କାରରେ ୬ଟି ଏୟାରବ୍ୟାଗ ଲଗାଇବା ବାଧ୍ୟତାମୂଳକ ନିୟମକୁ ନେଇ ସ୍ୱର ଉଠାଇଲେ କିଛି କମ୍ପାନୀ, କାହିଁକି ଜାଣନ୍ତୁ
ଭାରତରେ କୌଣସି ଚାରିଚକିଆ ଯାନରେ ୬ଟି ଏୟାରବ୍ୟାଗ ଲଗେଇବା ନିୟମକୁ ବାଧ୍ୟତାମୂଳକ କରାଯାଇଥିବାବେଳେ ଏହାକୁ ନେଇ ଗାଡି ନିର୍ମାତା କମ୍ପାନୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । କମ୍ପାନୀ ପକ୍ଷରୁ କୁହାଯାଉଛିକି ଏକ୍ସଟ୍ରା ୬ଟି ଏୟାରବ୍ୟାଗ ଲଗାଇଲେ କାର ମୂଲ୍ୟ କିଛି ମାତ୍ରାରେ ବୃଦ୍ଧି…