Browsing Tag

adanan sami

ଇନଷ୍ଟାଗ୍ରାମରୁ ସବୁ ପୋଷ୍ଟ ଡିଲିଟ୍‌ କଲେ ଅଦନାନ ସାମି, ଲେଖିଲେ ‘ଅଲବିଦା’

ବଲିଉଡର ଲୋକପ୍ରିୟ ଗାୟକ ତଥା କମ୍ପୋଜର ଅଦନାନ ସାମି ନିଜ ଫ୍ୟାନ୍ସଙ୍କୁ ବଡ ଝଟକା ଦେଇଛନ୍ତି। ଅଦନାନ ନିଜ ଇନଷ୍ଟାଗ୍ରାମରୁ ସବୁ ପୋଷ୍ଟ ଡିଲିଟ୍‌ କରିଛନ୍ତି। ଅଦନାନ କେବଳ ଗୋଟିଏ ପୋଷ୍ଟ ଇନଷ୍ଟାରେ ରଖିଛନ୍ତି, ଯେଉଁଥିରେ ‘ଅଲବିଦା’ ବୋଲି ଲେଖାଯାଇଛି। ଅଦନାନ ହଠାତ୍‌ ପୋଷ୍ଟ ଡିଲିଟ୍‌ କରିବା…

୨୨୦ କିଲୋରୁ ୭୫ କିଲୋ କେମିତି ହେଲେ ଅଦନାନ ସାମୀ, ଜାଣନ୍ତୁ କଣ ଥିଲା ଏହା ପଛର ରହସ୍ୟ

ଲୋକପ୍ରିୟ ଗାୟକ ଅଦନାନ ସାମୀଙ୍କ ଲିଫ୍ଟ କରା ଦେ, ଭିଗି ଭିଗି ରା଼ତୋଂ ମେଁ ପରି ହିଟ ଗୀତ ସମସ୍ତେ ଶୁଣିଥିବେ ନିଶ୍ଚୟ । ଅଦନାନ ସାମୀ ଜଣେ ସଫଳ ମ୍ୟୁଜିସିଆନ ତଥା ସିଙ୍ଗର ମଧ୍ୟ । ତାଙ୍କ ମାତ୍ରାଧିକ ଓଜନକୁ ନେଇ ଅନେକ ଥର ଟ୍ରଲ ମଧ୍ୟ ହୋଇଛନ୍ତି । ଅତ୍ୟଧିକ ଓଜନ କାରଣରୁ ଅନେକ ଥର ଥଟା ମଜାର…