Browsing Tag

akash ambani

ଏତେ କମ ବୟସରେ ଏତେ ବଡ ଦାୟିତ୍ୱ ସମ୍ଭାଳୁଛନ୍ତି ଅମ୍ବାନୀ ପ୍ରିନ୍ସ ଓ ପ୍ରିନ୍ସେସ ଆକାଶ,ଇଷା

ଉଦ୍ୟୋଗପତି ମୁକେଶ ଅମ୍ବାନୀ ରିଲାଏନ୍ସ ଜିଓର ଡାଇରେକ୍ଟର ପଦବୀରୁ ଇସ୍ତଫା ଦେଇଛନ୍ତି । ମୁକେଶ ଅମ୍ବାନୀଙ୍କ ତରଫରୁ ଇସ୍ତଫା ଦେବା ପରେ ତାଙ୍କ ପୁଅ ଆକାଶ ଅମ୍ବାନୀ ଚେୟାର ମ୍ୟାନ ଭାବରେ ସାମନାକୁ ଆସିଛନ୍ତି । ରିଲାଏନ୍ସ ବୋର୍ଡ ଆକାଶ ଅମ୍ବାନୀଙ୍କୁ ବୋର୍ଡର ଚେୟାରମ୍ୟାନ ଭାବେ ମଞ୍ଜୁରି…