ୍ବାମୀ ସ୍ତ୍ରୀ ବାଇକ୍ ଯୋଗେ ଘରକୁ ଫେରୁଥିବା ସମୟରେ ଅନ୍ୟ ଏକ ବାଇକ୍ ସହ ମୁହାଁ ମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ…

ପିପିଲି ଟୋଲ ଗେଟ ନିକଟରେ ଓଲଟିଲା ବସ: ଜଣେ ମୃତ , ୧୫ ଆହତ

ପିପିଲି (କେନ୍ୟୁଜ): ପିପିଲି ଟୋଲ ପ୍ଲାଜା ନିକଟରେ ଶୁକ୍ରବାର ଅପରାହ୍ନରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି । ଏକ ଯାତ୍ରିବାହୀ ବସ୍ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଛି । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୫ଜଣ ଯାତ୍ରୀ ଆହତ ହୋଇଛନ୍ତି । ସ୍ଥାନୀୟ ଲୋକେ ଏହାଦେଖି…

ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡ଼ିଲା ପାଣି ଟ୍ଯାଙ୍କର, ଡ୍ରାଇଭର ମୃତ

ରାୟଗଡ଼ା(କେନ୍ୟୁଜ୍): ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକରେ ମହାମାରୀ ହଇଜା ପ୍ରବଣ ଅଞ୍ଚଳରେ ପିଇବା ପାଣି ଯୋଗାଣ ପାଇଁ ନିୟୋଜିତ ଥିବା ପାଣି ଟ୍ଯାଙ୍କର ଦୁର୍ଘଟଣାଗ୍ରସ୍ତ। ଦୁର୍ଘଟଣାରେ ଡ୍ରାଇଭର ମୃତ୍ଯୁବରଣ କରିଥିବା ଥିବାବେଳେ ଜଣେ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଆହତ ବ୍ଯକ୍ତି…

ପଶ୍ଚିମବଙ୍ଗ: ଅଟୋକୁ ଧକ୍କା ଦେଲା ସରକାରୀ ବସ୍‌; ଘଟଣାସ୍ଥଳରେ ଚାଲିଗଲା ୮ ଯାତ୍ରୀଙ୍କ ଜୀବନ

ପଶ୍ଚିମବଙ୍ଗର ବୀରଭୂମିରେ ଏକ ସରକାରୀ ବସ୍‌ ଓ ଅଟୋରିକ୍ସା ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି, ଯେଉଁଥିରେ ୮ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ମଙ୍ଗଳବାର ସନ୍ଧ୍ୟାରେ ବୀରଭୂମିର ମଲ୍ଲାପୁର ଅଞ୍ଚଳରେ ରାଜ୍ୟ ରାଜପଥରେ ହୋଇଛି। ପୋଲିସ ସୂଚନା ମୁତାବକ, ଏହି ଦୁର୍ଘଟଣା ଏତେ…

ଭାରସାମ୍ୟ ହରାଇ ରାସ୍ତାରେ ଥିବା ଡିଭାଇଡ଼ରକୁ ଧକ୍କା ଦେଲା ଇନୋଭା କାର: ଜଣେ ମୃତ , ଜଣେ ଗୁରୁତର

ସୁନ୍ଦରଗଡ଼ (କେନ୍ୟୁଜ): ଭାରସାମ୍ୟ ହରାଇ ରାସ୍ତାରେ ଥିବା ଡିଭାଇଡ଼ରକୁ ଧକ୍କା ଦେଲା ଇନୋଭା କାର। ରାଉରକେଲା ଯାଉଥିବା ବେଳେ ଦୁର୍ଘଟଣା ମୃତକ ଏବଂ ଆହତଙ୍କ ପରିଚୟ ମିଳିନାହିଁ। ଗାଡିର ବେଗ ବହୁତ ଅଧିକ ଥିବାରୁ ଡିଭାଇଡ଼ର ରେ ପିଟି ହେବା ପରେ ରାସ୍ତା କଡ଼କୁବପ୍ରାୟ ୫୦୦ ମିଟର ପଶିଯାଇଛି ଏବଂ…

ଗଞ୍ଜାମ: ପଛ ପଟୁ ଧକା ଦେଲା ବାଇକ, ୬ ଗୁରୁତର

ଗଞ୍ଜାମ(କେନ୍ୟୁଜ୍):  ଗଞ୍ଜାମ  ଜିଲ୍ଲା ସୋରଡା ଥାନା ଅନ୍ତ୍ରଗତ ସୁରମଣି ଗ୍ରାମ ନିକଟରେ ବାଇକ ଦୁର୍ଘଟଣା ଘଟି ୬ ଆହାତ । ଚିକିତ୍ସା ନିମନ୍ତେ ସୋରଡା ମେଡିକାଲ ରେ ଭର୍ତ୍ତି କରାଯାଇଛି । ସୂଚନା ପ୍ରକାରେ ସୁରମଣି ଗ୍ରାମର ମହିଳା ମାନେ ନିକଟରେ ଥିବା ନଦୀରୁ ଗାଧୋଇ ସାରି ଘରକୁ ଫେରୁଥିବା ବେଳେ…

ଯାଜପୁର: ବରଡ଼ା ଛକ ନିକଟରେ ଭାରସାମ୍ୟ ହରାଇ ସ୍କୁଟି ଉପରେ ଓଲଟିଲା ଟ୍ରକ, ମା ଓ ଝିଅ ମୃତ

ଯାଜପୁର(କେନ୍ୟୁଜ): ଏକ ଶୁଦ୍ଧିକ୍ରିୟା ସାରି ମାଆ ଓ ଝିଅ ନିଜ କର୍ମକ୍ଷେତ୍ର ସୁକିନ୍ଦା ଅଞ୍ଚଳକୁ ଫେରୁଥିବା ବେଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଉଭୟଙ୍କ ମୃତ୍ୟ ଘଟିଛି । ମୃତକ ଦ୍ଵୟ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଅଞ୍ଚଳର ଅଶୋକ ଚକ୍ରବର୍ତ୍ତିଙ୍କ ପତ୍ନୀ ସୃତିକା ଚକ୍ରବର୍ତୀ (୪୭) ଓ…

ମୟୁରଭଞ୍ଜ: ଦୁଇ ପିକଅପ୍ ଭ୍ୟାନ ମୁହାଁମୁହିଁ ଧକା, ଧାନ ରୋଇବାକୁ ଯାଉଥିବା ୩୫ ଶ୍ରମିକ ଗୁରୁତର  

କରଞ୍ଜିଆ(କେନ୍ୟୁଜ୍):  ଦୁଇ  ପିକଅପ୍ ମୁହାଁମୁହିଁ ଧକ୍କା। ପିକଅପରେ ଥିବା ୩୫ରୁ ଉର୍ଦ୍ଧ୍ବ ଯାତ୍ରୀ ଗୁରୁତର । ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଏଭଳି ଏକ ଦୁର୍ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲାର ମହୁଲଡିଆ ଥାନା ଚିଆଁବେଡା ଛକରେ । ସାତକୋଶିଆ ପଞ୍ଚାୟତ ବାଗଦଫା ଗ୍ରାମର ୩୫ ରୁ…

ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା କାର, ୫ ଆହତ, ୨ ଗୁରୁତର

ମୋହନ (କେନ୍ୟୁଜ): ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା ଅନ୍ତର୍ଗତ ଅବାରସିଂ ନିକଟରେ ଭାରସାମ୍ୟ ହରାଇ ଏକ କାର ଓଲଟି ପଡିଛି । ଫଳରେ କାରରେ ଯାତ୍ରା କରୁଥିବା ୭ ଜଣଙ୍କ ମଧ୍ୟରୁ ୫ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣ ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି । ସ୍ଥାନୀୟ ଲୋକେ ଓ…

ଟ୍ରକ୍‌ ପଛକୁ ଧକ୍କା ଦେଲା ଗୋରୁ ବୋଝେଇ ଟ୍ରକ୍‌: ବେପାରୀଙ୍କ ସହ ୯ଟି ଗୋରୁଙ୍କ ମୃତ୍ୟୁ

କେନ୍ଦୁଝର(କେନ୍ୟୁଜ୍): ଟ୍ରକ୍‌ ପଛକୁ ଧକ୍କା ଦେଲା ଗୋରୁ ବୋଝେଇ ଟ୍ରକ୍‌। ଦୁର୍ଘଟଣାରେ ଗୋରୁ ବେପାରୀଙ୍କ ସହ ୯ଟି ଗୋରୁଙ୍କ ମୃତ୍ୟୁ ଘଟିଛି। ୬ଟି ଗୋରୁ ଆହତ ହୋଇଛନ୍ତି। ତେବେ ଏଯାଏ ଗୋରୁ ବେପାରୀଙ୍କ ପରିଚୟ ମିଳିନାହିଁ। କେନ୍ଦୁଝର ଜିଲ୍ଲା ସଦର ଥାନା ୪୯ ନମ୍ବର ଜାତୀୟ ରାଜପଥର ଶୁଆକାଟି ଛକ…