Browsing Tag

actress death

ରାଇମୋହନଙ୍କ ଆତ୍ମହତ୍ୟାକୁ ନେଇ ଏସିପି ଇନଚାର୍ଜଙ୍କ ସୂଚନା, ପାରିବାରିକ କଳହ ହୋଇପାରେ କାରଣ !

ଭୁବନେଶ୍ୱର (କେନ୍ୟୁଜ): ଓଲିଉଡର ଭେଟେରାନ୍ ଆକ୍ଟର ତଥା ଦୁର୍ଦ୍ଦାନ୍ତ ଖଳନାୟକ ରାଇମୋହନ ପରିଡା ଆତ୍ମହତ୍ୟା କରିଛନ୍ତି । ଶୁକ୍ରବାର ତାଙ୍କ ଭୁବନେଶ୍ୱର ପ୍ରାଚୀ ବିହାର ବାସଭବନରେ ସେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ତେବେ ସେ କାହିଁକି ଆତ୍ମହତ୍ୟା କଲେ? ତାଙ୍କ ମୃତ୍ୟୁ ପଛର କାରଣ…

ଆତ୍ମହତ୍ୟା ପୂର୍ବରୁ ଝିଅକୁ ଦେଇଥିଲେ ଶେଷ ମେସେଜ ‘ବାଏ’

ଭୁବନେଶ୍ୱର (କେନ୍ୟୁଜ): ଆତ୍ମହତ୍ୟା ପୂର୍ବରୁ ନିଜ ଝିଅକୁ ରାଇମୋହନ କରିଥିଲେ ଶେଷ ମେସେଜ । ମେସେଜରେ ‘ବାଏ’ ଲେଖିଥିଲେ ରାଇମୋହନ । ତେବେ ମେସେଜରେ ସେ କାହିଁକି ସେ ଏମିତି ଲେଖିଥିଲେ ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ଏହି ମେସେଜ ଲେଖିବା ପରେ ସବୁଦିନ ପାଇଁ ଦୁନିଆକୁ ଅଲବିଦା କହିଥିଲେ…

ରାଇମୋହନଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ: କହିଲେ- ନିଖୁଣ ଅଭିନୟ ପାଇଁ ସେ ସ୍ମରଣୀୟ ହୋଇ ରହିବେ

ଭୁବନେଶ୍ୱର (କେନ୍ୟୁଜ): ବିଶିଷ୍ଟ ଅଭିନେତା ରାଇମୋହନ ପରିଡ଼ାଙ୍କ ଅକାଳ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ଵିଟ୍‌ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ନାଟକଠୁ ଆରମ୍ଭ କରି ଯାତ୍ରା, ଚଳଚ୍ଚିତ୍ର ପରି କଳାର ବିଭିନ୍ନ କ୍ଷେତ୍ରରେ ତାଙ୍କର ଅନୁପସ୍ଥିତି ସର୍ବଦା…

ଅଭିନେତ୍ରୀ ରଶ୍ମିରେଖା ଆତ୍ମହତ୍ୟା ଘଟଣା: ଥାନାରେ ହାଜର ହେଲେ ଦ୍ବିତୀୟ ପ୍ରେମିକ ସନ୍ତୋଷ ପାତ୍ର, ଜେରା କରୁଛି…

ଭୁବନେଶ୍ୱର (କେନ୍ୟୁଜ): ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ମୃତ୍ୟୁ ମାମଲାରେ ଥାନାରେ ହାଜରେ ହେଲେ ରଶ୍ମିଙ୍କ ପୁରୁଷ ବନ୍ଧୁ ସନ୍ତୋଷ ପାତ୍ର। ରଶ୍ମିଙ୍କ ସହ ସମ୍ପର୍କ ନେଇ ତାଙ୍କୁ ପଚରାଉଚରା କରୁଛି ନୟାପଲ୍ଲୀ ଥାନା ପୋଲିସ। ଆଜି ଥାନାରେ ହାଜର ହେବାକୁ ନୋଟିସ୍‌ ହୋଇଥିଲା। ଗତକାଲି ତାଙ୍କର ଆଉ…

ରହସ୍ୟ ଘେରରେ ଟେଲି ଅଭିନେତ୍ରୀ ରଶ୍ମିରେଖାଙ୍କ ମୃତ୍ୟୁ: ଆଜି ରାଜା ଓ ସନ୍ତୋଷକୁ ପଚରାଉଚରା କରିପାରେ ପୋଲିସ୍

ଭୁବନେଶ୍ବର(କେନ୍ୟୁଜ): ରହସ୍ୟ ଘେରରେ ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ମୃତ୍ୟୁ । ଆଜି ଆସିପାରେ ପୋଷ୍ଟମର୍ଟମ ରିପୋର୍ଟ । ରଶ୍ମିଙ୍କ ସୁଇସାଇଡ୍‌ ନୋଟ୍‌ର ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ପଠାଇଛି ପୋଲିସ୍ । ସେପଟେ ଜବତ ହୋଇଥିବା ରଶ୍ମିଙ୍କ ମୋବାଇଲ ଓ ଲାପଟପ୍‌କୁ ଯାଞ୍ଚ କରୁଛି…

୨୧ ବର୍ଷୀୟା ବଙ୍ଗାଳୀ ଅଭିନେତ୍ରୀଙ୍କ ଆତ୍ମହତ୍ୟା, ଫ୍ଲାଟ୍‌ରୁ ଝୁଲନ୍ତା ଅବସ୍ଥାରେ ମିଳିଲା ମୃତଦେହ

ବଙ୍ଗାଳୀ ମଡେଲ ତଥା ଅଭିନେତ୍ରୀ ବିଦିଶା ଦେ ମଜୁମ୍‌ଦାରଙ୍କ ଫ୍ୟାନମାନଙ୍କ ପାଇଁ ଏକ ଦୁଃଖଦ ଖବର। ୨୧ ବର୍ଷୀୟା ବିଦିଶା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ବୁଧବାର ତାଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ଅଭିନେତ୍ରୀଙ୍କ ଆତ୍ମହତ୍ୟା ଖବର ବଙ୍ଗାଳୀ ଏଣ୍ଟରଟେନମେଣ୍ଟ…

ଭିଡିଓ କଲ୍ ରେ କଥା ହେଉଥିବା ବେଳେ ଅଚାନକ ଫ୍ୟାନରେ ଦଉଡି ଦେଇ ଦେଲେ ଅଭିନେତ୍ରୀ

ଗତକାଲି କନ୍ନଡ଼ ଅଭିନେତ୍ରୀ ଚେତନା ରାଜଙ୍କର ସର୍ଜରୀ ସମୟରେ ମୃତ୍ୟୁ ହୋଇଥିଲା ବେଳେ ଆଜି ଆଉ ସାଉଥ ଇଣ୍ଡିଆନ୍ ସିନେମା ଅଭିନେତ୍ରୀଙ୍କର ମୃତ୍ୟୁ ଖବର ସାମ୍ନାକୁ ଆସିଛି । କେରଳର ଏର୍ନାକୁଲମ ଜିଲ୍ଲାର କୋଚ୍ଚି ଅଞ୍ଚଳରେ ରହୁଥିବା ଟ୍ରାନ୍ସୱିମ୍ୟାନ୍ ମଡେଲ ମୃତଦେହ ଭଡ଼ାଘରୁ ଉଦ୍ଧାର ହୋଇଛି ।…