Browsing Tag

air crashed

ରାଜସ୍ଥାନ ବାରମେରରେ ଭାରତୀୟ ବାୟୁସେନାର ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ

କେନ୍ୟୁଜ୍(ବ୍ୟୁରୋ):  ଜଳିଗଲା MIG-21 ଲଢ଼ୁଆ ବିମାନ । ଭାରତୀୟ ବାୟୁସେନାର ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ । MIG-21 ଫାଇଟର ଏୟାରକ୍ରାଫ୍‌ଟ ଦୁର୍ଘଟଣା ପରେ ଜଳି ଯାଇଛି । ରାଜସ୍ତାନ ବାରମେର ନିକଟରେ ଦୁର୍ଘଟଣା ଘଟିଛି। ରାତି ପ୍ରାୟ ୯ଟା ବେଳେ ବାରମେର ଜିଲ୍ଲାର ଭିମ୍‌ଡା ଗାଁ ନିକଟରେ ଖସି…