Browsing Tag

Air India

ଟାଟା ସନ୍ସ ଚେୟାରମ୍ୟାନ ଏନ୍‌ ଚନ୍ଦ୍ରଶେଖରନ୍‌ ସମ୍ଭାଳିବେ ଏୟାର ଇଣ୍ଡିଆର କମାଣ୍ଡ

ଟାଟା ସନ୍ସର ଚେୟାରମ୍ୟାନ ଏନ୍‌ ଚନ୍ଦ୍ରଶେଖରନ୍‌ଙ୍କୁ ଏୟାର ଇଣ୍ଡିଆର ଚେୟାରମ୍ୟାନ କରାଯାଇଛି। ଟାଟା ଗ୍ରୁପ୍‌ ପୂର୍ବରୁ ତୁର୍କୀର ଇଲ୍‌କର ଆୟସୀଙ୍କୁ ଏୟାର ଇଣ୍ଡିଆର ମୁଖ୍ୟ କାର୍ଯ୍ୟକାରୀ ରୂପେ ଘୋଷିତ କରିଥିଲା। କିନ୍ତୁ ଭାରତରେ ବିରୋଧ ପରେ ଇଲ୍‌କର ଆୟସୀ ପଦ ସମ୍ଭାଳବାକୁ ମନା କରି…