Browsing Tag

allegations

ସ୍ତ୍ରୀ ଆଣିଲା ସ୍ବାମୀ ନାଁରେ ସାଂଘାତିକ ଅଭିଯୋଗ, କହିଲା ସ୍ୱାମୀଙ୍କର ଅନ୍ୟ ଝିଅଙ୍କ ସହ ରହିଛି ସମ୍ପର୍କ

ଭୁବନେଶ୍ୱର (କେନ୍ୟୁଜ): ସ୍ୱାମୀ ନାଁରେ ସ୍ତ୍ରୀ ଆଣିଛନ୍ତି ସାଂଘାତିକ ଅଭିଯୋଗ। ସ୍ତ୍ରୀର ଅଶ୍ଲୀଳ ଭିଡିଓ ସ୍ୱାମୀ ଭାଇରାଲ କରିଥିବା ଅଭିଯୋଗ ଆଣିଛନ୍ତି ସ୍ତ୍ରୀ। ତାଙ୍କ ସ୍ୱାମୀ ଅନ୍ୟ ଝିଅଙ୍କ ସହ ସଂପର୍କ ରଖିଥିବା ମଧ୍ୟ କହିଛନ୍ତି। ଏନେଇ ଭୁବନେଶ୍ୱର ସାଇବର ଥାନାରେ ଅଭିଯୋଗ କରିଛନ୍ତି…