ଫେୟାରେଓ୍ଵଲ ସ୍ପିଚ ଦେଉଥିବା ସମୟରେ ହୋଇଗଲେ ଇମୋସନାଲ, ଭିଡ଼ିଓ ହେଉଛି ଖୁବ ଭାଇରାଲ
କର୍ମ କ୍ଷେତ୍ରରେ ଦୀର୍ଘ ବର୍ଷ ଧରି କାମ କରିବା ପରେ ସେଠାରୁ ଦିନେ ଛାଡ଼ି ଚାଲିଯିବା ଜଣେ କର୍ମଚାରୀ ପାଇଁ ବହୁତ କଷ୍ଟ ହୋଇଥାଏ। ସେଠାରେ ସେ ନିଜ ଅଫିସ ଦାୟିତ୍ୱ କେବଳ ସମ୍ଭାଳିନଥାଏ ବରଂ ତା ଜୀବନର ଅଧିକାଂଶ ସମୟ ସେଠାରେ ବିତାଇଥାଏ। ଏକ ପରିବାରର ସଦସ୍ୟ ଭଳି ସେ ସେଠାରେ ରହି କାମ କରେ। ଆଉ…