Browsing Tag

accident jajpur

ଯାଜପୁରରେ ମିନି ଟ୍ରକ ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ, ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ

ଯାଜପୁର ଟାଉନ(କେନ୍ୟୁଜ୍):ଯାଜପୁର ଜିଲ୍ଲା ସଠିପୁର ନିକଟରେ ମିନି ଟ୍ରକ ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ। ମୃତକ ହେଲେ ଜଗନ୍ନାଥ ପ୍ରସାଦ ଗାଁର ଗୁରୁ ଚରଣ ଦାସ। ଏହି ଦୁର୍ଘଟଣା ଅନ୍ୟ ୩ ଜଣ ଗୁରୁତର ହୋଇ ଜିଲା ମୁଖ୍ୟ ଡାକ୍ତର ଖାନାରେ ଚିକିତ୍ସିତ ହେଉଛନ୍ତି। ଗୁରୁତର ମଧ୍ୟରେ ସ୍ଥାନୀୟ…