Browsing Tag

accident in cctv

ସିସିଟିଭିରେ କଏଦ ହେଲା ଦୁର୍ଘଟଣାର ଲାଇଭ ଫୁଟେଜ, ୫ଜଣଙ୍କ ଉପରେ ମାଡ଼ିଗଲା ବୋଲେରୋ

 କାକଟପୁର(କେ ନ୍ୟୁଜ): ସିସି ଟିଭିରେ ଦୁର୍ଘଟଣାର ଲାଇଭ ଫୁଟେଜ। ବିଦ୍ୟୁତଖୁଣ୍ଟରେ ମାଡ଼ ହୋଇ ଲୋକଙ୍କ ଉପରେ ମାଡ଼ିଗଲା ବୋଲେରୋ। ଅସ୍ତରଙ୍ଗ ନିମାପଡା ରାସ୍ତାରେ ଅସ୍ତରଙ୍ଗ ପଟୁ ଆସୁଥିବା ଏକ ବୋଲେରୋ ୫ଜଣଙ୍କ ଉପରେ ମାଡ଼ିଗଲା। ମଦ୍ୟପାନ କରି ଗାଡିଚାଳନା କରିବା କେତେ ଭୟଙ୍କର ହୋଇପାରେ ତା’ ର…