ଶାଶୁ ମା’ଙ୍କ କଥାରେ ଆଲିଆ ବଦଳାଇଲେ ଇନଷ୍ଟାଗ୍ରାମ ଡିପି ! ଲଗାଇଲେ ରଣବୀରଙ୍କ ସହିତ ରୋମାଣ୍ଟିକ ଫଟୋ
ଆଲିଆ ଭଟ୍ଟ ମା’ ହେବା ଖବର ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ପ୍ରଶଂସାର ସୁଅ ଛୁଟିଛି। ଆଲିଆ ଓ ରଣବୀର ଖୁବଶୀଘ୍ର ବାପା ମା ହେବାକୁ ଯାଉଛନ୍ତି। ଆଲିଆ ସୋସିଆଲ ମିଡିଆରେ ଏକ ଫଟୋ ପୋଷ୍ଟ କରି ଫ୍ୟାନ୍ସଙ୍କୁ ସୂଚନା ଦେଇଥିଲେ। ଯାହା ପରେ ଆଲିଆଙ୍କୁ ଫ୍ୟାନ୍ସଙ୍କ ଠାରୁ ଆରମ୍ଭ କରି…