ଖୁବଶୀଘ୍ର ଜାରିହୋଇପାରେ ଜେଇ ମେନ ୨୦୨୨ ପରୀକ୍ଷା ଆଡମିଟ୍ କାର୍ଡ, ଚେକ୍ କରନ୍ତୁ ଅଫିସିଆଲ ୱେବସାଇଟ୍…
ଜେଇ ମେନ ୨୦୨୨ ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ଖୁବଶୀଘ୍ର ଜାରି ହେବ। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସୀ, NTA ଏହି ସପ୍ତାହରେ ଜୁନ୍ ସେସନ ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ଜାରି କରିପାରେ। ଏହା ଜାରି ହେବା ପରେ ଛାତ୍ର ଅଧିକାରକ ୱେବସାଇଟ jeemain.nta.nic.in କୁ ଯାଇ ନିଜର ଆଡମିଟ୍ କାର୍ଡ…