‘ମୁଁ ଦେଖିଛି ମୋର ମୃତ ଶରୀର’, ଏମିତି କହିଲେ ମରଣ ମୁହଁରୁ ଫେରିଥିବା ଜଣେ ବ୍ୟକ୍ତି
ମୃତ୍ୟୁ ପରେ କେମିତି ଲାଗିଥାଏ, ଏହା ଏକ ଅଜବ ପ୍ରଶ୍ନ । ଏହି ପ୍ରଶ୍ନର ଉତ୍ତର ଯେ କେହି ଜାଣିବାକୁ ଚାହିଁବେ । ଏମିତି କିଛି ପ୍ରଶ୍ନର ଉତ୍ତର ଦେଇଛନ୍ତି ମୃତ୍ୟୁ ମୁଖରୁ ଫେରି ଆସିଥିବା କିଛି ବ୍ୟକ୍ତି । ସେମାନେ ମେଡିକାଲି ଭାବେ ମୃତ ଘୋଷଣା ହେବା ପରେ ପୁଣି ବଞ୍ଚି ଉଠିଥିଲେ । ଯେଉଁଥିପାଇଁ…