ଠାକୁରାଣୀ ଯାତ୍ରା ହେଲା ଶେଷ ଯାତ୍ରା: ଭାରସାମ୍ଯ ହରାଇ ଓଲଟିଲା ଅଟୋ : ୨ ମୃତ ,୮ ଗୁରୁତର
ବୌଦ୍ଧ (କେନ୍ୟୁଜ): ଠାକୁରାଣୀ ଯାତ୍ରା ହେଲା ଶେଷ ଯାତ୍ରା । ବୌଦ୍ଧ-କନ୍ଧମାଳ ସୀମାନ୍ତ ରାଣୀପଥର ପାଣିଶାଲ ରେ ଓଲଟିଲା ଓଟୋ । ଘଟଣା ସ୍ଥଳରେ ଦୁଇ ମୃତ , ୮ ଗୁରୁତର । ମୃତକ ହେଲେ ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଲୋକପଡ଼ା ଗ୍ରାମର କୁମାରୀ କହଁର ଓ ଗୁରୁ ମାଝି ।
ସୂଚନା ଅନୁଯାୟୀ ବୌଦ୍ଧ…