Browsing Tag

accident death

ଷଣ୍ଢ ସହ ଧକ୍କା ହେଲା ବାଇକ୍, ଆଖି ବୁଜିଲେ ଆନନ୍ଦପୁର ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ

ଆନନ୍ଦପୁର(କେନ୍ୟୁଜ୍): ଘଷିପୁରା ଥାନା ନାରଙ୍ଗପୁର ଛକ ନିକଟରେ ବିଳମ୍ବିତ ରାତିରେ ବାଇକ ଦୁର୍ଘଟଣାରେ ଆନନ୍ଦପୁର ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ରାମଚନ୍ଦ୍ର ମାରାଣ୍ଡି ମୃତ। ବାଇକ୍ ଯୋଗେ ନିଜ ଘର ହରିଚନ୍ଦନପୁର ବ୍ଲକ୍ ଟାଙ୍ଗିରିଆପାଳ ଅଞ୍ଚଳରୁ ଫେରୁଥିବା ସମୟରେ ଏକ ଷଣ୍ଢ ସହ…

ଶୋଇଥିବା ବେଳେ ଶ୍ରମିକଙ୍କ ଉପରକୁ ମାଡ଼ିଗଲା ବାଲି ବୋଝେଇ ଟ୍ରକ୍: ୨ ମୃତ, ତିନି ଗୁରୁତର

ଖୋର୍ଦ୍ଧା(କେନ୍ୟୁଜ୍): ସକାଳୁ ସକାଳୁ ଖୋର୍ଦ୍ଧାରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଶୋଇଥିବା ବେଳେ ଶ୍ରମିକଙ୍କ ଉପରକୁ ମାଡ଼ିଗଲା ବାଲି ବୋଝେଇ ଟ୍ରକ୍। ଦୁର୍ଘଟଣାରେ ୨ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାପାଳଙ୍କ…

କାଠ ବୋଝେଇ ପିକଅପ ଭ୍ଯାନକୁ ପଛପଟୁ ପିଟିଲା ଆମ୍ବୁଲାନ୍ସ , ୨ ଗୁରୁତର

ଭଦ୍ରକ(କେନ୍ୟୁଜ): ଜାତୀୟ ରାଜପଥ ପାର୍ଶ୍ଵରେ ଛିଡା ହୋଇଥିବା କାଠ ବୋଝେଇ ପିକଅପକୁ ପଛ ପଟୁ ପିଟିଲା ଆମ୍ବୁଲାନ୍ସ। ଆମ୍ବୁଲାନ୍ସର ୨ କର୍ମଚାରୀ ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲରେ ଭର୍ତ୍ତି। ୧୬ ନମ୍ବର ଜାତୀୟ ରାଜପଥ ଭଦ୍ରକ ରାହାଞ୍ଜ ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା । ସୂଚନା…

ବାଲେଶ୍ୱର ଗାନ୍ଧିଛକ ନିକଟରେ ଡିଭାଇଡରେ ପିଟିହେଲା କାର୍‌: ମହିଳା ମୃତ, ୩ ଗୁରୁତର

ଜଳେଶ୍ୱର(କେନ୍ୟୁଜ): ଡିଭାଇଡରେ ପିଟିହେଲା କାର୍‌ । ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ୩ଜଣ ଗୁରୁତର ହୋଇଛନ୍ତି । ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଗାନ୍ଧିଛକ ନିକଟରେ ଦୁର୍ଘଟଣା ଘଟିଛି । ଆଜି ସକାଳୁ କାର୍‌ଟି ୬ଜଣ ଯାତ୍ରୀଙ୍କୁ ନେଇ କୋଲକାତାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା । ଗାନ୍ଧୀ…

ନିଜ ବାଇକ୍ ଯୋଗେ ଯାଉଥିବା ସମୟରେ ଧକ୍କା ଦେଲା ଅଜଣା ଗାଡ଼ି, ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

ଭଞ୍ଜନଗର (କେନ୍ୟୁଜ): ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ । ଗଂଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ, ଖଣ୍ଡୁରୁ ଗାଁ ନିକଟରେ ଘଟିଛି ଏଭଳି ଦୁର୍ଘଟଣା । ମୃତ ଯୁବକ ନିକଟସ୍ଥ ଘୋଡାପଲାଣ ଗାଁର କାଳିଆ ଜେନା । ନିଜ ବାଇକ୍ ଯୋଗେ, ପୋଲସରା ଅଭିମୁଖେ ଯାଉଥିବାବେଳେ, ଏକ ଅଜଣା ଗାଡ଼ି, ତାଙ୍କ…

ନୂଆପଡ଼ା କୁରୁମପୁରୀ ଗାଁ ନିକଟରେ ଟ୍ରାକ୍ଟରକୁ ପଛପଟୁ ଧକ୍କାଦେଲା ଟ୍ରକ୍‌, ଆଖିବୁଜିଲେ ୨ ଶ୍ରମିକ

ନୂଆପଡ଼ା (କେନ୍ୟୁଜ): ମର୍ମନ୍ତୁଦ ଦୁର୍ଘଟଣାରେ ୨ ମୃତ । ନୂଆପଡ଼ା ୩୫୩ନଂ ଜାତୀୟ ରାଜପଥର କୁରୁମପୁରୀ ଗାଁ ନିକଟରେ ଦୁର୍ଘଟଣା । ଟ୍ରାକ୍ଟରକୁ ପଛପଟୁ ଧକ୍କାଦେଲା ଟ୍ରକ୍‌ । ଟ୍ରାକ୍ଟରରେ ଥିବା ୨ ଶ୍ରମିକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ଲଖନା ଥାନା ପୋଲିସ ତଦନ୍ତ କରୁଛି ।

ଭୟଙ୍କର ଦୁର୍ଘଟଣାରେ ୩୦ଫୁଟ ତଳକୁ ଖସିଲା କାର୍: ମହିଳା ମୃତ, ସ୍ୱାମୀ ଓ ୨ ପୁଅ-ଝିଅ ଗୁରୁତର

କରଞ୍ଜିଆ(କେନ୍ୟୁଜ): ଯଶିପୁର ଥାନା ଦେଇ ଯାଇଥିବା ୪୯ ନମ୍ବର ରାଜ୍ୟ ରାଜପଥର ଗହିରା ବାଙ୍କ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ଏତେ ଭୟଙ୍କର ଥିଲା ଯେ ୩୦ ଫୁଟ ତଳେ ପଡ଼ିଲା ଓଡ଼ି କାର୍ । ଦୁର୍ଘଟଣାରେ ଜନୈକ ୩୬ବର୍ଷୀୟ ମହିଳାଙ୍କ ଘଟଣାସ୍ଥଳରେ ଶୋଚନୀୟ ମୃତ୍ୟୁ ହୋଇଥିବାବେଳେ,…

ବେଗୁନିଆ ଟିକାତାଳ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ବାପା-ପୁଅ ମୃତ

ବେଗୁନିଆ(କେନ୍ୟୁଜ୍‌): ବେଗୁନିଆ ଟିକାତାଳ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ ମୃତ। ଖୋର୍ଦ୍ଧା ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥରେ ବୋଲଗଡ ଅଞ୍ଚଳର ମଧୁସୂଦନ ଦାସ ଏବଂ ତାଙ୍କ ପୁଅ ଦାଶରଥି ଏକ ବୁଲେଟରେ ଖୋର୍ଦ୍ଧା ଆଡେ ଯାଉଥିବା ବେଳେ ଟିକାତାଳ ନିକଟରେ ସମ୍ମୁଖ ପଟୁ ଏକ କାର ଦ୍ରୁତ…

ବସ୍ ଧକ୍କାରେ ବାଇକ୍ ଆରୋହୀ ମୃତ୍ୟୁ ଘଟଣା: ଦୀର୍ଘ ୨୪ ଘଣ୍ଟାରୁ ଅଧିକ ସମୟ ହେଲାଣି ଶବ ରଖି ରାସ୍ତାରୋକ ଜାରି

ସମ୍ବଲପୁର(କେନ୍ୟୁଜ୍‌) : ବସ୍ ଧକ୍କାରେ ବାଇକ ଆରୋହୀ ମୃତ୍ୟୁ ଘଟଣାକୁ ନେଇ ଦୀର୍ଘ ୨୪ ଘଣ୍ଟାରୁ ଅଧିକ ସମୟ ହେଲା ରାସ୍ତାରୋକ ଜାରି । ମୃତକଙ୍କ ପରିବାରକୁ କ୍ଷତିପୁରଣ ଦାବିରେ ନାୟକପଡା ଛକରେ ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ । ଗତକାଲି ସଂଧ୍ୟା ୬ ଟା ସମୟରେ ସମ୍ବଲପୁରରୁ ଯାତ୍ରୀନେଇ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବିଜେଡି ନେତାଙ୍କ ଅକାଳ ବିୟୋଗ

କରଞ୍ଜିଆ(କେନ୍ୟୁଜ୍‌): ଠାକୁରମୁଣ୍ଡା ନିକଟସ୍ଥ ରାଇଡିହା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବିଜେଡି ନେତା ସୌଦାଗର ପାତ୍ର ଘଟଣାସ୍ଥଳରେ ମୃତ୍ୟୁବରଣ କରିଛନ୍ତି। ତାଙ୍କ ଅକାଳ ମୃତ୍ୟୁରେ ଶୋକାକୂଳ ପରିସ୍ଥିତି ଦେଖିବାକୁ ମିଳିଛି। ସୌଦାଗର ପାତ୍ର ଠାକୁରମୁଣ୍ଡାରୁ ଗତକାଲି ରାତି ୮ ଟା…

ଅଜଣା ଗାଡି ସହ ଧକ୍କା ହେଲା ଅଟୋ, ଡ୍ରାଇଭର୍ ମୃତ

ଯାଜପୁର (କେନ୍ୟୁଜ): ଅଜଣା ଗାଡି ଧକ୍କାରେ ଅଟୋ ଚାଳକଙ୍କ ମୃତ୍ୟୁ। ଯାଜପୁର ଜିଲ୍ଲା ୧୬ନମ୍ବର ଜାତୀୟ ରାଜପଥ ଚଣ୍ଡିଖୋଲ ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା। ସୂଚନା ମୁତାବକ, ଆଜି ଭୋର ସମୟରେ ଏକ ଅଟୋ ଧନିଆପତ୍ର ବୋଝେଇ କରି କଟକରୁ ବାରବାଟୀ ଅଭିମୁଖେ ଯାଉଥିବା ବେଳେ ଚଣ୍ଡିଖୋଲ ଛକ ନିକଟରେ ଏକ…

ପୋଲିସ ଏସ୍‌ଆଇଙ୍କ ଉପରେ ମାଡ଼ିଗଲା ହାଇୱା, ହସ୍ପିଟାଲ ନେବା ବାଟରେ ଉଡ଼ିଗଲା ପ୍ରାଣବାୟୁ

ଭଦ୍ରକ(କେନ୍ୟୁଜ୍‌) : ପୋଲିସ ଏସ୍‌ଆଇଙ୍କ ଉପରେ ମାଡ଼ିଗଲା ହାଇୱା। ଗୁରୁତର ଅବସ୍ଥାରେ କଟକ ନିଆଯିବା ବେଳେ ବାଟରେ ମୃତ୍ଯୁ।  ମୃତକ ହେଲେ ଭଦ୍ରକ ରିଜର୍ଭ ପୋଲିସର ଏସ୍‌ଆଇ ସୁଜିତ୍ ପାଣ୍ଡବ (୪୭)। ଘର ଭଦ୍ରକ ଚରମ୍ପାରେ। ସୂଚନା ମୁତାବକ, ଶୁକ୍ରବାର ଭୋର୍‌ ପ୍ରାୟ ୪ଟା ସମୟରେ ୧୬ ନମ୍ବର…