AC ସାମ୍ନାରେ ଅଧିକ ସମୟ ବିତାଉଥିଲେ ହୋଇପାରନ୍ତି ଏହି ସବୁ ଭୟଙ୍କର ରୋଗର ଶିକାର
ପ୍ରବଳ ଗରମ ଏବଂ ଝାଳକୁ ଏଡାଇବା ପାଇଁ ଲୋକମାନେ ଖରାଦିନେ ପ୍ରାୟତଃ ଏୟାର କଣ୍ଡିସନର ବ୍ୟବହାର କରନ୍ତି। କିନ୍ତୁ କେତେବେଳେ ମଣିଷର ଏହି ଆବଶ୍ୟକତା ଅଭ୍ୟାସରେ ପରିଣତ ହୁଏ ମଧ୍ୟ ଜଣା ନଥାଏ। ତାପମାତ୍ରାରେ ସାମାନ୍ୟ ବୃଦ୍ଧି ହେବା ମାତ୍ରେ ଲୋକମାନେ ଏସି ଆଡକୁ ଦୌଡ଼ି ଯାନ୍ତି । ଘର, ଅଫିସ୍ ଏବଂ…