Samsung galaxy m13 କେବଳ ୬୯୯ ଟଙ୍କାରେ ଆପଣ କିଣି ପାରିବେ, ଏହି ବିଶେଷ ଅଫର ଆମାଜନରେ ଚାଲିଛି
ଆପଣ ଯଦି ସ୍ମାର୍ଟଫୋନ୍ କିଣିବାକୁ ଇଛା କରୁଛନ୍ତି ତେବେ ଆପଣଙ୍କ ପାଇଁ ରହିଛି ବେଷ୍ଟ ଅଫର୍। କାରଣ ଅମାଜନରେ ଆରମ୍ଭ ହୋଇଛି ବେଷ୍ଟ ସେଲ୍। ଯେଉଁଥିରେ ଅନେକ ପ୍ରକାର ଇଲେକଟ୍ରୋନିକ୍ସ ଅଫର୍ ଦିଆଯାଉଛି। ତେବେ ଆପଣ ସାମସଙ୍ଗ ଗାଲାକ୍ସି M13 ର 4GB + 64GB ଭାରିଆଣ୍ଟର ମୂଲ୍ୟ ୧୧ ହଜାର ୯୯୯ ଟଙ୍କା…