‘ଅଗ୍ନିବୀର ବାୟୁ ନିଯୁକ୍ତି ୨୦୨୨’ର ରେଜଲ୍ଟ ଘୋଷିତ, ଏହି ଅଫିସିଆଲ ୱେବସାଇଟରୁ ଫଟାଫଟ୍ ଯାଞ୍ଚ କରନ୍ତୁ ନିଜର ଫଳାଫଳ
ଭାରତୀୟ ବାୟୁସେନା (IAF) ଅଗ୍ନିବୀର ବାୟୁ ନିଯୁକ୍ତି ପାଇଁ ଆୟୋଜିତ ପରୀକ୍ଷାର ଫଳାଫଳ ଜାରି କରିଛି। ଯେଉଁ ଆଶାୟୀମାନେ ପରୀକ୍ଷାରେ ଭାଗ ନେଇଥିଲେ, ସେମାନେ ନିଜ ରେଜଲ୍ଟ ଏବଂ ସିଲେକ୍ସନ ଷ୍ଟାଟସ୍ ଅଫିସିଆଲ ୱେବସାଇଟ ମାଧ୍ୟମରେ ଯାଞ୍ଚ କରି ପାରିବେ। ରେଜଲ୍ଟ ଯାଞ୍ଚ କରିବା ପାଇଁ…