ମୁମ୍ବାଇରେ ପ୍ରବଳ ବର୍ଷା: ଅନେକ ଅଞ୍ଚଳ ଜଳାର୍ଣ୍ଣବ, ବଦଳିଲା ଗାଡି ଚଳାଚଳ ରୁଟ୍, ଭୂସ୍ଖଳନ ଆଶଙ୍କା ନେଇ ବନ୍ଦ ହେଲା…
ଲଗାଣ ବର୍ଷା କାରଣରୁ ଜଳମଗ୍ନ ହୋଇଛି ମୁମ୍ବାଇ। ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଆସନ୍ତା କିଛି ଦିନ ପାଇଁ ଲଗାଣ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ମୁମ୍ବାଇ ଏବଂ ଥାନେରେ ଲଗାଣ ବର୍ଷା…